'ରାଷ୍ଟ୍ରପତିଙ୍କ ସୁରକ୍ଷାରେ କୌଣସି କମି ରହିବନି' | Odisha Reporter
Автор: Odisha Reporter
Загружено: 2026-01-29
Просмотров: 85
Описание:
#ରାଷ୍ଟ୍ରପତିଙ୍କ_ସୁରକ୍ଷାରେ_କୌଣସି_କମି_ରହିବନି
ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ବାଲେଶ୍ୱରରେ ସୁରକ୍ଷା ସମୀକ୍ଷା । କ୍ରାଇମବ୍ରାଞ୍ଚ ଡିଜି ବିନୋୟ ତୋଷ ମିଶ୍ରଙ୍କ ସୁରକ୍ଷା ସମୀକ୍ଷା । ବାଲେଶ୍ୱର ଜିଲ୍ଲା ଏସ୍ପିଙ୍କ କାର୍ଯ୍ୟାଳୟରେ ସୁରକ୍ଷା ବୈଠକ । ରାଷ୍ଟ୍ରପତି ଙ୍କ ଗସ୍ତ ସମୟରେ କିପରି ସୁରକ୍ଷା ବ୍ୟବସ୍ଥା ରହିବ । ପ୍ରୋଟକଲ ଅନୁଯାୟୀ ସୁରକ୍ଷା ବ୍ୟବସ୍ଥା କିପରି ଆୟୋଜନ କରାଯିବ ସେନେଇ ଆଲୋଚନା ହୋଇଥିବା କହିଛନ୍ତି କ୍ରାଇମବ୍ରାଞ୍ଚ ଡିଜି ।
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: / odishareporter
Twitter: / odishareporter
Telegram: https://telegram.me/Odisha_Reporter_o...
Instagram: / odishareporter_official
#OdishaReporter #OdishaReporter #crimebranchdg #PresidentVisit #balasore
Повторяем попытку...
Доступные форматы для скачивания:
Скачать видео
-
Информация по загрузке: