Srisailam ଜ୍ୟୋତିର୍ଲିଙ୍ଗ Darshan 🙏 | Dindi Reservoir | Srisailam Dam | Sakshi Ganesh | Odia Vlog
Автор: Beyond Biswa🌍
Загружено: 2026-02-19
Просмотров: 50
Описание:
🙏 ଜୟ ବାବା ମଲ୍ଲିକାର୍ଜୁନ!
ଏହି vlog ରେ ଆମର Hyderabad ରୁ Srisailam ଜ୍ୟୋତିର୍ଲିଙ୍ଗ ଦର୍ଶନ ପର୍ଯ୍ୟନ୍ତ complete road trip experience ରହିଛି।
🚗 On the way Highlights:
• Dindi Reservoir ର ଶାନ୍ତ ଓ ସୁନ୍ଦର view 🌊
• Srisailam Dam ର majestic ଦୃଶ୍ୟ 💦
• Krishna River ର ପବିତ୍ର ପ୍ରବାହ 🌊
• Andhra Pradesh ଓ Telangana state ର mid point 📍
• Nallamala forest range ର ଘାଟ୍ road experience 🌳
🙏 Temple re Baba Mallikarjuna ଙ୍କ ଦର୍ଶନ ପରେ, ଫେରୁଥିବା ବେଳେ ଆମେ ଦର୍ଶନ କଲୁ
Sakshi Ganapati Temple 🕉️
ମନ୍ୟତା ଅନୁସାରେ, Sakshi Ganapati ଆମର Srisailam darshan କୁ ସାକ୍ଷୀ ଭାବେ ଲେଖି ରଖନ୍ତି। ସେଥିପାଇଁ ଏହି darshan ବହୁତ special ଅନୁଭବ ଥିଲା। ❤️
ଏହି video ରେ travel, nature, spirituality ଓ personal bhakti moment — ସବୁ ଏକ ସାଥିରେ ଦେଖିବେ।
🔔 Like, Share & Subscribe କରନ୍ତୁ Beyond Biswa channel କୁ ଅଧିକ travel ଓ devotional vlog ପାଇଁ।
#srisailam #odia #odiavlog #odiainhyd #vlog #jyotirling #odisha #andhrapradesh #telengana #krishnariver #odishanews #beyondbiswa #spiritualjourney #roadtrip
Повторяем попытку...
Доступные форматы для скачивания:
Скачать видео
-
Информация по загрузке: