Aasithili Dine gita sabhaku || Jayashree Dhal || Santilata Barik || Jagannatha Bhajan || Odia Bhajan
Автор: Survibration
Загружено: 2023-09-30
Просмотров: 77982
Описание:
Aasithili Dine gita sabhaku || Jayashree Dhal || Santilata Barik || Jagannatha Bhajan || Odia Bhajan
#asithilidinegitasabhaku
#santilatabarika
#jayashreedhal
#rabikumar
#survibration
#newjagannathbhajan
#newodiasong
#rathayatraspecial
#jayjagannath
♫ CREDITS ♫
♫ Song Name - Aasithili Dine gita sabhaku
♫ Singer - Jayashree Dhal
♫ Music - Basudev Ratha
♫ DOP & Edit - Kumar Chandan
♫ Banner - Survibration
G major
ଆସିଥିଲି ଦିନେ ଗୀତ ସଭାକୁ ମୁଁ
ଗାଇବାକୁ ଗୀତ ତୋର
କାଳିଆରେ କାଳିଆରେ
କାଳିଆରେ କାଳିଆରେ କାଳିଆରେ
ଆସିଥିଲି ଦିନେ ଗୀତ ସଭାକୁ ମୁଁ
ଗାଇବାକୁ ଗୀତ ତୋର ( ୨ )
ଜାନିତ ନଥିଲି ତୋ ଗୀତ ଗାଇଲେ
ନାଁ ହେବ ଏତେ ମୋର
ଆସିଥିଲି ଦିନେ ଗୀତ ସଭାକୁ ମୁଁ
ସରଧା ଟି ତୋର ପାଇଲି ମୁଁ ସତେ ( ୨ )
ସରଧା ଟି ତୋର ପାଇଲି ମୁଁ ସତେ
ଭୁଲିଗଲି ମାନ ଅପମାନ ଯେତେ
ଭକତିରେ ତୁହି ବନ୍ଧାରେ କାଳିଆ
ବାନା ଉଡେ ନିତି ତୋର
ଯେତେ ଯାହା କଲେ ଆପଣାର ଭାବି
କରିବୁନି ମତେ ପର
ଆସିଥିଲି ଦିନେ ଗୀତ ସଭାକୁ ମୁଁ
ଗାଇବାକୁ ଗୀତ ତୋର
ଜାନିତ ନଥିଲି ତୋ ଗୀତ ଗାଇଲେ
ନାଁ ହେବ ଏତେ ମୋର
ଆସିଥିଲି ଦିନେ ଗୀତ ସଭାକୁ ମୁଁ
ଜୀବନଟା ସାରା ତୋ ଶରଣ ନେଇ ( ୨ )
ଖୋଜୁଥିିବି ତୋତେ ପାଗଳ ମୁଁ ହୋଇ
ବାଟ ଭୁଲିଗଲେ ତୁହିରେ କାଳିଆ
ହାତ ଧରିନେବୁ ମୋର
ଏହା ଠାରୁ ବଳି ସୁଖ ଶାନ୍ତି ଆଉ
ନାହିଁ କିଛି ଦରକାର
ଆସିଥିଲି ଦିନେ ଗୀତ ସଭାକୁ ମୁଁ
ଗାଇବାକୁ ଗୀତ ତୋର
ଜାନିତ ନଥିଲି ତୋ ଗୀତ ଗାଇଲେ
ନାଁ ହେବ ଏତେ ମୋର
ଆସିଥିଲି ଦିନେ ଗୀତ ସଭାକୁ ମୁଁ
♫ Recording & Mixing - Survibration (BBSR)
for recording new song call 7008940396
Hit the LIKE button if you love the song and let us know your feedback in the comment section below. Enjoy & stay connected with us! Give it all your love
#jayjagannath
#rathayatraspecial
#torathadaudikuchuinlabelaku
#UmakantaDas
#RabiKumar
#Survibration
#NewJagannathBhajan
#NewOdiaBhajan
#JagannathBhajan
#NewRathajatraBhajan
#OdishaViralSinger
" Survibration " ପ୍ରସ୍ତୁତ ଏହି ଭିଡିଓଟି ଯଦି ଭଲଲାଗିଥାଏ ତେବେ ଆମ video କୁ Like ଏବଂ Share କରନ୍ତୁ I ଆମ ସହ ଯୋଡିହୋଇ ରହିବା ପାଇଁ ଏବଂ ସବୁଦିନ ନୂଆ ନୂଆ video ର Notification ପାଇବା ପାଇଁ "Survibration" ର YouTube Channelକୁ Subscribe କରନ୍ତୁ ଓ Bell 🔔 ର Button ନିଶ୍ଚୟ ପ୍ରେସ୍ କରନ୍ତୁ I ଧନ୍ୟବାଦ୍ I
!! *ANTI PIRACY WARNING * !!
This Content is Copyrights to "Survibration" Any Authorized Re-upload is Strictly Prohibited of This Material. Legal Action will be Taken Against Those who Violate this Copyrights Material Presented.
***********
✽ Subscribe our Official YouTube Channel -
https://www.youtube.com/channel/UCT_S....
✽ Like us on Facebook -
h / drjayashreed. .
/ sur-vibratio.. .
LIKE ◆ COMMENT ◆ SHARE ◆ SUBSCRIBE
Повторяем попытку...
Доступные форматы для скачивания:
Скачать видео
-
Информация по загрузке: