ycliper

Популярное

Музыка Кино и Анимация Автомобили Животные Спорт Путешествия Игры Юмор

Интересные видео

2025 Сериалы Трейлеры Новости Как сделать Видеоуроки Diy своими руками

Топ запросов

смотреть а4 schoolboy runaway турецкий сериал смотреть мультфильмы эдисон
Скачать

କାହିଁକି ପ୍ରତିଦିନ ଶ୍ରୀମନ୍ଦିରରେ ବଦଳାଯାଏ ବାନା? ଜାଣନ୍ତୁ ଏହି ଅଲୌକିକ ରହସ୍ୟ। Jay Jagannath TV

Автор: JAY JAGANNATH TV

Загружено: 2026-03-16

Просмотров: 840

Описание: ୧. ପତିତପାବନ ବାନାର ସଙ୍କେତ:
ଶ୍ରୀଜଗନ୍ନାଥ ହେଉଛନ୍ତି 'ପତିତପାବନ', ଅର୍ଥାତ୍ ଅଧମ ଓ ପତିତ ମାନଙ୍କୁ ଉଦ୍ଧାରକାରୀ। ଯେଉଁମାନେ ମନ୍ଦିର ଭିତରକୁ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିପାରନ୍ତି ନାହିଁ, ସେମାନେ ଦୂରରୁ ଏହି ବାନା ଦର୍ଶନ କଲେ ମହାପ୍ରଭୁଙ୍କ ଦର୍ଶନର ପୁଣ୍ୟ ଫଳ ପାଇଥାନ୍ତି ବୋଲି ବିଶ୍ୱାସ ରହିଛି।

୨. ପରମ୍ପରା ଓ ନୀତି:
ଶ୍ରୀମନ୍ଦିରର ଶତାବ୍ଦୀ ଶତାବ୍ଦୀ ଧରି ଚାଲିଆସୁଥିବା ପରମ୍ପରା ଅନୁସାରେ, ପ୍ରତିଦିନ ସନ୍ଧ୍ୟା ସମୟରେ 'ଚୂନରା' ସେବକମାନେ ନିଜ ଜୀବନକୁ ବାଜି ଲଗାଇ ୨୧୪ ଫୁଟ ଉଚ୍ଚ ମନ୍ଦିର ଶିଖରକୁ ଚଢ଼ି ପୁରୁଣା ବାନା ବାହାର କରି ନୂତନ ବାନା ବାନ୍ଧିଥାନ୍ତି। ଏହି ନୀତି କେବେ ବି ବନ୍ଦ ହୁଏ ନାହିଁ।

୩. ବିଶ୍ୱାସ ଓ ସୁରକ୍ଷା:
କୁହାଯାଏ ଯେ, ବାନା ବନ୍ଧା ହେବା ଦ୍ୱାରା ମହାପ୍ରଭୁଙ୍କ ଆଶୀର୍ବାଦ ସାରା ବିଶ୍ୱ ଉପରେ ରହିଥାଏ। ଏହି ବାନା ପବନର ବିପରୀତ ଦିଗରେ ଉଡ଼ିବା ଏକ ଅଲୌକିକ ରହସ୍ୟ, ଯାହା ଭକ୍ତଙ୍କ ମନରେ ପ୍ରଭୁଙ୍କ ଅସ୍ତିତ୍ୱ ପ୍ରତି ଗଭୀର ବିଶ୍ୱାସ ଜନ୍ମାଇଥାଏ।

୪. ଭକ୍ତର ମାନସିକ ପୂରଣ:
ଅନେକ ଭକ୍ତ ନିଜର ମନସ୍କାମନା ପୂରଣ ପାଇଁ ବାନା ଲାଗିର ମାନସିକ କରିଥାନ୍ତି। ପ୍ରତିଦିନ ନୂଆ ବାନା ଲାଗି ହେବା ଦ୍ୱାରା ଅଗଣିତ ଭକ୍ତଙ୍କ ଶ୍ରଦ୍ଧା ଓ ବିଶ୍ୱାସ ସଫଳ ହୋଇଥାଏ।

"ଜୟ ଜଗନ୍ନାଥ ଟିଭି" ହେଉଛି ପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ସମର୍ପିତ ଆଧ୍ୟାତ୍ମିକ ୨୪ ଘଣ୍ଟିଆ ସାଟେଲାଇଟ୍ ଚାନେଲ୍, ଯେଉଁଠାରେ ଘରେ ବସି ପ୍ରତିଦିନ ସିଧା ପ୍ରସାରଣରେ ଦେଖିପାରିବେ ପୁରୀ ଶ୍ରୀମନ୍ଦିରର ସମସ୍ତ ଲୀଳା ଓ ଦିବ୍ୟ ନୀତିମାନ :
🔹ଦ୍ୱାରଫିଟା ନୀତି
🔹 ପତିତପାବନ ମଙ୍ଗଳ ଆଳତୀ
🔹 ପତାକା ଲାଗି ଦର୍ଶନ
🔹 ସନ୍ଧ୍ୟା ଆଳତୀ
🔹 ଶ୍ରୀମନ୍ଦିର ପହୁଡ଼ ନୀତି
🔹 ବର୍ଷ ତମାମ ହେଉଥିବା ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ବିଭିନ୍ନ ଯାତ୍ରା ଓ ଉତ୍ସବ

ଏହି ଚ୍ୟାନେଲରେ କୌଣସି ବିଜ୍ଞାପନ ନାହିଁ, ତେଣୁ ଶୁଦ୍ଧ ଆଧ୍ୟାତ୍ମିକତାର ସହିତ ଦର୍ଶନ କରନ୍ତୁ ଓ ଶ୍ରୀଜୀଉଙ୍କ ଦିବ୍ୟତାକୁ ଅନୁଭବ କରନ୍ତୁ । ଘରେ ବସି ପାଆନ୍ତୁ — ପୁରୀ ଶ୍ରୀମନ୍ଦିରର ପବିତ୍ର ପରିବେଶ 🙏

📺 "ଜୟ ଜଗନ୍ନାଥ ଟିଭି" ସିଦ୍ଧାର୍ଥ ଟେଲିଭିଜନ୍ ନେଟୱର୍କର ଚତୁର୍ଥ ଚାନେଲ | ଓଡ଼ିଆ ଲୋକଙ୍କ ପାଇଁ ଗର୍ବର ବିଷୟ!

📡 Watch “JAY JAGANNATH TV” on DTH:
==================================
Tataplay – Channel 1799
Dish TV – Channel 1397
Airtel Digital – Channel 615
Videocon D2H – Channel 1397
Sun Direct – Channel 490
=====================================
Also available on all cable networks across Odisha.

📞 Contact : 6372804618 if could not watch our channel

🌐 Follow us on social media for daily LIVE updates and darshan :
=========================================
Facebook:   / jayjagannathtv  
Instagram:   / jayjagannathtv  
YouTube:    / @jayjagannathtvofficial  
Twitter: https://x.com/JayjagannathtvX
=========================================
#JayJagannathTV #NamitaAgrawal #SidharthTV #SitaramAgrawal #JagannathLive #LiveFromPuri #shreemandir #srimandir #shreemandira #JagannathRathJatra #JagannathRathYatra #PuriRathYatra #jayjagannathswami #dwarafitaniti #mangalaalati #dhupaalati #patakalagidarshan #sandhyaalati #bhaktankaanubhuti #jagannathlivedarshan #পুরিজগন্নাথ #जगन्नाथ #पुरीजगन्नाथ #जगन्नाथधाम #జగన్నాథ్ #జగన్నాథపురి #ରଥଯାତ୍ରା #ଶ୍ରୀକ୍ଷେତ୍ରପୁରୀ #ପ୍ରଭୁଜଗନ୍ନାଥ #ଶ୍ରୀଜଗନ୍ନାଥ #যায়জগন্নাথ #জগন্নাথপুরি #जगन्नाथपुरी #जगन्नाथधाम

Не удается загрузить Youtube-плеер. Проверьте блокировку Youtube в вашей сети.
Повторяем попытку...
କାହିଁକି ପ୍ରତିଦିନ ଶ୍ରୀମନ୍ଦିରରେ ବଦଳାଯାଏ ବାନା? ଜାଣନ୍ତୁ ଏହି ଅଲୌକିକ ରହସ୍ୟ। Jay Jagannath TV

Поделиться в:

Доступные форматы для скачивания:

Скачать видео

  • Информация по загрузке:

Скачать аудио

Похожие видео

ମଙ୍ଗଳ ଆଳତୀ ଦର୍ଶନ (18-Mar) | Today's Live Mangala Alati - Puri Jagannath Temple | Jay Jagannath Tv

ମଙ୍ଗଳ ଆଳତୀ ଦର୍ଶନ (18-Mar) | Today's Live Mangala Alati - Puri Jagannath Temple | Jay Jagannath Tv

ସ୍ୱାମୀଙ୍କ ଲିଭରନଷ୍ଟ,ଡାକ୍ତର କହିଲେ ଟ୍ରାନ୍ସପ୍ଲାଣ୍ଟହେବ! 😭 ଶେଷମୁହୂର୍ତ୍ତରେ କାଳିଆକଲା ଅଲୌକିକଚମତ୍କାର 🙏 | JJ TV

ସ୍ୱାମୀଙ୍କ ଲିଭରନଷ୍ଟ,ଡାକ୍ତର କହିଲେ ଟ୍ରାନ୍ସପ୍ଲାଣ୍ଟହେବ! 😭 ଶେଷମୁହୂର୍ତ୍ତରେ କାଳିଆକଲା ଅଲୌକିକଚମତ୍କାର 🙏 | JJ TV

Ваши ногти предупреждают о болезнях — 99% людей это игнорируют

Ваши ногти предупреждают о болезнях — 99% людей это игнорируют

ମଣିଷ ଅଳ୍ପ ବୟସରେ ମରେ କାହିଁକି ! | ଶ୍ରୀମଦ୍ ଭାଗବତ ପାରାୟଣ ଓ ପ୍ରବଚନ | ପ୍ରବକ୍ତା-ସତ୍ୟାନନ୍ଦ ଦାସ

ମଣିଷ ଅଳ୍ପ ବୟସରେ ମରେ କାହିଁକି ! | ଶ୍ରୀମଦ୍ ଭାଗବତ ପାରାୟଣ ଓ ପ୍ରବଚନ | ପ୍ରବକ୍ତା-ସତ୍ୟାନନ୍ଦ ଦାସ

Ajira Rasi Phala - 18 Mar 2026 | ଆଜିର ଭାଗ୍ୟ କେମିତି ରହିବ ? | Today's Horoscope | Sidharth Utsav

Ajira Rasi Phala - 18 Mar 2026 | ଆଜିର ଭାଗ୍ୟ କେମିତି ରହିବ ? | Today's Horoscope | Sidharth Utsav

ଆଜି (18-Mar) ଦ୍ୱାରଫିଟା ନୀତି ପ୍ରାତଃ ୫ଟା ୩୨ ମିନିଟ୍ ରେ ସମ୍ପନ୍ନ | Today's Dwaraphita | Jay Jagannath Tv

ଆଜି (18-Mar) ଦ୍ୱାରଫିଟା ନୀତି ପ୍ରାତଃ ୫ଟା ୩୨ ମିନିଟ୍ ରେ ସମ୍ପନ୍ନ | Today's Dwaraphita | Jay Jagannath Tv

Does Malika Bachan Predict 2026 as a Year of Destruction? Expert Analysis | OTV Podcast

Does Malika Bachan Predict 2026 as a Year of Destruction? Expert Analysis | OTV Podcast

ЖИВОТ НЕ УЙДЕТ, пока не сделаете ЭТО! Как ВЫЖЕЧЬ Висцеральный ЖИР за 7 шагов

ЖИВОТ НЕ УЙДЕТ, пока не сделаете ЭТО! Как ВЫЖЕЧЬ Висцеральный ЖИР за 7 шагов

BHAGYA BHABISHYA | 18th March 2026 |Ajira Rashifala | Aries To Pisces| Tarot Card |Today's Horoscope

BHAGYA BHABISHYA | 18th March 2026 |Ajira Rashifala | Aries To Pisces| Tarot Card |Today's Horoscope

ଗୁପ୍ତ ରେ ଚାଲିଲା ସୁଟିଂ | Sabari Maa In Front Of Camera Part 03 | Malika Bachana | @SatyaBhanja

ଗୁପ୍ତ ରେ ଚାଲିଲା ସୁଟିଂ | Sabari Maa In Front Of Camera Part 03 | Malika Bachana | @SatyaBhanja

ଟ୍ରମ୍ପଙ୍କ ହାତ ଛାଡ଼ିଲା ୟୁରୋପୀୟ ୟୁନିଅନ // ଡାକ ବିଭାଗର ନୂଆ ପଦକ୍ଷେପ

ଟ୍ରମ୍ପଙ୍କ ହାତ ଛାଡ଼ିଲା ୟୁରୋପୀୟ ୟୁନିଅନ // ଡାକ ବିଭାଗର ନୂଆ ପଦକ୍ଷେପ

Jay Tu Mangala Maa | ନମିତା ଅଗ୍ରୱାଲଙ୍କ ଶ୍ରେଷ୍ଠ ମଙ୍ଗଳା ଭଜନ | ଜୟ ତୁ ମଙ୍ଗଳା ମା ଗୋ | Namita Agrawal

Jay Tu Mangala Maa | ନମିତା ଅଗ୍ରୱାଲଙ୍କ ଶ୍ରେଷ୍ଠ ମଙ୍ଗଳା ଭଜନ | ଜୟ ତୁ ମଙ୍ଗଳା ମା ଗୋ | Namita Agrawal

ТВОЁ ТЕЛО УМЕЕТ ИСЦЕЛЯТЬ СЕБЯ САМО. Алхимия ДНК и Ключи к Вечной Молодости

ТВОЁ ТЕЛО УМЕЕТ ИСЦЕЛЯТЬ СЕБЯ САМО. Алхимия ДНК и Ключи к Вечной Молодости

ସନ୍ଧ୍ୟା ସମୟରେ କଣ କଲେ ଘର ସୁନା ହେଇଯିବ l ଶ୍ରୀମଦ୍ ଭାଗବତ ପାରାୟଣ ଓ ପ୍ରବଚନ | ପ୍ରବକ୍ତା-ସତ୍ୟାନନ୍ଦ ଦାସ

ସନ୍ଧ୍ୟା ସମୟରେ କଣ କଲେ ଘର ସୁନା ହେଇଯିବ l ଶ୍ରୀମଦ୍ ଭାଗବତ ପାରାୟଣ ଓ ପ୍ରବଚନ | ପ୍ରବକ୍ତା-ସତ୍ୟାନନ୍ଦ ଦାସ

ନମିତା ଅଗ୍ରୱାଲଙ୍କ କଣ୍ଠରେ ଓଡ଼ିଆ ଭାଗବତ ଚତୁର୍ଥ ସ୍କନ୍ଧର ୨୮ ଅଧ୍ୟାୟ | Jay Jagannath TV

ନମିତା ଅଗ୍ରୱାଲଙ୍କ କଣ୍ଠରେ ଓଡ଼ିଆ ଭାଗବତ ଚତୁର୍ଥ ସ୍କନ୍ଧର ୨୮ ଅଧ୍ୟାୟ | Jay Jagannath TV

ଛାତିରେ ଅସହ୍ୟ ଯନ୍ତ୍ରଣା,ମିଳିଲାନି ବେଡ୍‌! 😭 ଡାକ୍ତର ଫେରାଇ ଦେବା ପରେ କାଳିଆ କଲା ଚମତ୍କାର 🙏 | Jay Jagannath TV

ଛାତିରେ ଅସହ୍ୟ ଯନ୍ତ୍ରଣା,ମିଳିଲାନି ବେଡ୍‌! 😭 ଡାକ୍ତର ଫେରାଇ ଦେବା ପରେ କାଳିଆ କଲା ଚମତ୍କାର 🙏 | Jay Jagannath TV

ଦାରୁ ଖୋଜାଠୁ ନବକଳେବର, ବାଡ଼ଗ୍ରାହୀ ଖୋଲିଲେ ସବୁ ରହସ୍ୟ.. | News7 Podcast With Ramchandra Das Mohapatra

ଦାରୁ ଖୋଜାଠୁ ନବକଳେବର, ବାଡ଼ଗ୍ରାହୀ ଖୋଲିଲେ ସବୁ ରହସ୍ୟ.. | News7 Podcast With Ramchandra Das Mohapatra

Best Of ISKCON Kirtan | Hare Krishna Hare Rama | Deep Meditation & Inner Peace | Krishna Bhajan 2026

Best Of ISKCON Kirtan | Hare Krishna Hare Rama | Deep Meditation & Inner Peace | Krishna Bhajan 2026

ଯୁଦ୍ଧ ସମୟରେ ଶବରୀ ମା ଙ୍କ ଚାଞ୍ଚଲ୍ୟକର ବୟାନ | Malika Bachana| @SatyaBhanja

© 2025 ycliper. Все права защищены.

  • Контакты
  • О нас
  • Политика конфиденциальности

Контакты для правообладателей: [email protected]