🛑 LIVE || ସାବଧାନ🛑 ଟାର୍ଗେଟ ରେ ଟୁରିଷ୍ଟ ! ପର୍ଯ୍ୟଟକ ଏବେ ଅସୁରକ୍ଷିତ!
Автор: NURUL ISLAM. ODISHA
Загружено: 2026-01-03
Просмотров: 1094
Описание:
LIVE 🛑 Important Information for Odisha Tourists || ସାବଧାନ! ବଣଭୋଜି ସ୍ଥଳୀରେ ଚାଲିଛି ଭୟଙ୍କର ସ୍କାମ୍। ପର୍ଯ୍ୟଟକ ଏବେ ଅସୁରକ୍ଷିତ!
#awarenessvideos #touristplace #touristspot
ନମସ୍କାର, ମୁଁ Nurul Islam. ଆଜିର ଏହି ଭିଡିଓ ଜରିଆରେ, ଓଡ଼ିଶାର ପ୍ରତ୍ୟେକ ପର୍ଯ୍ୟଟକ ଏବଂ ସଚେତନ ନାଗରିକଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେବାର ପ୍ରୟାସ କରିଛି |
ଓଡ଼ିଶାର ସୁନ୍ଦର ଜଙ୍ଗଲ ଏବଂ ପାହାଡ଼ିଆ ଅଞ୍ଚଳରେ ପିକନିକ ଋତୁର ସୁଯୋଗ ନେଇ କିଛି ଲାଭଖୋର ବ୍ୟବସାୟୀ ପର୍ଯ୍ୟଟକଙ୍କୁ ଲୁଟୁ ଥିବାର ଅଭିଯୋଗ ହୋଇ ଆସୁଛି ! ଜଙ୍ଗଲ ଜମିରେ ବେଆଇନ ଟେଣ୍ଟ ଲଗାଇ ତାକୁ 'Luxury Resort' ର ନାଁ ଦେଇ ହଜାର ହଜାର ଟଙ୍କା ଠକେଇ କରାଯାଉଛି ! କିନ୍ତୁ ପ୍ରଶ୍ନ ଉଠୁଛି—ଏହି ବେଆଇନ କାମ ପାଇଁ ଅନୁମତି ଦେଲା କିଏ?
ମୋର ଅନୁରୋଧ, ଓଡ଼ିଶାର ସମ୍ମାନ ଏବଂ ପର୍ଯ୍ୟଟନକୁ ବଞ୍ଚାଇବା ପାଇଁ ଏହି ଭିଡିଓକୁ ଅଧିକରୁ ଅଧିକ ଶେୟାର କରନ୍ତୁ ଯେମିତି ଏହା ସରକାର ଏବଂ ଉଚ୍ଚ ପଦସ୍ଥ ଅଧିକାରୀଙ୍କ ପାଖରେ ପହଞ୍ଚିବ।
Topics Covered:
*Odisha Tourism
*Resorts in Forest Land
*Tourist Safety Issues in Odisha
*Tourism development
*Rural Odisha Tourism Problems
#OdishaTourism #JusticeForTourists #OdishaForest #NurulIslam #EcoTourism #OdishaNews
Join this channel to get access to perks:
/ @nio.odisha
This channel seeks to connect the entire Odia community throughout
the globe in a single platform.
Odisha's Best Political YouTube Channel.
Odisha's Fastest Growing Political YouTube Channel.
Odisha's Fast Ever Only Political YouTube Channel.
Odisha's Most Popular Political YouTube Channel.
Which is the largest industrial area in Odisha?
Повторяем попытку...
Доступные форматы для скачивания:
Скачать видео
-
Информация по загрузке: