ଆସୁ ଆସୁ ମୋହନ ପପୁଲାର, ସର୍ଭେ କହିଲା ସାରା ଦେଶରେ 8 ନମ୍ବର | Odisha Reporter
Автор: Odisha Reporter
Загружено: 2025-08-30
Просмотров: 24025
Описание:
#ଲୋକପ୍ରିୟତାରେ_8ନମ୍ବରରେ_ମୋହନ_ମାଝୀ
ଆସୁ ଆସୁ ମୋହନ ଲୋକପ୍ରିୟ । ସାରା ଦେଶରେ 8 ନମ୍ବରରେ ମୋହନ ମାଝୀ। ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜ ରାଜ୍ୟର 35 ପ୍ରତିଶତ ଲୋକଙ୍କ ଭୋଟ ପାଇ ଅଷ୍ଟମ ସ୍ଥାନରେ ରହିଛନ୍ତି । କେଉଁ ରାଜ୍ୟର ମୁଖ୍ୟମନ୍ତ୍ରୀ ତାଙ୍କ ରାଜ୍ୟରେ କେତେ ଦକ୍ଷ ଓ ଲୋକପ୍ରିୟ? ଏଭଳି ପ୍ରଶ୍ନ ନେଇ ନିକଟରେ ଇଂଲିଶ ମାଗାଜିନ୍ `ଇଣ୍ଡିଆ ଟୁଡେ’ର ମୁଡ୍ ଅଫ୍ ଦ ନେସନ୍ ସର୍ଭେ ପ୍ରକାଶ ପାଇଛି।
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: / odishareporter
Twitter: / odishareporter
Telegram: https://telegram.me/Odisha_Reporter_o...
Instagram: / odishareporter_official
#odishareporter #OdishaReporter #indiatodaymoodofnation #mostpopularcm #mohanmajhi #OdishaPolitics
Повторяем попытку...
Доступные форматы для скачивания:
Скачать видео
-
Информация по загрузке: