ycliper

Популярное

Музыка Кино и Анимация Автомобили Животные Спорт Путешествия Игры Юмор

Интересные видео

2025 Сериалы Трейлеры Новости Как сделать Видеоуроки Diy своими руками

Топ запросов

смотреть а4 schoolboy runaway турецкий сериал смотреть мультфильмы эдисон
Скачать

ମୃତ୍ୟୁ ମୁହଁରୁ ଫେରିଲି! 😭 ରକ୍ତ ଅଭାବରୁ ଅପରେସନ୍ ଟଳିଗଲା, ପ୍ରଭୁ ଜଗନ୍ନାଥ ହେଲେ ସାହା 🙏 | Jay Jagannath TV

Автор: JAY JAGANNATH TV

Загружено: 2026-01-16

Просмотров: 1405

Описание: ଜୟ ଜଗନ୍ନାଥ! 🙏
"ଭକ୍ତଙ୍କ ଅନୁଭୂତି" କାର୍ଯ୍ୟକ୍ରମର ଆଜିର (୧୭ ଜାନୁୟାରୀ ୨୦୨୬) ଏହି ଅଧ୍ୟାୟରେ ଶୁଣନ୍ତୁ ଏକ ଅତ୍ୟନ୍ତ ଆବେଗପୂର୍ଣ୍ଣ ସତ୍ୟ ଘଟଣା। ଏକ ଭୟଙ୍କର ସଡ଼କ ଦୁର୍ଘଟଣା ପରେ ଶରୀରରୁ ପ୍ରଚୁର ରକ୍ତସ୍ରାବ ହେବା ଫଳରେ ଅପରେସନ୍ କରିବା ଅସମ୍ଭବ ହୋଇପଡ଼ିଥିଲା। ଡାକ୍ତରମାନେ ବଞ୍ଚିବାର ଆଶା ସଂପୂର୍ଣ୍ଣ ଛାଡ଼ି ଦେଇଥିଲେ।
କିନ୍ତୁ ଯେଉଁଠି ମଣିଷର ଚେଷ୍ଟା ଶେଷ ହୁଏ, ସେଠାରୁ କାଳିଆ ସାଆନ୍ତଙ୍କ ଲୀଳା ଆରମ୍ଭ ହୁଏ। ଭକ୍ତର ଆକୁଳ ପ୍ରାର୍ଥନା ଶୁଣି ପ୍ରଭୁ କିପରି ସେହି ସଙ୍କଟ ସମୟରେ ରକ୍ଷା କଲେ ଏବଂ ଏକ ନୂଆ ଜୀବନ ଦେଲେ, ସେହି ଦିବ୍ୟ ଅନୁଭୂତି ଶୁଣିଲେ ଆପଣଙ୍କ ଲୋମ ଟାଙ୍କୁରି ଉଠିବ।
🎬 ପ୍ରୋଗ୍ରାମ: ଭକ୍ତଙ୍କ ଅନୁଭୂତି (Bhaktanka Anubhuti)
Please Like, Share and Subscribe to Jay Jagannath TV! 🔔
ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ ଏବଂ ପ୍ରତିଦିନ ମହାପ୍ରଭୁଙ୍କ ମହିମା ଶୁଣନ୍ତୁ।
#JayJagannathTV #BhaktankaAnubhuti #JagannathMiracle #OdiaDevotional #AccidentMiracle #HealthMiracle #JagannathLila #FaithInGod #Odisha #Puri #SpiritualExperience #JagannathBhajan #2026JagannathAnubhuti

"ଜୟ ଜଗନ୍ନାଥ ଟିଭି ଚାନେଲ" ପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ସମ୍ପୂର୍ଣ୍ଣ ସମର୍ପିତ ଓଡ଼ିଶାର ଏକମାତ୍ର ଆଧ୍ୟାତ୍ମିକ ସାଟେଲାଇଟ ଚାନେଲ I ଏହି ଚ୍ୟାନେଲରେ ଘରେ ବସି ପ୍ରତ୍ୟେକ ଦିନ ଜଗନ୍ନାଥ ଧାମ ପୁରୀରୁ LIVE ଦେଖନ୍ତୁ ଶ୍ରୀମନ୍ଦିର ଦ୍ୱାରଫିଟା ନୀତି,ଶ୍ରୀପତିତପାବନଙ୍କ ମଙ୍ଗଳ ଆଳତୀ, ପତାକାଲାଗି ଦର୍ଶନ,ସନ୍ଧ୍ୟା ଆଳତୀ ,ଶ୍ରୀମନ୍ଦିର ପହୁଡ଼ ନୀତି,ଶ୍ରୀକ୍ଷେତ୍ରରୁ ଭକ୍ତଙ୍କ ଅନୁଭୂତି ଏବଂ ବର୍ଷ ତମାମ ଅନୁଷ୍ଠିତ ହେଉଥିବା ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ବିଭିନ୍ନ ଯାତ୍ରା ଓ ଉତ୍ସବର ସିଧାପ୍ରସାରଣ I ଏହି ଚାନେଲରେ କୌଣସି ବିଜ୍ଞାପନ ଚାଲୁନାହିଁ, ତେଣୁ ଆପଣମାନେ ଶ୍ରୀଜୀଉଙ୍କ ଦର୍ଶନ ଏବଂ ସମସ୍ତ ଲୀଳାର ନିରବିଛିନ୍ନ ସିଧାପ୍ରସାରଣ ଦେଖି ପାରିବେ I

"ଜୟ ଜଗନ୍ନାଥ ଟିଭି" ହେଉଛି ସିଦ୍ଧାର୍ଥ ଟେଲେଭିଜନ ନେଟୱର୍କର ଚତୁର୍ଥ ଚାନେଲ I ସୀତାରାମ ଅଗ୍ରୱାଲ ଓ ନମିତା ଅଗ୍ରୱାଲଙ୍କ ଶ୍ରୀଜଗନ୍ନାଥଙ୍କ ପ୍ରତି ଥିଵା ଅହେତୁକ ଭକ୍ତି ଭାବ ତଥା ଓଡ଼ିଶା ଏବଂ ଓଡିଶା ବାହାରେ ଥିବା ଜଗନ୍ନାଥ ପ୍ରେମୀ ଜନସାଧାରଣଙ୍କ ପାଇଁ ଏହି ଟେଲେଭିଜନ ଚାନେଲର ସୃଷ୍ଟି...ଆସନ୍ତୁ ଆମେ ସମସ୍ତେ ମିଶି ଜଗନ୍ନାଥ ଚେତନାକୁ ବିଶ୍ୱ ଦରବାରରେ ପ୍ରତିଷ୍ଠିତ କରିବା I
ଜୟ ଜଗନ୍ନାଥ🙏🙏🙏

Watch "JAY JAGANNATH TV" on DTH:
TATAPLAY-1799, Dish TV -1397, Airtel -615, Sun Direct-490, Videocon D2H -1397

Also available on all cable networks.
For More Info please contact - 6372804618

Also, visit our other social media pages :
Facebook: https://bit.ly/3kxvE7A
Instagram: https://bit.ly/3KEpYDF
YouTube: https://bit.ly/3KAQeyD
Twitter: https://bit.ly/38JpX3U

#jayjgannathtvlive #jayjagannathtv #namitaagrawal #sidharthtv #sitaramagrawal #patitapaban_arati #patakalagidarshan #ଜୟଜଗନ୍ନାଥଟିଭି #rathayatralive #purilive #JagannathPuriLIVE #rathayatra2022 #রথযাত্রা #পুরিজগন্নাথ #जगन्नाथ #पुरीजगन्नाथ #जगन्नाथधाम #रथयात्रा #उल्टारथ #జగన్నాథ్ #జగన్నాథపురి #ରଥଯାତ୍ରା #ଶ୍ରୀକ୍ଷେତ୍ରପୁରୀ #ପ୍ରଭୁଜଗନ୍ନାଥ #ଶ୍ରୀଜଗନ୍ନାଥ #যায়জগন্নাথ #জগন্নাথপুরি #जगन्नाथपुरी #जगन्नाथधाम #ஜேஜெகன்னாத் #jayjagannath #patitapaban_mangal_arati

Не удается загрузить Youtube-плеер. Проверьте блокировку Youtube в вашей сети.
Повторяем попытку...
ମୃତ୍ୟୁ ମୁହଁରୁ ଫେରିଲି! 😭 ରକ୍ତ ଅଭାବରୁ ଅପରେସନ୍ ଟଳିଗଲା, ପ୍ରଭୁ ଜଗନ୍ନାଥ ହେଲେ ସାହା 🙏 | Jay Jagannath TV

Поделиться в:

Доступные форматы для скачивания:

Скачать видео

  • Информация по загрузке:

Скачать аудио

Похожие видео

ହଜିଲା ଟଙ୍କା ବ୍ୟାଗ୍ ଫେରାଇ ଦେଲେ କାଳିଆ ସାଆନ୍ତ! 🙏 ଜଣେ ଛାତ୍ରର ସତ୍ୟ କାହାଣୀ | Jay Jagannath TV

ହଜିଲା ଟଙ୍କା ବ୍ୟାଗ୍ ଫେରାଇ ଦେଲେ କାଳିଆ ସାଆନ୍ତ! 🙏 ଜଣେ ଛାତ୍ରର ସତ୍ୟ କାହାଣୀ | Jay Jagannath TV

ଶିବ ଚତୁର୍ଦ୍ଦଶୀ ବ୍ରତ କାହିଁକି କରାଯାଏ ? Jay Jagannth Tv

ଶିବ ଚତୁର୍ଦ୍ଦଶୀ ବ୍ରତ କାହିଁକି କରାଯାଏ ? Jay Jagannth Tv

Jagannath's Messenger | Jaganath temple | Hadapa Nayak Seba | Ramanth Guru | Safala odiapodcast

Jagannath's Messenger | Jaganath temple | Hadapa Nayak Seba | Ramanth Guru | Safala odiapodcast

ଗାୟକ ବିଶ୍ଵନାଥ ସ୍ଵାଇଁ କହିଲେ ପାଲା କରିବା ୩୦ବର୍ଷ ପରେ ମଞ୍ଚ ଉପର ଦେଖିଲି // Gayak Biswanath Swain

ଗାୟକ ବିଶ୍ଵନାଥ ସ୍ଵାଇଁ କହିଲେ ପାଲା କରିବା ୩୦ବର୍ଷ ପରେ ମଞ୍ଚ ଉପର ଦେଖିଲି // Gayak Biswanath Swain

Day_86 // ହୋଟେଲ୍ କୁ ଡାକି ଅପମାନ କରିଲେ // Crossing India For Free // @devvlog006

Day_86 // ହୋଟେଲ୍ କୁ ଡାକି ଅପମାନ କରିଲେ // Crossing India For Free // @devvlog006

Modi’s Manikarnika Ghat 'Makeover' | Destroying Kashi To Make A Budget Disneyland? | Akash Banerjee

Modi’s Manikarnika Ghat 'Makeover' | Destroying Kashi To Make A Budget Disneyland? | Akash Banerjee

ମହାପ୍ରଭୁଙ୍କୁ ଛାଡିଦେଲେ ଜୀବନରେ ଆଉ କିଛି ନାହିଁ ଶୁଣନ୍ତୁ ନମିତା ମ୍ୟାଡ଼ାମଙ୍କ ଅନ୍ତରର କଥା | Jay Jagannath TV

ମହାପ୍ରଭୁଙ୍କୁ ଛାଡିଦେଲେ ଜୀବନରେ ଆଉ କିଛି ନାହିଁ ଶୁଣନ୍ତୁ ନମିତା ମ୍ୟାଡ଼ାମଙ୍କ ଅନ୍ତରର କଥା | Jay Jagannath TV

ଅରୁଆ ଚାଉଳରୁ ବନେଇଲୁ ନଳୀ || Odia Family Vlog || Tapan Sanju Family Vlog

ଅରୁଆ ଚାଉଳରୁ ବନେଇଲୁ ନଳୀ || Odia Family Vlog || Tapan Sanju Family Vlog

ପ୍ରଭୁ ଶ୍ରୀଲୋକନାଥଙ୍କ ଅଁଳା ବେଢ଼ାରୁ ଦୁର୍ଲଭ ମହାଦୀପ ଦର୍ଶନ 🙏✨ | ଶିବ ଚତୁର୍ଦ୍ଦଶୀ | Jay Jagannath TV

ପ୍ରଭୁ ଶ୍ରୀଲୋକନାଥଙ୍କ ଅଁଳା ବେଢ଼ାରୁ ଦୁର୍ଲଭ ମହାଦୀପ ଦର୍ଶନ 🙏✨ | ଶିବ ଚତୁର୍ଦ୍ଦଶୀ | Jay Jagannath TV

Bhajana Antaskhyari Season - 4|Full Episode | Ep 104| Odia Bhajans by Popular Singers|Prarthana Life

Bhajana Antaskhyari Season - 4|Full Episode | Ep 104| Odia Bhajans by Popular Singers|Prarthana Life

ପତକାଲାଗି ଦର୍ଶନ କଲେ ସାରଣIଗତି ଭାବ ଆସିଥାଏ (17-Jan)PATAKALAGI | JAY JAGANNATH TV

ପତକାଲାଗି ଦର୍ଶନ କଲେ ସାରଣIଗତି ଭାବ ଆସିଥାଏ (17-Jan)PATAKALAGI | JAY JAGANNATH TV

135 ବର୍ଷ ତଳେ ଓଡ଼ିଶାରୁ ବୋଇତରେ ଯାଇଥିଲେ... | EP - 140 | Podcast With Manther Harusu Naik

135 ବର୍ଷ ତଳେ ଓଡ଼ିଶାରୁ ବୋଇତରେ ଯାଇଥିଲେ... | EP - 140 | Podcast With Manther Harusu Naik

ଆଜିର ମା'ବାଟମଙ୍ଗଳା ଦର୍ଶନ (17.01.2026) |

ଆଜିର ମା'ବାଟମଙ୍ଗଳା ଦର୍ଶନ (17.01.2026) | "ହନୁମାନଙ୍କୁ ସିନ୍ଦୁର ଲାଗି କାହିଁକି? Jay Jagannath TV

Exclusive Interview With Puri Sebayata Ram Chandra DasMohapara || Puri ||OR

Exclusive Interview With Puri Sebayata Ram Chandra DasMohapara || Puri ||OR

मुझे जगन्नाथ प्रभु के दर्शन कैसे हुए? | Sapne, Bhakti aur Guru Nanak Dev का संदर्भ |  Ft. Sanjay Roy

मुझे जगन्नाथ प्रभु के दर्शन कैसे हुए? | Sapne, Bhakti aur Guru Nanak Dev का संदर्भ | Ft. Sanjay Roy

ହନୁମାନ କିପରି ଦୂର କଲେ ଶନିଙ୍କ ଯନ୍ତ୍ରଣା ? Jay Jagannath TV

ହନୁମାନ କିପରି ଦୂର କଲେ ଶନିଙ୍କ ଯନ୍ତ୍ରଣା ? Jay Jagannath TV

Jagannath Temple Mystery: Kalki Avtar, Divine Experiences & Bhavishya Malika | Surya Roy | ST-163

Jagannath Temple Mystery: Kalki Avtar, Divine Experiences & Bhavishya Malika | Surya Roy | ST-163

ଗଗନ ଦେଲେ ଘନ ଘନ ବିସ୍ଫୋରକ ବୟାନ; ଇତିହାସ ରଚିଲା ଟାଉଟର ପପୁ ! |Humane Sagar Case | Dinesh Behera in Trouble

ଗଗନ ଦେଲେ ଘନ ଘନ ବିସ୍ଫୋରକ ବୟାନ; ଇତିହାସ ରଚିଲା ଟାଉଟର ପପୁ ! |Humane Sagar Case | Dinesh Behera in Trouble

Jagannath puri | When Lord Jagannath Desires, Destiny Changes | Safala-Odia podcast | EP-19

Jagannath puri | When Lord Jagannath Desires, Destiny Changes | Safala-Odia podcast | EP-19

କେଉଁ ପୁତ୍ର ପିତାମାତାଙ୍କ ଆଗରୁ ମରିଯାଏ ? ଗରୁଡ଼ ପୁରାଣର କିଛି ରୋଚକ ତଥ୍ୟ। Garud Purana | Bhakti Prerana Odia

କେଉଁ ପୁତ୍ର ପିତାମାତାଙ୍କ ଆଗରୁ ମରିଯାଏ ? ଗରୁଡ଼ ପୁରାଣର କିଛି ରୋଚକ ତଥ୍ୟ। Garud Purana | Bhakti Prerana Odia

© 2025 ycliper. Все права защищены.



  • Контакты
  • О нас
  • Политика конфиденциальности



Контакты для правообладателей: [email protected]