Humane Sagar Case: ପୋଲିସ ହାତରେ ଲାଗିଲା ବଡ଼ ସୁରାଗ ! ତଦନ୍ତରେ ନୂଆ ମୋଡ଼, ସତ୍ୟ ଆସୁଛି ସାମ୍ନାକୁ🚨l Arpita lOS
Автор: ODISHA SUCHANA
Загружено: 2026-01-08
Просмотров: 55572
Описание:
ହ୍ୟୁମାନ ସାଗରଙ୍କ ମୃତ୍ୟୁ ପରେ ଅର୍ପିତାଙ୍କୁ ନେଇ ଅନେକ କଥା ସନ୍ଦେହ କରୁଥିବା ବେଳେ ହ୍ୟୁମାନ ସାଗରଙ୍କ ମା ଯାଇଁ ଥାନାରେ ଏତଲା ଦେଇଥିବା ବେଳେ କଟକ ମର୍କତ ନଗର ଥାନା ପୋଲିସ ଆରମ୍ଭ କରିଥିଲା ପ୍ରକ୍ରିୟା। ଆଉ ଏବେ ଯେଉଁଭଳି ସତ ସାମ୍ନାକୁ ଆସୁଛି ତାହା ପୋଲିସକୁ ମଧ୍ଯ ଆଶ୍ଚର୍ଯ୍ୟ ଲାଗୁଛି। ଯେଉଁଠି ଅଭିଯୁକ୍ତର ଅସଲ ଚେହେରା ଧିରେ ଧିରେ ସାମ୍ନାକୁ ଆସିବ । ତେବେ ଯେତେବେଳେ ହ୍ୟୁମାନ ସାଗର ଏମ୍ସରେ ଚିକିତ୍ସିତ ହେଉଥିଲେ ଆଉ ସେତେବେଳ ଅର୍ପିତା ମଧ୍ଯ ଲୁଚି ଲୁଚି ଅଧା ରାତିରେ ମେଡ଼ିକାଲର ଆଇସିୟୁକୁ ହ୍ୟୁମାନଙ୍କ ଦେଖାକରିବାକୁ ଯାଇଥିଲେ। #humanesagar #humanesagarchristiansongs #humanesagarcase #humanesagardeath #titlagarh #bolangir #sriyamishra #shreyamishra #sefalisuna #dineshbehera #prashantbehera #sagarsangam #anubhavmohanty #humansagarnewstatusvideo #odishamusicindustry #demandforjustice #jiturout #odishasuchanapaper #odishasuchana
Dear Viewers,
We have painstakingly prepared unique videos which have been carefully edited keeping in mind YouTube policy and guidelines and the taste of our beloved viewers be it breaking news, national news, international news, videos or #shorts.
Thank You for watching #odishasuchanapaper
For trade queries please contact us:
E-mail: [email protected]
Повторяем попытку...
Доступные форматы для скачивания:
Скачать видео
-
Информация по загрузке: