ଗୁଳି ମାଡରେ ଯୁବକର ମୃତ୍ୟୁ। ବେଗୁନିଆ ଥାନା ଅନ୍ତର୍ଗତ ପରିଛଳ ଜାମୁସାହି ରେ ଘଟିଛି ଘଟଣା ।
Автор: Nandighosha TV
Загружено: 2026-01-19
Просмотров: 503
Описание:
#nandighoshatv #Khorda #Firing #Death #Odisha #NandighoshaTV
ଗୁଳି ମାଡରେ ଯୁବକର ମୃତ୍ୟୁ। ବେଗୁନିଆ ଥାନା ଅନ୍ତର୍ଗତ ପରିଛଳ ଜାମୁସାହି ରେ ଘଟିଛି ଘଟଣା । ମୃତ ବ୍ୟକ୍ତିର ନାମ ବାସୁଦେବ ପରିଡ଼ା ଓରଫ ଟୁଟୁ । ଗୁଳିମାଡ଼ର କାରଣ ଅସ୍ପଷ୍ଟ ରହିଛି । ଖୋର୍ଦ୍ଧା ମେଡିକାଲରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଛନ୍ତି । ଘଟଣା ସ୍ଥଳରେ ଖୋକା ପଡ଼ିଛି । ଦୁର୍ବୃତ୍ତ ମାନେ ଏକ ବାଇକରେ ଆସି ଫାୟରିଂ କରି ଫେରାର ହୋଇଯାଇଛନ୍ତି ।
Nandighosha TV is the fastest growing television channel in Odisha and delivers reliable information across all platforms including Television, Internet and Mobile.
Visit Our Website: http://nandighoshatv.com/
Watch Live: http://nandighoshatv.com/live/
Whatsapp: https://whatsapp.com/channel/0029Va5P...
YouTube: / nandighoshatv
Facebook: / nandighoshatv
Twitter: / nandighoshatv
Instagram: / nandighoshatv
Повторяем попытку...
Доступные форматы для скачивания:
Скачать видео
-
Информация по загрузке: