ycliper

Популярное

Музыка Кино и Анимация Автомобили Животные Спорт Путешествия Игры Юмор

Интересные видео

2025 Сериалы Трейлеры Новости Как сделать Видеоуроки Diy своими руками

Топ запросов

смотреть а4 schoolboy runaway турецкий сериал смотреть мультфильмы эдисон
Скачать

Patakalagi Darshan(18-Jan)ଆଜି ହଳଦିଆ ରଙ୍ଗର ପତାକାଲାଗି | Puri Jagannath Temple Divine Flag Change

Автор: JAY JAGANNATH TV

Загружено: 2026-01-18

Просмотров: 2128

Описание: ✨ ଆଜିର ପବିତ୍ର ଘଟଣା – ନୀଳଚକ୍ର ଉପରେ ହଳଦିଆ ରଙ୍ଗର ପତାକାଲାଗି ✨

📅 18-jan -2026– ପୁରୀ ଶ୍ରୀମନ୍ଦିରରେ ଶ୍ରୀଜଗନ୍ନାଥଙ୍କ ନୀଳଚକ୍ର ଉପରେ ପବିତ୍ର ହଳଦିଆ ରଙ୍ଗର ପତାକା ପରିବର୍ତ୍ତିତ ହେଲା।
🏛️ ଏହି ପତାକାଲାଗି ଭକ୍ତମାନଙ୍କୁ ଦେଇଥାଏ ଶାନ୍ତି ଓ ଆଶୀର୍ବାଦ

📺 ଘରେ ବସି LIVE ଦେଖନ୍ତୁ —
Jay Jagannath TV – ଆପଣଙ୍କ ଆଧ୍ୟାତ୍ମିକ ଯାତ୍ରାର ସାଥୀ
🙏 ଜୟ ଜଗନ୍ନାଥ

ନୀଳଚକ୍ର ଉପରେ ଉଡୁଥିବା ପତିତପାବନ ବାନା ବା ପତାକା ଗୋଟିଏ ଦିନରୁ ଅଧିକ ସମୟ ମନ୍ଦିରରେ ଉଡ଼େ ନାହିଁ । ବର୍ଷକ ବାର ମାସ ୩୬୫ ଦିନ ଖରା, ବର୍ଷା , ଶୀତ କୁ ଖାତିର ନ କରି ପ୍ରତିଦିନ ସନ୍ଧ୍ୟା ୫ ଟା ରେ ଚୁନରା ସେବକ ନୀଳଚକ୍ର ରେ ଧ୍ବଜା ବାନ୍ଧିବା ନିମନ୍ତେ ଶ୍ରୀମନ୍ଦିର ଚୁଡାକୁ ଆରୋହଣ କରିଥାନ୍ତି। ଏହି ସେବାକୁ ପତାକଲାଗି ସେବା କୁହାଯାଏ । ଶ୍ରୀମନ୍ଦିର ଭିତରେ ଏବଂ ସିଂହଦ୍ୱାର ସାମନାରେ ପ୍ରତ୍ୟେକ ଦିନ ହଜାର ହଜାର ଭକ୍ତଗଣ ଏହି ପତାକା ଲାଗି ଦର୍ଶନ କରି ଧନ୍ୟ ହୁଅନ୍ତି ।

ଚୁନରା ସେବକ ମାନେ ବେକରେ ନୂଆ ଧ୍ବଜା ବାନ୍ଧି ସେ ଶ୍ରୀମନ୍ଦିର ଆରୋହଣ କରିଥାନ୍ତି । ପ୍ରଥମେ ଅଁଳା ବେଢ଼ା ରେ ଥିବା ଧ୍ବଜା ମହାବୀର ଙ୍କୁ ଉପାସନା କରି ସେଠାରେ ଦୀପ ପ୍ରଜ୍ବଳନ କରି ସାରିବା ପରେ , ଅଁଳା ବେଢ଼ା ଉପରକୁ ଏକ ଲୁହା ସିକୁଳି ମାଧ୍ୟମରେ ଯାଇଥାନ୍ତି। ତତ୍ପରେ କଳସ ଉପରେ ଚଢ଼ି , ନୀଳଚକ୍ର ଶିଖରକୁ ଯାଇଥାନ୍ତି। । ସେଠାରେ ଥିବା ପୁରୁଣା ଧ୍ବଜା ପରିବର୍ତ୍ତନ କରି ନୂଆ ଧ୍ବଜା ଲାଗି କରିଥାନ୍ତି ଓ ଜଗତ ମଙ୍ଗଳ କାମନା କରିଥାନ୍ତି । ଏହି ବାନା ସାଧାରଣତଃ ଗାଢ଼ ନାଲି କିମ୍ବା ହଳଦିଆ ବର୍ଣ୍ଣ ଓ ବେଳେ ବେଳେ ଧଳା ରଙ୍ଗର ହୋଇଥାଏ । ଏହାର ମଧ୍ୟ ଭାଗରେ ଚନ୍ଦ୍ର ଓ ବିନ୍ଦୁ ଶ୍ୱେତ ରଙ୍ଗରେ ଅଙ୍କିତ ହୋଇଥାଏ ।

#patakalagidarshan #jayjagannathtv #SidharthTV #jayjagannathlive #jagannath #jagannatha #jagannathtemple #JagannathCulture #NamitaAgrawal #SitaramAgrawal #SidharthUtsav #SidharthGold #SidharthMusic #SidharthNetwork #TodayPatakalagi #dhwajaarohan #banabandha

"ଜୟ ଜଗନ୍ନାଥ ଟିଭି ଚାନେଲ" ପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ସମ୍ପୂର୍ଣ୍ଣ ସମର୍ପିତ ଓଡ଼ିଶାର ଏକମାତ୍ର ଆଧ୍ୟାତ୍ମିକ ସାଟେଲାଇଟ ଚାନେଲ I ଏହି ଚ୍ୟାନେଲରେ ଘରେ ବସି ପ୍ରତ୍ୟେକ ଦିନ ଜଗନ୍ନାଥ ଧାମ ପୁରୀରୁ LIVE ଦେଖନ୍ତୁ ଶ୍ରୀମନ୍ଦିର ଦ୍ୱାରଫିଟା ନୀତି,ଶ୍ରୀପତିତପାବନଙ୍କ ମଙ୍ଗଳ ଆଳତୀ, ପତାକାଲାଗି ଦର୍ଶନ,ସନ୍ଧ୍ୟା ଆଳତୀ ,ଶ୍ରୀମନ୍ଦିର ପହୁଡ଼ ନୀତି,ଶ୍ରୀକ୍ଷେତ୍ରରୁ ଭକ୍ତଙ୍କ ଅନୁଭୂତି ଏବଂ ବର୍ଷ ତମାମ ଅନୁଷ୍ଠିତ ହେଉଥିବା ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ବିଭିନ୍ନ ଯାତ୍ରା ଓ ଉତ୍ସବର ସିଧାପ୍ରସାରଣ I ଏହି ଚାନେଲରେ କୌଣସି ବିଜ୍ଞାପନ ଚାଲୁନାହିଁ, ତେଣୁ ଆପଣମାନେ ଶ୍ରୀଜୀଉଙ୍କ ଦର୍ଶନ ଏବଂ ସମସ୍ତ ଲୀଳାର ନିରବିଛିନ୍ନ ସିଧାପ୍ରସାରଣ ଦେଖି ପାରିବେ I

"ଜୟ ଜଗନ୍ନାଥ ଟିଭି" ହେଉଛି ସିଦ୍ଧାର୍ଥ ଟେଲେଭିଜନ ନେଟୱର୍କର ଚତୁର୍ଥ ଚାନେଲ I ସୀତାରାମ ଅଗ୍ରୱାଲ ଓ ନମିତା ଅଗ୍ରୱାଲଙ୍କ ଶ୍ରୀଜଗନ୍ନାଥଙ୍କ ପ୍ରତି ଥିଵା ଅହେତୁକ ଭକ୍ତି ଭାବ ତଥା ଓଡ଼ିଶା ଏବଂ ଓଡିଶା ବାହାରେ ଥିବା ଜଗନ୍ନାଥ ପ୍ରେମୀ ଜନସାଧାରଣଙ୍କ ପାଇଁ ଏହି ଟେଲେଭିଜନ ଚାନେଲର ସୃଷ୍ଟି...ଆସନ୍ତୁ ଆମେ ସମସ୍ତେ ମିଶି ଜଗନ୍ନାଥ ଚେତନାକୁ ବିଶ୍ୱ ଦରବାରରେ ପ୍ରତିଷ୍ଠିତ କରିବା I
ଜୟ ଜଗନ୍ନାଥ🙏🙏🙏

Watch "JAY JAGANNATH TV" on DTH:
TATAPLAY-1799, Dish TV -1397, Airtel -615, Sun Direct-490, Videocon D2H -1397

Also available on all cable networks.
For More Info please contact - 6372804618

Also, visit our other social media pages :
Facebook: https://bit.ly/3kxvE7A
Instagram: https://bit.ly/3KEpYDF
YouTube: https://bit.ly/3KAQeyD
Twitter: https://bit.ly/38JpX3U

#jayjgannathtvlive #jayjagannathtv #namitaagrawal #sidharthtv #sitaramagrawal #patitapaban_arati #patakalagidarshan #ଜୟଜଗନ୍ନାଥଟିଭି #rathayatralive #purilive #JagannathPuriLIVE #rathayatra2022 #রথযাত্রা #পুরিজগন্নাথ #जगन्नाथ #पुरीजगन्नाथ #जगन्नाथधाम #रथयात्रा #उल्टारथ #జగన్నాథ్ #జగన్నాథపురి #ରଥଯାତ୍ରା #ଶ୍ରୀକ୍ଷେତ୍ରପୁରୀ #ପ୍ରଭୁଜଗନ୍ନାଥ #ଶ୍ରୀଜଗନ୍ନାଥ #যায়জগন্নাথ #জগন্নাথপুরি #जगन्नाथपुरी #जगन्नाथधाम #ஜேஜெகன்னாத் #jayjagannath #patitapaban_mangal_arati

Не удается загрузить Youtube-плеер. Проверьте блокировку Youtube в вашей сети.
Повторяем попытку...
Patakalagi Darshan(18-Jan)ଆଜି ହଳଦିଆ ରଙ୍ଗର ପତାକାଲାଗି | Puri Jagannath Temple Divine Flag Change

Поделиться в:

Доступные форматы для скачивания:

Скачать видео

  • Информация по загрузке:

Скачать аудио

Похожие видео

🔴Jay Jagannath Tv Live from Puri Dham JAY JAGANNATH TV Channel 🔴 LIVE Jagannath Darshan from Puri

🔴Jay Jagannath Tv Live from Puri Dham JAY JAGANNATH TV Channel 🔴 LIVE Jagannath Darshan from Puri

ସନ୍ଧ୍ୟା ଆଳତୀ ଦର୍ଶନ (18-jan) | Sandhya Alati LIVE Darshan - Jagannath Temple | Jay Jagannath TV

ସନ୍ଧ୍ୟା ଆଳତୀ ଦର୍ଶନ (18-jan) | Sandhya Alati LIVE Darshan - Jagannath Temple | Jay Jagannath TV

Зимние Кошмары, Снятые на Камеру!

Зимние Кошмары, Снятые на Камеру!

ତ୍ରିବେଣୀ ଅମାବାସ୍ୟାରେ ପତକାଲାଗି ଦର୍ଶନ କଲେ କୋଟି ଜନ୍ମର ପୁଣ୍ୟ ପ୍ରାପ୍ତି ହୁଏ (18-Jan)PATAKALAGI

ତ୍ରିବେଣୀ ଅମାବାସ୍ୟାରେ ପତକାଲାଗି ଦର୍ଶନ କଲେ କୋଟି ଜନ୍ମର ପୁଣ୍ୟ ପ୍ରାପ୍ତି ହୁଏ (18-Jan)PATAKALAGI

ଆଜି(18-jan)ଦକ୍ଷିଣଦ୍ୱାର ବଡେହନୁମାନଙ୍କ ସନ୍ଧ୍ୟାଆଳତୀ | Jay JagannathTV

ଆଜି(18-jan)ଦକ୍ଷିଣଦ୍ୱାର ବଡେହନୁମାନଙ୍କ ସନ୍ଧ୍ୟାଆଳତୀ | Jay JagannathTV

35 Случаев, Когда Природа Сошла с Ума

35 Случаев, Когда Природа Сошла с Ума

18th Jan 2026 || Sandhya Arati Darshan (ସନ୍ଧ୍ୟା ଆରତୀ ଦର୍ଶନ) || ISKCON BBSR

18th Jan 2026 || Sandhya Arati Darshan (ସନ୍ଧ୍ୟା ଆରତୀ ଦର୍ଶନ) || ISKCON BBSR

Открытие Варбурга: 4 переключателя, которые мешают раку расти | Здоровье с Доктором

Открытие Варбурга: 4 переключателя, которые мешают раку расти | Здоровье с Доктором

🔴LIVE | ଗୋ ମାଫିଆଙ୍କ ଘରେ ପୁଳା ପୁଳା ଟଙ୍କା |Cash Recovered From Alleged Cow Mafia House|16.01.26 | OR |

🔴LIVE | ଗୋ ମାଫିଆଙ୍କ ଘରେ ପୁଳା ପୁଳା ଟଙ୍କା |Cash Recovered From Alleged Cow Mafia House|16.01.26 | OR |

Bhubaneswar day 2☺️Part 1 ଦେଖିବାକୁ ଭୁଲିବେନି....

Bhubaneswar day 2☺️Part 1 ଦେଖିବାକୁ ଭୁଲିବେନି....

ଶ୍ରୀଜଗନ୍ନାଥ ପୁରୀକୁ ଆସିଲେ କେମିତି ? Lord Jagannath Temple Puri Odisha Mystery | Jagannath Temple Story

ଶ୍ରୀଜଗନ୍ନାଥ ପୁରୀକୁ ଆସିଲେ କେମିତି ? Lord Jagannath Temple Puri Odisha Mystery | Jagannath Temple Story

ବାଡ଼ି କଖାରୁକୁ ଷଣ୍ଢ ଖାଇଗଲା, ଭକ୍ତର ମନ ଦୁଃଖ ଦେଖି ଅଲୌକିକ ଲୀଳା ରଚିଲେ ଜଗନ୍ନାଥ! Jay Jagannath TV

ବାଡ଼ି କଖାରୁକୁ ଷଣ୍ଢ ଖାଇଗଲା, ଭକ୍ତର ମନ ଦୁଃଖ ଦେଖି ଅଲୌକିକ ଲୀଳା ରଚିଲେ ଜଗନ୍ନାଥ! Jay Jagannath TV

Лимоны в снегу Альп! Фермер обманул зиму холмами из мусора — соседи в шоке!

Лимоны в снегу Альп! Фермер обманул зиму холмами из мусора — соседи в шоке!

🔴 Live Shirdi Sai Baba Darshan  18 January 2026  (Dhoop Aarti)

🔴 Live Shirdi Sai Baba Darshan 18 January 2026 (Dhoop Aarti)

ସମ୍ପୂର୍ଣ୍ଣଲକ୍ଷ୍ମୀର ବିଚାରକ ଶ୍ରୀକାନ୍ତ ଗୌତମଙ୍କ ସହିତ ଶ୍ରେଷ୍ଠ 12ଜଣ ପ୍ରତିଯୋଗୀ ମହାପ୍ରଭୁଙ୍କୁ ଦର୍ଶନ କଲେ

ସମ୍ପୂର୍ଣ୍ଣଲକ୍ଷ୍ମୀର ବିଚାରକ ଶ୍ରୀକାନ୍ତ ଗୌତମଙ୍କ ସହିତ ଶ୍ରେଷ୍ଠ 12ଜଣ ପ୍ରତିଯୋଗୀ ମହାପ୍ରଭୁଙ୍କୁ ଦର୍ଶନ କଲେ

Самые Удивительные Уличные Представления в Мире

Самые Удивительные Уличные Представления в Мире

16 Признаков, что Собаке БОЛЬНО и Она УМОЛЯЕТ О ПОМОЩИ!

16 Признаков, что Собаке БОЛЬНО и Она УМОЛЯЕТ О ПОМОЩИ!

Залипательные зимние моменты, снятые на камеру ❄️😍 #shorts #satisfying #winter #relax

Залипательные зимние моменты, снятые на камеру ❄️😍 #shorts #satisfying #winter #relax

Случаи в Природе Один на Миллион

Случаи в Природе Один на Миллион

5 операций, которые заставят вас пожалеть и я как врач не советую их делать! НИКОГДА!

5 операций, которые заставят вас пожалеть и я как врач не советую их делать! НИКОГДА!

© 2025 ycliper. Все права защищены.



  • Контакты
  • О нас
  • Политика конфиденциальности



Контакты для правообладателей: [email protected]