ଆଳୁ ଚାଷ ବୈଜ୍ଞାନିକ ପଦ୍ଧତିରେ POTATO CULTIVATION
Автор: KRUSHI SAMPADA
Загружено: 2020-12-25
Просмотров: 97358
Описание:
Hi
Arabinda Sahoo Agriculturist
krushi sampada
ଆଳୁ ଚାଷ ଏକ ଲାଭ ଜନକ ଚାଷ।ଏହା ସାଧାରଣତଃ October ରୁ November ମାସରେ ଚାଷ କରାଯାଏ।ଆଳୁ 80-120 ଦନରେ ଅମଳ ହୋଇଥାଏ।ଏହାର ବିଭିନ୍ନ କିସମ ମଧ୍ୟରେ ସଅଳ କିସମ କୁଫ୍ରି ଅଶୋକ, କୁଫ୍ରି ଚନ୍ଦ୍ରମୁଖୀ,କୁଫ୍ରି ଜଭାର ମାଧ୍ୟମ କିସମ ମଧ୍ୟରେ କୁଫ୍ରି ସୂର୍ଯ୍ୟ, କୁଫ୍ରି ଜ୍ୟୋତି,କୁଫ୍ରି ଲଳିମା , ବିଳମ୍ବ କିସମ ମଧ୍ୟରେ କୁଫ୍ରି ସିନ୍ଦୁରି।ଏହାକୁ Mancozeb 75%WP lit ପ୍ରତି 3gm ହିସବାରେ ବିଶୋଧନ କରି କରନ୍ତୁ।ଲଗାଇବା ପୂର୍ବରୁ Chloropyriphos ଏକର ପ୍ରତି 10kg ଓ Bleaching powder 5kg ପ୍ରୟୋଗ କରନ୍ତୁ।ସାର ହିସବାରେ DAP 50Kg ୟୁରିଆ 30kg ଓ potash36kg ଏକର ପ୍ରତି ପ୍ରୟୋଗ କରନ୍ତୁ। ମିଳିତ ଅନୁସର planted ଏକର ପ୍ରତି 10kg ପ୍ରୟୋଗ କରନ୍ତୁ।20-25 ଦିନ ବେଳକୁ ୟୁରିଆ 25kg ଓ ଜୈବିକ ସାର BIOZYME 12kg ପ୍ରୟୋଗ କରନ୍ତୁ।45ଦିନ ବେଳକୁ ୟୁରିଆ45kg ଓ potash 30kg ପ୍ରୟୋଗ କରନ୍ତୁ ।ହର୍ମୋନ Paclobutrazole 23℅SC ଏକର ପ୍ରତି 70-75ml ଅପରାହ୍ନରେ ଫସଲର 75-85 ଦିନରେ ସ୍ପ୍ରେ କରନ୍ତୁ।ସଅଳ କିସମର ପ୍ରୟୋଗ କରନ୍ତୁ ନାହିଁ।ଏକର ପ୍ରତି 30-40ହଜାର ଟଙ୍କା ଲାଭ ହୋଇଥାଏ।
Thank you
KRUSHI SAMPADA
WATCH NEXT :
ଗୋ ଅର୍କ
• Видео
ବାଇଗଣ ଫଳବିନ୍ଧା ଓ କାଣ୍ଡ ବିନ୍ଧା
• FRUIT AND SHOOT BORER MANAGEMENT OF BRINJA...
ବଉଳ ଫୁଲ ଓ କଷି ଝଡ଼ିବା
• STOP FLOWER AND FRUIT DROP OF MANGO ଆମ୍ବ ବ...
ଫୁଲକୋବି ପୋକ ନିୟନ୍ତ୍ରଣ
• କୋବି ଫସଲର ପୋକ ନିୟନ୍ତ୍ରଣ Pest Management...
#potatocultivatio #fertilizerpotato #potato #krushisampada #odia
Повторяем попытку...
Доступные форматы для скачивания:
Скачать видео
-
Информация по загрузке: