ଏମାନେ କରିବେ କ୍ରସ ଭୋଟିଂ ! Rajya Sabha Election |BJD vs BJP |Congress Candidate |Odisha Politics |N18G
Автор: News18 Odia
Загружено: 2026-03-02
Просмотров: 4484
Описание:
ରାଜ୍ୟସଭାରେ କାହାକୁ ଦେବେ ଭୋଟ
ଶୋଫିଆ ଫିର୍ଦସ, ଅରବିନ୍ଦ ମହାପାତ୍ର, ସୋନା ମହାକୁଡ଼,ସୌଭିକ ବିଶ୍ଵାଳ ଏବଂ ଦେବୀ ରଞ୍ଜନ ତ୍ରିପାଠୀ
() ରାଜ୍ୟ ନିର୍ବାଚନ ଭିତରେ ସବୁଠୁ ବଡ଼ ଚର୍ଚ୍ଚା କିଛି ବିଧାୟକ ଏବଂ ବିଧାୟିକାଙ୍କୁ ନେଇ। ବିଶେଷକରି ବିଜେଡିରୁ ନିଲମ୍ବିତ ବିଧାୟକ ଅରବିନ୍ଦ ମହାପାତ୍ର ଏବଂ ସୋନା ମହାକୁଡ଼ କାହାକୁ ଭୋଟ। ବିଜେଡି ପ୍ରାର୍ଥୀଙ୍କୁ ଭୋଟ ଦେବେ ନା କ୍ରୋସ ଭୋଟିଂ କରିବେ। ସେହିପରି କଂଗ୍ରେସ ବିଧାୟିକା ଶୋଫିଆ ଫିର୍ଦସ କାହାକୁ ଦେବେ ଭୋଟ। ମହମ୍ମଦ ମୋକିମ କଂଗ୍ରେସରୁ ବହିଷ୍କୃତ ହେବା ପରେ ଏବେ ଶୋଫିଆ ଦଳରୁ ଦୂରତା ଆମ୍ବଲମ୍ବନ କରୁଛନ୍ତି। ସେହିପରି ବିଜେଡିରୁ ବହିଷ୍କୃତ ଦୁଇ ବରିଷ୍ଠ ନେତା ପ୍ରଭାତ ତ୍ରିପାଠୀ ଏବଂ ପ୍ରଭାତ ବିଶ୍ଵାଳ ଦୁଇ ଏବେ ବିଜେଡିର ବିଧାୟକ ସୌଭିକ ବିଶ୍ଵାଳ ଏବଂ ଦେବୀ ରଞ୍ଜନ ତ୍ରିପାଠୀ। ଦେବୀ ଏଵଂ ସୌଭିକ କାହାକୁ ଦେବେ ଭୋଟ ତାଙ୍କ ଉପରେ ସମସ୍ତଙ୍କ ନଜର।
The biggest discussion in the state elections is about some MLAs and legislators. In particular, the suspended BJD MLAs Arbind Mahapatra and Sona Mahakud – who will they vote for? Will they vote for BJD candidates or do cross-voting? Likewise, which candidate will Congress legislator Sophia Firdous vote for? After Mohammad Mokim was expelled from Congress, Sophia is keeping distance from the party. Similarly, the two senior leaders expelled from BJD, Prabhat Tripathy and Prabhat Bishwal, and now the BJD MLAs Saubhik Bishwal and Devi Ranjan Tripathy – everyone is watching whom Devi and Saubhik will vote for.
#odishapolitics #CrossVoting #BJDCandidate #CongressCandidate #ArbindMahapatra #SonaMahakud #SophiaFirdous #PrabhatTripathy #PrabhatBishwal #SaubhikBishwal #DeviRanjanTripathy #ElectionUpdate #PoliticalNews #BreakingNews #news18odia #OdiaNews #odishanews #oriyanews
Welcome to News18 Odia, your go-to destination for the latest news and updates from across India and beyond. As one of Odisha's premier news channels, we strive to keep you informed with live coverage and breaking news as it happens.
News18 ଓଡ଼ିଆ ହେଉଛି ଓଡି଼ଶାର ଅଗ୍ରଣୀ ନ୍ୟୁଜ ଚ୍ୟାନେଲ ଭିତରୁ ଗୋଟିଏ । ଓଡି଼ଶାର ସବୁ ଗୁରୁତ୍ବପୂର୍ଣ୍ଣ ଖବର ଆପଣ ଏହି ଚ୍ୟାନେଲ ମାଧ୍ୟମରେ ପାଇପାରିବେ ।
Download our News18 Mobile App - https://onelink.to/desc-youtube
Please visit our website https://bit.ly/2YaikeJ for the latest opinions and detailed news coverage.
Follow us on
Facebook: / news18odia
Twitter: https://twitter.com/news18odia?lang=en
Website: https://bit.ly/2YaikeJ
Subscribe to our channel to get the latest news and updates https://tinyurl.com/y46bt2fm
ID_OD_KU
Повторяем попытку...
Доступные форматы для скачивания:
Скачать видео
-
Информация по загрузке: