ycliper

Популярное

Музыка Кино и Анимация Автомобили Животные Спорт Путешествия Игры Юмор

Интересные видео

2025 Сериалы Трейлеры Новости Как сделать Видеоуроки Diy своими руками

Топ запросов

смотреть а4 schoolboy runaway турецкий сериал смотреть мультфильмы эдисон
Скачать

ହାର୍ଟ ସମସ୍ୟାରେ ପେସ୍‌ମେକର କେତେବେଳେ ଜରୁରୀ? | What is Pacemaker? in Odia | Dr Milan Kumar Ghadei

Pacemaker

Heart pacemaker

Pacemaker implantation

Cardiac pacemaker

Heart rhythm device

Arrhythmia treatment

Bradycardia treatment

Heart health device

Heart rate regulation

Cardiology device

Health

Fitness

Health care

Doctor tips

Health And Fitness

health video in odia

ସ୍ୱାସ୍ଥ୍ୟ ପ୍ଲସ୍

General Disease

odia health video

odisha

Odia Health Tips

Treatment in Odia

Автор: Swasthya Plus Odia

Загружено: 2025-09-30

Просмотров: 723

Описание: ହାର୍ଟ ଜନିତ ସମସ୍ୟା ଯେପରିକି ଆରିଥ୍‌ମିଆ, ଏହା ଏପରି ଏକ ସମସ୍ୟା ଯାହାଦ୍ୱାରା ଅସ୍ୱାଭାବିକ ହୃଦସ୍ପନ୍ଦନ ସୃଷ୍ଟି ହୋଇଥାଏ। ହାର୍ଟବିଟ୍‌କୁ ନିୟନ୍ତ୍ରଣ କରୁଥିବା ଶକ୍ତି ଠିକ୍ ଭାବେ କାମ କରେ ନାହିଁ ଓ ହୃଦସ୍ପନ୍ଦନ ଖୁବ୍ ଦ୍ରୁତ କିମ୍ବା ଖୁବ୍ ଧୀର ହୋଇଥାଏ। ଫଳରେ ବ୍ୟକ୍ତିଙ୍କୁ ଅସହଜ ମନେ ହୁଏ ବା ଚେତାଶୂନ୍ୟ ହୋଇଯାଆନ୍ତି। ଏଭଳି କ୍ଷେତ୍ରରେ ହୃଦ୍‌ସ୍ପନ୍ଦନକୁ ସଠିକ ଭାବେ ଚାଲିବା ପାଇଁ ପେସ୍‌ମେକର ଲଗାଯାଇଥାଏ। ଏହା କ’ଣ ଓ ଏହା କେମିତି କାମ କରିଥାଏ? ଆସନ୍ତୁ ଜାଣିବା ହୃଦ୍‌ରୋଗ ବିଶେଷଜ୍ଞ ଡାକ୍ତର ମିଲନ କୁମାର ଘଢେଇଙ୍କଠାରୁ, ଏହି ଭିଡିଓରେ।

ଏହି ଭିଡିଓରେ ରହିଛି,

ପେସ୍‌ମେକର କ’ଣ? (0:00)
କେଉଁ ପରିସ୍ଥିତିରେ ପେସ୍‌ମେକର ଲଗାଯାଏ? (4:37)
କେମିତି ଲଗାଯାଏ ପେସ୍‌ମେକର? (6:05)
ପେସ୍‌ମେକର ଲାଗିବା ପରେ ଜୀବନଶୈଳୀ କେମିତି ହେବା ଦରକାର? (8:03)

A pacemaker is a small medical device implanted under the skin to help regulate abnormal heart rhythms. It sends gentle electrical impulses to stimulate the heart when it beats too slowly or irregularly, ensuring a steady and effective heartbeat. When do doctors recommend a Pacemaker? Let's learn more from Dr Milan Kumar Ghadei, an Interventional Cardiologist.

In this Video,

What is Pacemaker? in Odia (0:00)
When do doctors recommend a Pacemaker? in Odia (4:37)
What is the procedure for implanting a Pacemaker? in Odia (6:05)
What lifestyle precautions are needed after Pacemaker implantation? in Odia (8:03)

#Pacemaker #HeartCare #OdiaHealthTips

Subscribe Now & Live a Healthy Life!

ସ୍ଵାସ୍ଥ୍ୟ ପ୍ଲସ୍‌ ନେଟ୍‌ୱର୍କ କୌଣସି ଚିକିତ୍ସା ଉପଦେଶ ଦେଉନାହିଁ। ସ୍ଵାସ୍ଥ୍ୟ ପ୍ଲସ୍‌ ନେଟୱର୍କରେ ଦେଖୁଥିବା ବିଭିନ୍ନ ଭିଡିଓ/ ବିଷୟବସ୍ତୁ କେବଳ ସୂଚନା ପ୍ରଦାନ କରିବା ଉଦ୍ଦେଶ୍ୟରେ ରହିଛି। ଡାକ୍ତର କିମ୍ବା ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କର ରୋଗ ନିର୍ଣ୍ଣୟର ଏହା ବିକଳ୍ପ ସମାଧାନ ନୁହେଁ। ନିଜର ସ୍ୱାସ୍ଥ୍ୟ ସମସ୍ୟା ପାଇଁ ସବୁବେଳେ ଜଣେ ଡାକ୍ତର କିମ୍ବା ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ।

Swasthya Plus Network does not provide medical advice. Content on Swasthya Plus Network is for informational purposes only, and is not a substitute for the professional judgment of a doctor/health professional. Always seek the advice of a qualified health professional for your health concerns.

ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଯୋଡ଼ି ହେବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ୍ (   / swasthyaplus  ) ସବ୍‌ସ୍କ୍ରାଇବ୍ କରନ୍ତୁ। ନୂଆ ଭିଡିଓ ସଂପର୍କରେ ନୋଟିଫିକେସନ୍ ପାଇବା ପାଇଁ ବେଲ୍ ଆଇକନକୁ ଦବାନ୍ତୁ।

ଓଡ଼ିଶାର ପ୍ରଥମ ସ୍ଵାସ୍ଥ୍ୟ ପୋର୍ଟାଲ https://www.swasthya.plus ଲେଖା ଓ ଭିଡିଓ ମାଧ୍ୟମରେ ସ୍ୱାସ୍ଥ୍ୟ ସଚେତନତା ସମ୍ପର୍କରେ ବିଭିନ୍ନ ବିଷୟ ଉପସ୍ଥାପନ କରୁଛି। କାରଣ ସ୍ୱାସ୍ଥ୍ୟ ହିଁ ସବୁକିଛି!

For requesting contact details of doctors - please message Swasthya Plus on Facebook:   / swasthyaplusodia  .

For feedback and business inquiries, contact Swasthya Plus Odia at [email protected]

Swasthya Plus Odia, Odisha's leading destination for Health Tips in Odia language on health, hygiene, nutrition, lifestyle, and more!

Не удается загрузить Youtube-плеер. Проверьте блокировку Youtube в вашей сети.
Повторяем попытку...
ହାର୍ଟ ସମସ୍ୟାରେ ପେସ୍‌ମେକର କେତେବେଳେ ଜରୁରୀ? | What is Pacemaker? in Odia | Dr Milan Kumar Ghadei

Поделиться в:

Доступные форматы для скачивания:

Скачать видео

  • Информация по загрузке:

Скачать аудио

Похожие видео

© 2025 ycliper. Все права защищены.



  • Контакты
  • О нас
  • Политика конфиденциальности



Контакты для правообладателей: [email protected]