ଦୁଇ କ୍ରେନ୍ ଅପରେଟରଙ୍କ ମୃତ୍ୟୁ । Fatal Morning Accident Shocks Angul District
Автор: KNews Odisha
Загружено: 2026-02-07
Просмотров: 458
Описание:
#ଶନିବାରରେ_ଘଟିଲା_ଅମଙ୍ଗଳ
ରାସ୍ତାରେ ଛିଟିକି ପଡ଼ିଛି ହେଲମେଟ୍ । ବାଇକ୍ ରହି ଯାଇଛି ଟ୍ରକ୍ ଚକ ତଳେ । ଅନୁଗୁଳ ଜିଲ୍ଲା ନିଶା ଶିଳ୍ପାଞ୍ଚଳ ଥାନା ମହିତଳା ଛକରେ ଆଜି ସକାଳେ ଘଟି ଯାଇଛି ମର୍ମନ୍ତୁଦ ଦୁର୍ଘଟଣା । କୋଇଲା ବୋଝେଇ ଟ୍ରକ୍ ଧକ୍କାରେ ଦୁଇ ଜଣଙ୍କର ଜୀବନ ଚାଲି ଯାଇଛି । ମୃତକ ହେଲେ ନତଡା ଗାଁର ବିକ୍ରମ ସାହୁ ଙ୍କ ପୁଅ ବୀରେନ୍ଦ୍ର ସାହୁ ଓ କଣିହାଁ ଦଣ୍ଡସିଂହା ଗାଁର ଗୌର ଚନ୍ଦ୍ର ପରିଡ଼ାଙ୍କ ପୁଅ ବୁଲୁ ପରିଡା ।
Helmets were seen scattered across the road, and a motorcycle was crushed under the wheels of a truck. A tragic accident occurred this morning at Mahitala Chhak under the Nisha Industrial Area police station in Angul district. Two people lost their lives after being hit by a coal-laden truck. The deceased have been identified as Birendra Sahu, son of Bikram Sahu of Natada village, and Bulu Parida, son of Gaur Chandra Parida of Dandasingha village in Kaniha.
#Angul #RoadAccident #TragicAccident #CoalTruck #TwoKilled #MahitalaChhak
#OdishaNews #BreakingNews #RoadSafety #FatalCrash #BikeAccident #PublicSafety
ଆମକୁ Subcribe କରିବା ପାଇଁ ଏବଂ ୱେବସାଇଟ ଓ ସୋସିଆଲ ମିଡିଆରେ ଫଲୋ କରିବା ପାଇଁ ନିମ୍ନଲିଖିତ ଲିଙ୍କ ଉପରେ କ୍ଲିକ କରନ୍ତୁ
Website: http://www.knewsodisha.com
Mobile App: https://t.ly/NsnzF
Facebook: / knewsodisha
YouTube: / knewsodisha
Twitter: / knewsodia
Instagram: / knewsodisha
#knews #knewsodisha #odisha #odishanews #ajirakhabar #ajiranews
Повторяем попытку...
Доступные форматы для скачивания:
Скачать видео
-
Информация по загрузке: