ପଦାରେ ପଡିଲା ଭାରତର ଦୋଷବାଜି ମାରିନେବ କି ପାକିସ୍ତାନ ?
Автор: Odisha Connect
Загружено: 2026-02-19
Просмотров: 154
Описание: ଟି-୨୦ ବିଶ୍ବକପ୍ରେ ଦମଦାର ପ୍ରଦର୍ଶନ ଜାରି ରଖିଛି ଟିମ୍ ଇଣ୍ଡିଆ । ଲିଗ୍ ପର୍ଯ୍ୟାୟର ଚାରିଟିରୁ ଚାରିଟି ମ୍ୟାଚ୍ ଜିତି ଭାରତୀୟ କ୍ରିକେଟ୍ ଦଳ ସୁପର-୮ ପର୍ଯ୍ୟାୟକୁ ଅପରାଜେୟ ଭାବେ ଯାଇଛି।ଗତ ଚାରିଟି ଯାକ ମ୍ୟାଚ୍ରେ ଫଳାଫଳ ଭାରତ ସପକ୍ଷରେ ଯାଇଥିଲେ ମଧ୍ୟ ଅନେକ କ୍ଷେତ୍ରରେ ସୂର୍ଯ୍ୟକୁମାର ସେନାଙ୍କ ଦୋଷ ଦୁର୍ବଳତା ଏବେ ପଦାରେ ପଡ଼ିଛି। ଯୁବ ଓପନର୍ ଅଭିଷେକ ଶର୍ମାଙ୍କ ଲଗାତାର ବିଫଳତା ଦଳ ପାଇଁ ସବୁଠୁ ବଡ଼ ଚିନ୍ତାର କାରଣ ହୋଇଛି। ବିଶ୍ବମାନ୍ୟତାର ପ୍ରଥମ ସ୍ଥାନରେ ଥିବା ଅଭିଷେକ ଆଶ୍ଚର୍ଯ୍ୟଜନକ ଭାବେ ଲଗାତାର ତିନିଟି ମ୍ୟାଚ୍ରେ ଖାତା ଖୋଲିପାରି ନାହାନ୍ତି । ଲଗାତର ୩ଟି ମ୍ୟାଚ୍ରେ ଶୂନରେ ଆଉଟ ହୋଇଛନ୍ତି ଅଭିଷେକ ଶର୍ମା ।#Odisha connect #t20worldcup #sports #cricketnews
Повторяем попытку...
Доступные форматы для скачивания:
Скачать видео
-
Информация по загрузке: