କୋର୍ସ କରି ବି ମତେ ଚାକିରୀ ଦେଉନାହାନ୍ତି,ଜୀବନ ରଖି ଲାଭ କଣ ! Girl attempts self-immolation in Bhadrak
Автор: Pratidin TV
Загружено: 2026-02-21
Просмотров: 728
Описание:
କୋର୍ସ କରି ବି ମତେ ଚାକିରୀ ଦେଉନାହାନ୍ତି , ଜୀବନ ରଖି ଲାଭ କଣ ! ଜିଲ୍ଲାପାଳ ଙ୍କ କାର୍ଯ୍ୟଳୟ ପରିସର ରେ ଆତ୍ମାହୁତି ଉଦ୍ୟମ । ଯୁବତୀ ଜଣକ ମେଡିକାଲ ରେ ଭର୍ତ୍ତି ଶିଶୁ ବାଟିକା ଚାକିରି ପାଇଁ କୋର୍ସ କରି ମଧ୍ୟ ଚାକିରି ନ ହେବାରୁ ଆତ୍ମାହୁତି ଉଦ୍ୟମ କରିଥିବା ସୂଚନା । ଭଦ୍ରକ ଜିଲ୍ଲା ଶ୍ୟାମସୁନ୍ଦର ପୁର ଅଞ୍ଚଳ ର ଯୁବତୀ ବିଜୟା ଲକ୍ଷ୍ମୀ ଦାସ ବୋଲି ସୁଚନା । ଯୁବତୀ ଙ୍କ କହିବା ଅନୁଯାୟୀ ସେ ଡିପ୍ଲୋମା ଇନ୍ ଆର୍ଲି ଚାଇଲ୍ଡ କେୟାର ଏଯୁକେଶନ ପାଠ୍ୟକ୍ରମ କରିଥିଲେ । ତେବେ ଏହି କୋର୍ସ୍ ରେ ଶିଶୁ ବାଟିକା ଗୁଡ଼ିକ ରେ ସ୍ଵତନ୍ତ୍ର ଅବସ୍ଥାପିତ ପାଇଁ କୌଣସି ବ୍ୟବସ୍ଥା ନଥିବା ନେଇ ସୂଚନା ପାଇଥିଲେ ଯୁବତୀ । Girl attempts self-immolation in Bhadrak Collectorate, rescued
#OdishaNews_Bhadrak #BhadrakCollectorOffice_Incident
#SelfImmolationAttempt_Odisha #EmploymentIssue_Bhadrak
#ShishuVatikaCourse #ProtestForJob #DistrictCollectorOffice
#odishabreakingnews
Vist our Website :https://www.pratidintv.com/
Like Our Facebook Page: / pratidinodisha
Folllow Us Instagram :-https://www.instagram.com/pratidintv/...
Follow On X :- https://x.com/pratidin_tv
Subscribe To Our YouTube Channel: / @pratidintvodisha
#PratidinTv #PratidinNews #OdishaNews #LatestNews #LatestUpdate #PratidinTvOdisha
Повторяем попытку...
Доступные форматы для скачивания:
Скачать видео
-
Информация по загрузке: