ଟିମ୍ ଇଣ୍ଡିଆକୁ ଚ୍ୟାଲେଞ୍ଜ | Pakistani Spinner Usman Tariq | India Pakistan Match | T20 World Odia News
Автор: News18 Odia
Загружено: 2026-02-13
Просмотров: 1443
Описание:
ପଡ଼ିଆରେ ଟେନସନ୍ ଦେବେ ଏହି ଖେଳାଳି | Pakistani Spinner Usman Tariq | India Pakistan Match | T20 World
ଚାଲିଛି ଟି-ଟ୍ବେଣ୍ଟି ବିଶ୍ବକପ୍ । ଆସନ୍ତା ୧୫ ତାରିଖରେ ହେବ ଭାରତ-ପାକିସ୍ତାନ ହାଇଭୋଲଟେଜ୍ ମ୍ୟାଚ । ଶ୍ରୀଲଙ୍କାର କଲୋମ୍ବୋରେ ଖେଳାଯିବ ଏହି ମ୍ୟାଚ । ଭାରତ-ପାକିସ୍ତାନ ମ୍ୟାଚକୁ ନେଇ ଯେତିକୁ ଉତ୍ସାହ, ମ୍ୟାଚ ପୂର୍ବରୁ ଏବେ ପାକିସ୍ତାନ ସ୍ପିନରଙ୍କୁ ନେଇ ଚର୍ଚ୍ଚା । ମ୍ୟାଚରେ ପାକି୍ସ୍ତାନର ରହସ୍ୟମୟ ସ୍ପିନର୍ ଉସ୍ମାନ୍ ତାରିକ୍ଙ୍କୁ ନେଇ ଚର୍ଚ୍ଚା । ନିଜର ବୋଲିଂ ଶୈଳୀକୁ ନେଇ ବିବାଦରେ ଅଛନ୍ତି ଉସ୍ମାନ୍ । ବଲ୍ ପକାଇବା ପୂର୍ବରୁ ରହିଯାଉଛନ୍ତି ଉସ୍ମାନ୍ । ଏହାଦ୍ବାରା ବ୍ୟାଟ୍ସମ୍ୟାନ ଦ୍ବନ୍ଦ୍ବରେ ପଡ଼ିବା ସମ୍ଭାବନା । ଭାରତୀୟ ବୋଲର ଆର୍ ଅଶ୍ବିନୀଙ୍କ ପରାମର୍ଶ ।
The T20 World Cup is underway. On the 15th, there will be a high-voltage India-Pakistan match. This match will be played in Colombo, Sri Lanka.
There is so much excitement about the India-Pakistan match, and before the match, discussions are already happening about the Pakistani spinners.
Discussion about Pakistan's mysterious spinner Usman Tariq in the match.
Usman is involved in controversy regarding his bowling style.
Usman stays put before releasing the ball.
This increases the chances of the batsman getting into a duel.
Indian bowler R. Ashwin's advice.
#usmantariq #t20worldcup #pakistanibolwer #cricket #pakistancricket #News18Odia #OdiaNews #odishanews #oriyanews #breakingnews #weathernews
Welcome to News18 Odia, your go-to destination for the latest news and updates from across India and beyond. As one of Odisha's premier news channels, we strive to keep you informed with live coverage and breaking news as it happens.
News18 ଓଡ଼ିଆ ହେଉଛି ଓଡି଼ଶାର ଅଗ୍ରଣୀ ନ୍ୟୁଜ ଚ୍ୟାନେଲ ଭିତରୁ ଗୋଟିଏ । ଓଡି଼ଶାର ସବୁ ଗୁରୁତ୍ବପୂର୍ଣ୍ଣ ଖବର ଆପଣ ଏହି ଚ୍ୟାନେଲ ମାଧ୍ୟମରେ ପାଇପାରିବେ ।
Download our News18 Mobile App - https://onelink.to/desc-youtube
Please visit our website https://bit.ly/2YaikeJ for the latest opinions and detailed news coverage.
Follow us on
Facebook: / news18odia
Twitter: https://twitter.com/news18odia?lang=en
Website: https://bit.ly/2YaikeJ
Subscribe to our channel to get the latest news and updates https://tinyurl.com/y46bt2fm
ID_OD_SJ
Повторяем попытку...
Доступные форматы для скачивания:
Скачать видео
-
Информация по загрузке: