ରାଜଧାନୀ ରୁ ଚାଇନା , ସିମ୍ ବକ୍ସ ରାକେଟ୍ ଚଳାଇଥିଲେ ୨ କେରଳ ଯୁବକ ! SIM Box Racket busted in Bhubaneswar
Автор: Pratidin TV
Загружено: 2026-03-02
Просмотров: 1396
Описание:
ରାଜଧାନୀ ରୁ ଚାଇନା , ସିମ୍ ବକ୍ସ ରାକେଟ୍ ଚଳାଇଥିଲେ ୨ କେରଳ ଯୁବକ ! ରାଜଧାନୀ ରେ ବେଆଇନ ସିମ୍ ବକ୍ସ ରାକେଟ ଠାବ। ଚନ୍ଦ୍ରଶେଖରପୁର ଥାନା ଅନ୍ତର୍ଗତ ଇନ୍ଫୋସିଟୀ ଅଂଚଳରେ ଏକ ହଷ୍ଟେଲ ରୁ ଠାବ ହେଇଛି 12 ଟି ସିମ ବକ୍ସ। ବାଂଲାଦେଶ ରୁ ଏହି ମେସିନ ଆଣି ଚାଇନା ରୁ ସଫ୍ଟୱରେ ଆଣି ଏହି ରାକେଟ ଚଳାଇଥିଲେ ଦୁଇଜଣ ଯୁବକ। ଦୁଇ ଜଣ ଯୁବକ ହେଉଛନ୍ତି କେରଳ ଅଞ୍ଚଳର ଉମର ଏମ ଓ ସିଆକୁଲ ବୋଲି ଜଣା ପଡିଛି। 4 ମାସ ହେବ ଆସି ସିମ୍ ବକ୍ସ ରାକେଟ ଚଳାଇଥିଲେ ବୋଲି ଜଣାପଡିଛି। ଏହି ଦୁଇଜଣ ଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ। SIM Box Racket busted in Bhubaneswar #Bhubaneswar #SIMBoxRacket #BhubaneswarPolice #OdishaPolice #CyberCrimeIndia #InternationalCallScam #CyberSecurity #OdishaCrime
Vist our Website :https://www.pratidintv.com/
Like Our Facebook Page: / pratidinodisha
Folllow Us Instagram :-https://www.instagram.com/pratidintv/...
Follow On X :- https://x.com/pratidin_tv
Subscribe To Our YouTube Channel: / @pratidintvodisha
#PratidinTv #PratidinNews #OdishaNews #LatestNews #LatestUpdate #PratidinTvOdisha
Повторяем попытку...
Доступные форматы для скачивания:
Скачать видео
-
Информация по загрузке: