ରାଗ ବ୍ରହ୍ମଚଣ୍ଡାଳ ...ପିଆଜ କଟା ଛୁରୀରେ ସ୍ତ୍ରୀକୁ ହତ୍ୟା |Holi Incident | Odisha Reporter
Автор: Odisha Reporter
Загружено: 2026-03-04
Просмотров: 5871
Описание:
ପୁଣି ରାଜଧାନୀରେ ବୀଭତ୍ସ ହତ୍ୟା। ହୋଲିରେ ନାରକୀୟ କାଣ୍ଡ ଘଟାଇଲା ନୃଶଂସ ସ୍ୱାମୀ। ବିଚ୍ ରାସ୍ତାରେ ଛୁରି ଭୁସି ପତ୍ନୀଙ୍କୁ ହତ୍ୟା କରିଛି। ଭରତପୁର ଥାନା ଫୁଲେଶ୍ୱରୀ ବସ୍ତିରେ ଘଟିଛି ଏଭଳି ଜଘନ୍ୟ କାଣ୍ଡ। ପତ୍ନୀ ରୋଷେଇ କରୁଥିଲେ ଆଉ ସ୍ୱାମୀ ପିଆଜ କାଟୁଥିଲେ। କୌଣସି କଥାକୁ ନେଇ ଯୁକ୍ତିତର୍କ ହୋଇଥିଲା।
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: / odishareporter
Twitter: / odishareporter
Telegram: https://telegram.me/Odisha_Reporter_o...
Instagram: / odishareporter_official
#OdishaReporter #Bhubaneswar #CrimeNews #HoliIncident #OdishaNews #MurderCase #PoliceInvestigation #BreakingNews
Повторяем попытку...
Доступные форматы для скачивания:
Скачать видео
-
Информация по загрузке: