ଲଙ୍ଗଳେଶ୍ୱର ଦଣ୍ଡ ନାଚ ( ଗଞ୍ଜାମ ) || Full danda nacha Langaleswar || Ganjam ||
Автор: Jagannath Sanskruti
Загружено: 2024-03-26
Просмотров: 4239
Описание:
Langaleswar danda nacha
ganjam
ବିଶ୍ୱ ପ୍ରସିଦ୍ଧ ଦଣ୍ଡ ଯାତ୍ରା ଓଡିଶା ର ଏକ ପ୍ରାଚୀନ ଏବଂ ପାରମ୍ପରିକ ଯାତ୍ରା ଅଟେ ll ଏହାକୁ ଗଞ୍ଜାମ ଜିଲାରେ ବହୁ ଆନନ୍ଦ ଉଲ୍ହାସ ର ସହ ପାଳନ କରି ଥାନ୍ତି ll ଯାହାକି ଆମ ଓଡ଼ିଆ ସଂସ୍କୃତି, ଓଡ଼ିଆ ପରମ୍ପରା ଏବଂ ଓଡ଼ିଆ ମାନଙ୍କର ଅଭିଜାତ୍ୟ କୁ ଦର୍ଶାଉଛି ll
ଏହା ଭକ୍ତ ମାନଙ୍କର ମାନସିକ ପୁର୍ଣ ହେଲା ପରେ ଠାକୁର ଙ୍କର ପାଖରେ 21 ଦିନ ରହି, ଗୋଟିଏ ଗାଁ ରୁ ଅନ୍ୟ ଗାଁ ପର୍ଯ୍ୟନ୍ତ ଖାଲି ପାଦ ରେ ଯାତ୍ରା କରି ଦଣ୍ଡ ଯାତ୍ରା କରି ଥାନ୍ତି ll ଏଥିରେ ଭକ୍ତଙ୍କୁ 21 ଦିନ ନିର୍ଜଳ ଉପବାସ କରି ବାକୁ ପଡି ଥାଏ କେବଳ ରାତ୍ର ସମୟରେ ଅର୍ଣ୍ଣ ପ୍ରସାଦ ଥରଟେ ପାଇଁ ଗ୍ରହଣ କରି ଥାନ୍ତି ll
ଏହି ଦଣ୍ଡ ଯାତ୍ରା ରେ 21 ହଳ ପଟ ଯାତ୍ରା ହୁଏ ll
ସେ ମଧ୍ୟରୁ.....
ପ୍ରଭା
ହାଡ଼ି ହାଡ଼ିଆଣୀ
ଶିବ ପାର୍ବତୀ
ଚଢ଼େୟା ଚଢ଼େୟାଣୀ
ରଜକ ରାଜକଣୀ
ଶବର ଶବରୁଣି
ଯୋଗୀ ଯୋଗିଆଣୀ
ମାଳି ମହାପାତ୍ରେ
ମାଟିଆ ମାଟିଆଣି
ବନ ଦୁର୍ଗା
ଚଢ଼େୟା ର ପୂର୍ବ ଜନ୍ମ.... ଇତ୍ୟାଦି କୁ ଦର୍ଶାଇ ଯାଇଛି ll
ଶିବ ନୁର୍ତ୍ୟ ର ଦୂର୍ଷ୍ୟ..........
ଏହି ଦୁର୍ଷ ରେ ଶିବ ତାଣ୍ଡବ ଦେଖି ବାକୁ ମିଳିବ ll
©jagannath _sanskruti
#danda_nacha_2024
#danda_nacha
#danda_nacha_odia
#danda_nirtya
#danda_nacha_ganjam
#danda_hadi_hadiyani
#danda_nacha_video
#siba_parbati
#siba_parbati_danda_nacha
#danda_nacha_gita
#rajaka_rajaki
#gopapura_dahi_bikali
#jagannath_sanskruti
ଜଗନ୍ନାଥ ସଂସ୍କୃତି- • jagannath sanskruti ll jagannath slok ll ଜ...
Langaleswar danda nacha 2022
________________________________
ପ୍ରଭା ନୁର୍ତ୍ୟ - • Langaleswar danda 2022|| prava nurty|| ପ୍ର...
ହାଡ଼ି ହାଡ଼ିଆଣୀ - • Langaleswar danda nacha 2022 || Hadi hadia...
ଚଢ଼େୟା ନାଚ part-1- • Langaleswar danda nacha 2022||ଚଢ଼େୟା ନାଚ p...
ଚଢ଼େୟା ଚଢ଼େୟାଣୀ - part-2- • Langaleswar danda nacha 2022 ||ଚଢ଼େୟା ନାଚ ...
ଚଢ଼େୟା ଚଢ଼େୟାଣୀ - part-3 - • Langaleswar danda nacha 2022||chadheya cha...
ଶିବ ନୁର୍ତ୍ୟ (ଶିବ ତାଣ୍ଡବ p-1)- • Langaleswar danda nacha 2022||siba nurtya ...
ନନ୍ଦୀ ବୃନ୍ଦି ବୃକଟି (ଶିବ ତାଣ୍ଡବ p-2)- • Langaleswar danda nacha 2022||nandi brundi...
ଶିବ ପାର୍ବତୀ -part-1 - • Langaleswar danda nacha 2022||siba parbati...
ଶିବ ପାର୍ବତୀ -part-2 - • Langaleswar danda nacha 2022||shibaparbati...
ରଜକ ରାଜକୀ (ଧୋବା ଧୋବଣୀ ) - • Langaleswar danda nacha 2022||Rajaka rajak...
ଯୋଗୀ ଯୋଗିଆଣୀ (part-1) - • Langaleswar danda nacha 2022||jogi jogiani...
ଯୋଗୀ ଯୋଗିଆଣୀ (part-2) - • Langaleswar danda nacha 2022||jogo jogiani...
ଯୋଗୀ ଯୋଗିଆଣୀ (part-3) - • Langaleswar danda nacha 2022||jogi jogiani...
ଯୋଗୀ ଯୋଗିଆଣୀ (part-4) - • Langaleswar danda nacha 2022||jogi jogiani...
ମାଟିଆ ମାଟିଆଣି - • Langaleswar danda nacha 2022||matia matian...
ଶବର ଶବରୁଣୀ (part-01) - • Langaleswar danda nacha 2022||sabara sabar...
ଶବର ଶବରୁଣୀ (part-02) - • Langaleswar danda nacha 2022||sabara sabar...
ଶବର ଶବରୁଣୀ (part-03) - • Langaleswar danda nacha 2022||sabara sabar...
ବନ ରଖି - • Langaleswar danda nacha 2022||bana rakhi||...
ଚଢ଼େୟା ବୀର ପକ୍ଷୀ ଶିକାର - • Langaleswar danda nacha 2022||chadheya bee...
ସାପୁଆ କେଳା - • Langaleswar danda nacha 2022||sapua kela||...
ଚଢ଼େୟାଣି ସ୍ୱାମୀ ଙ୍କୁ ଖୋଜୁ ଛନ୍ତି - • Langaleswar danda nacha 2022||chadheya cha...
କାମାକ୍ଷା ଜତି - • Langaleswar danda nacha 2022||kamakshya ja...
D patapur danda nacha 2022
_____________________________
ଚମ୍ପା କେଉଟଣି - • D patapur danda nacha 2022||champa keutani...
🙏🏻🙏🏻🙏🏻ଧନ୍ୟବାଦ 🙏🏻🙏🏻🙏🏻
Повторяем попытку...
Доступные форматы для скачивания:
Скачать видео
-
Информация по загрузке: