ଖୋଜି ଖୋଜି ଆଟାକ୍ କରୁଛି ଇରାନ | New Iranian Supreme Leader TARGET on US Military Bases | N18G
Автор: News18 Odia
Загружено: 2026-03-12
Просмотров: 3530
Описание:
ଖୋଜି ଖୋଜି ଆଟାକ୍ କରୁଛି ଇରାନ | New Iranian Supreme Leader TARGET on US Military Bases | N18G
ଯୁଦ୍ଧର ୧୪ତମ ଦିନରେ ଇରାନର ଶକ୍ତି ପ୍ରଦର୍ଶନ |ଅଜ୍ଞାତ ସ୍ଥାନରୁ ଏକାଧିକ ବାଲିଷ୍ଟିକ୍ ମିସାଇଲ୍ ଛାଡ଼ିଲା ଇରାନ |ଟାର୍ଗେଟ୍ରେ ଆମେରିକା ସେନା ବେସ୍ | ୟୁଏଇ, କତାର, ସାଉଦିରେ ଥିବା ଆମେରିକୀୟ ସାମରିକ ଘାଟିକୁ ଟାର୍ଗେଟ୍ | ମିସାଇଲ୍ ମାଡ଼ ପରେ ଇସ୍ରାଏଲ୍ଠାରୁ ଜୋର୍ଡାନ ଯାଏଁ ସକ୍ରିୟ ହେଲା ଏୟାର୍ ଡିଫେନ୍ସ ସିଷ୍ଟମ |ଇରାନର ଖୋଲା ଚେତାବନୀ, ଆମର ତୈଳ ଭଣ୍ଡାର ଉପରେ ଆକ୍ରମଣ ହେଲେ, ସବୁଠି ଗ୍ୟାସ୍ ଓ ତୈଳ ଶିଳ୍ପରେ ନିଆଁ ଲଗାଇ ଦେବୁ । ବହାରିନ, କୁଏତ ଓ ଜୋର୍ଡାନରେ ଥିବା ଆମେରିକା ବେସ୍ ଉପରେ ବଡ଼ ବିପଦ | ଡୋନାଲ୍ଡ ଟ୍ରମ୍ପଙ୍କୁ ଟାର୍ଗେଟ୍ କଲେ ଇରାନ ସୁରକ୍ଷା ମୁଖ୍ୟ ଅଲି ଲାରିଜାନୀ | କହିଲେ, ଟ୍ୱିଟ୍ କରି ଯୁଦ୍ଧ ଜିତିହେବନି |ଯୁଦ୍ଧ ପାଇଁ ଆମେରିକାକୁ ଅନୁତାପ କରିବାକୁ ପଡ଼ିବ ବୋଲି କହିଲା ଇରାନ | ବିଶ୍ୱ ବଜାରରେ ଶକ୍ତି ସଙ୍କଟ ସୃଷ୍ଟି କରିବାକୁ ଇରାନର ବଡ଼ ଧମକ |
On the 14th day of the war, Iran displayed its power. Iran fired several ballistic missiles from an unknown location. The targets were US military bases. American military locations in the UAE, Qatar, and Saudi were targeted. After the missile strike, Israel's air defence system became active from Jordan. Iran issued an open warning, stating that if there was an attack on our oil reserves, we would strike all gas and oil industries. There is a major risk to US bases in Bahrain, Kuwait, and Jordan. Iran's security chief, Ali Larijani, targeted Donald Trump, stating that tweeting will not win the war. Iran said that America will have to regret preparing for war. Iran's major threat aims to create a power crisis in the global market.
#iranamericawar #iran #america #isreal #donaldtrump #netanyahu #khamenei #usmilitary #missileattack #middleeastwar #iraq #News18Odia #OdiaNews #odishanews #oriyanews #breakingnews #india
Welcome to News18 Odia, your go-to destination for the latest news and updates from across India and beyond. As one of Odisha's premier news channels, we strive to keep you informed with live coverage and breaking news as it happens.
News18 ଓଡ଼ିଆ ହେଉଛି ଓଡି଼ଶାର ଅଗ୍ରଣୀ ନ୍ୟୁଜ ଚ୍ୟାନେଲ ଭିତରୁ ଗୋଟିଏ । ଓଡି଼ଶାର ସବୁ ଗୁରୁତ୍ବପୂର୍ଣ୍ଣ ଖବର ଆପଣ ଏହି ଚ୍ୟାନେଲ ମାଧ୍ୟମରେ ପାଇପାରିବେ ।
Download our News18 Mobile App - https://onelink.to/desc-youtube
Please visit our website https://bit.ly/2YaikeJ for the latest opinions and detailed news coverage.
Follow us on
Facebook: / news18odia
Twitter: https://twitter.com/news18odia?lang=en
Website: https://bit.ly/2YaikeJ
Subscribe to our channel to get the latest news and updates https://tinyurl.com/y46bt2fm
ID_OD_BJ
Повторяем попытку...
Доступные форматы для скачивания:
Скачать видео
-
Информация по загрузке: