Darubrahma | Odia Bhajan Song | Jitendra Jali | Basanta Music | Sunil Maharana
Автор: Basanta Music
Загружено: 2025-12-11
Просмотров: 2967
Описание:
Jay Jagannath
We Basanta Music Presents the official
Studio Version of new Odia Jaganath Bhajan Song "Darubrahma".This Song is Produced by Jagyasini Khuntia,Sung by Jitendra Jali
———————————————————-
Audio Credit
——————————————
Singer : Jitendra Jali
Lyrics: Sunil Maharana
Music : Baibhav Prusty
Producer-Jagyasini Khuntia
Arrangement: Kota Anil,Anil Das,Manish Da,Pramod Da
Recording & Mix: Milan Studio
Edit : Chiku
Music Label-Basanta Music
🎧 To Stream & Download
Jiosavaan-https://prourls.link/MjqCtW
Spotify-https://prourls.link/aTpt3D
Gaana-https://prourls.link/XNhSKL
Amazon Prime Music-https://prourls.link/ZR4ikl
Apple Music-https://prourls.link/eN7siK
Youtube Music-https://prourls.link/ruP7xA
Resso-https://prourls.link/eN7siK
i Tune Store-https://prourls.link/mnNxzN
ଏଇ ଜନମରେ ଯେତେ ପାପ କଲି ମୁଁ ପ୍ରଭୁ କରିଦବ ମତେ କ୍ଷମା
ଆର ଜନମକୁ ମଣିଷ ଜୀବନ ଦବ ନାହିଁ ମତେ ଜମା
ସରିଲାଣି ବେଳ ପୁରିଲାଣି କାଳ
ଛଡେଇ ନିଅ ମୋ ଜୀବନ
ହେ ଦାରୁ ବ୍ରହ୍ମ ପାଦ ତଳେ କର ଲିନ
ହେ ଦାରୁ ବ୍ରହ୍ମ ପାଦ ତଳେ କର ଲିନ
×××××××××××××××××
ପାଦ ମୋର ଥକିଲାଣି ପାପ ପଥେ ଚାଲି ଚାଲି
ମୋହ ମାୟା ଜାଲେ ପଡ଼ି କର୍ମ କୁ ଗଲିଣି ଭୁଲି
ଭୁଲିଲେଣି ନିଜ ଲୋକ ଭାଙ୍ଗିଲାଣି ସ୍ନେହ ସୁଖ
ଭୋଗିବାକୁ ଅଛି ଯାହା ମୋ ଜୀବନେ ଖାଲି ଦୁଃଖ
ସରିଲାଣି ଆଶା ଭାଙ୍ଗିଲାଣି ବସା
ଆସିଲାଣି କାଳ ସପନ
ହେ ଦାରୁ ବ୍ରହ୍ମ ପାଦ ତଳେ କର ଲିନ
ହେ ଦାରୁ ବ୍ରହ୍ମ ପାଦ ତଳେ କର ଲିନ
××××××××××××××××××
ଆସିଥିଲି ଖାଲି ହାତେ ଖାଲି ହାତେ ଯିବି ଚାଲି
ମିଛେ କାଇଁ କହିବି ମୁଁ ସବୁ ମୋର ମୋର ବୋଲି
ସରି ସରି ଆସିଲାଣି ମୋ ପ୍ରାଣରୁ ପୂଣ୍ୟ ବଳ
ଦେହ ଛାଡି ଯିବା ପାଇଁ ଆତ୍ମା ହେଲାଣି ବ୍ୟାକୁଳ
ଏତିକି ଗୁହାରି ହେ ବିଶ୍ବ ବିହାରି
ଦବ ନାହିଁ ପୁଣି ଜନମ
ହେ ଦାରୁ ବ୍ରହ୍ମ ପାଦ ତଳେ କର ଲିନ
ହେ ଦାରୁ ବ୍ରହ୍ମ ପାଦ ତଳେ କର ଲିନ
Like,comment share and Subscribe the YouTube Channels
PRIVACY WARNING *
This content is copyright to Basanta Music".
Any unauthorised reproduction, redistribution or re-upload is strictly prohibited of this material.
Legal action will be taken against those who violate the copyright of the following material presented.
#darubrahma #jitendrajali #odiabhajan #basantamusic #sunilmaharana
Повторяем попытку...
Доступные форматы для скачивания:
Скачать видео
-
Информация по загрузке: