ତ ପାଇଁ ମୁଁ | Ta Pain Mun | New Odia Romantic Song 2026 | Heart Touching Love Song | Oficial Audio |
Автор: Odia Raag Sagar
Загружено: 2026-01-11
Просмотров: 26142
Описание:
ତ ପାଇଁ ମୁଁ | Ta Pain Mun | New Odia Romantic Song 2026 | Heart Touching Love Song | Oficial Audio |
ନମସ୍କାର ସମସ୍ତଙ୍କୁ 🙏
ଆପଣମାନେ ଦେଖୁଛନ୍ତି "ତ ପାଇଁ ମୁଁ" – ଏକ heart touching Odia romantic love song ❤️
ଏହି ଗୀତଟି ପ୍ରେମର ଗଭୀର ଭାବନା, ଦୁଇଟି ହୃଦୟର ମିଳନ ଏବଂ ସୁନ୍ଦର ଭଲପାଇବାର କାହାଣୀ କୁ ଦେଖାଏ ।
ଯଦି ତୁମେ romantic songs ପସନ୍ଦ କର, ତେବେ ଏହି ଗୀତଟି ତୁମ ହୃଦୟ କୁ ଛୁଇଁଯିବ 💖
Song:- To Pain Mun
Singer: Sambhab and Mamun
🎶 Lyrics & Composition: Ranjan Panda
🎹 Music: A Ranjan Panda Musical
🎬 Directed by: Ranjan Panda
📀 Label: Odia Raag Sagar
#OdiaLoveSong#NewOdiaSong#RomanticOdiaSong#ToPainmun#OdiaAlbumSong
#HeartTouchingSong#OdiaMusic#loveOdiaRomantic#ViralOdiaSong#odiaraagsagar #DuitiManaraGotieKahani #OdiaRomanticSong #OdiaRaagSagar #NewOdiaSong2025 #OdiaLoveSong #HeartTouchingOdiaSong #OdiaAlbumSong #RomanticDuetSong #OdiaLoveStorySong #CinematicOdiaSong
Odia Raag Sagar*
Welcome to Odia Raag Sagar, your premier destination for soulful Odia music!
Immerse yourself in the rich cultural heritage of Odisha, as we bring you an extensive collection of traditional Odia songs, bhajans, and folk melodies.
Our channel features:
Rare and classic Odia songs
Soulful renditions by renowned artists
Traditional Odia folk music and instruments
Devotional songs and bhajans
Subscribe to Odia Raag Sagar and embark on a musical journey that will leave you enchanted and inspired!
Subscribe Now
Channel Link - / @odiaraagsagar
Follow Us
Instagram: https://www.instagram.com/odiaraagsag...
For queries, suggestions, or collaborations, please email us at [email protected]
Copyright Disclaimer
All content on this channel is copyrighted and owned by [Puspita Pati/Odia Raag Sagar]. Any unauthorized use, reproduction, distribution, or modification of the content is strictly prohibited.
Fair Use Policy
We allow fair use of our content for purposes such as criticism, commentary, news reporting, teaching, scholarship, or research.
Copyright Claim
If you believe that any content on this channel infringes on your copyright, please notify us at [ Email - [email protected] .We will promptly respond to and address any copyright concerns.
Disclaimer
By accessing and viewing our content, you acknowledge that you have read, understood, and agree to be bound by our copyright disclaimer.
Additional Information
YouTube's Terms of Service
YouTube's Copyright Policy
Indian Copyright Act, 1957
odia love song
new odia romantic song
heart touching odia song
odia album song 2026
romantic odia song
odia sad love song
tu mora odia song
odia viral song
odia melody song
new odia song
odia love story song
romantic song odia
odia music video
odia couple song odia slow song
#odiasong #oldalbumsongodia #love #odiamusic #odiamusic #odiamusicvideo #odiasong #odiaalbumgeeta #odianewsong2025 #odianewsongs #odiaviralsongs #odiaviralreels #newsadsongodia #sadsongodia
#odiasadsong #odiasadstatus #odiasadsong #odiasadalbum
lyrics:-
ହୁଁ......
ହୁଁ.......... ଲା...... ଲା.......
ଆସିଲୁ ଯେବେ ଜୀବନ ରେ
ମୁଁ ହେଇ ଗଲି ତୋର......
ଆସିଲୁ ଯେବେ ଜୀବନ ରେ
ମୁଁ ହେଇ ଗଲି ତୋର......
ମନ କହିଲା ଧିରେ ଧୀରେ
ହୃଦୟ କହିଲା ଆସ୍ତେ ଆସ୍ତେ
ତ ପାଇଁ ମୁଁ ମୋ ପାଇଁ ତୁ
ପ୍ରେମ ଖାଲି ତ.. ପାଇଁ
ଦେଖା ହେଲା ପରେ ତ ସାଥେ
ମନ ସାଥେ ମନ ମିଶିଲା ପରେ
ନୁଆ ନୁଆ ଲାଗେ ଦୁନିଆ
ନୁଆ ନୁଆ ଲାଗେ ଦୁନିଆ
ଆସିଲୁ ଯେବେ ଜୀବନ ରେ
ମୁଁ ହେଇ ଗଲି ତୋର......
ମନକୁ ତୋର ଛୁଇଁ ଦେଲା ପରେ
ରାତିରେ ଦେଖେ କାଇଁ ଟ ସପନ
ସେଇ ସପନ ରେ ତୁ ଥିଲୁ
ସେଇ ସପନ ରେ ମୁଁ ଥିଲୀ
ସପନ ରେ କଥା ହଉ ଥିଲେ
ଆମେ ଚୁପ୍ ଚାପ୍ -
ଆମେ ଚୁପ୍ ଚାପ୍
ଆମ ପ୍ରେମ ଚାଲି ଥାଉ
ଏମିତି ଚୁପ୍ ଚାପ୍ -
ଏମିତି ଚୁପ୍ ଚାପ୍
ଆସିଲୁ ଯେବେ ଜୀବନ ରେ
ମୁଁ ହେଇ ଗଲି ତୋର......
ନୀଳ ନିଳ ଆଖି ତୋର
ହାଏ..... ମତେ ମାରୀ ଦଉଚି
ଅଣ୍ଟା ଭଙ୍ଗା ଚାଲି ତୋର
ହାଏ......ମତେ ମାରୀ ଦଉଚି
ମୋ ଦିଲ୍ ତୋ ପାଇଁ
କିଛି କିଛି ଫିଲ୍ କରୁଛି
ଛୁଇଁ ଦେଲି ଯେବେ ତତେ
କିଛି କିଛି କାଇଁ ଫିଲ୍ କରେ
ଆଜି ଠା ରୁ ମୁଁ ତୋର .....
ଦୁନିଆ ଛାଡି ତତେ କଲି ନିଜର
ତୁ ମୋର......
ତୁ ଖାଲି ମୋର ..........
ଛୁଇଁ ଦେଲୁ ତୁ ଯେବେ ମତେ
ଜଳି ଗଲା ହୃଦୟ ଟା ସତେ
ମୋ ଦିଲ୍ ଧକ୍ ଧକ୍ ହୁଏ
ଖାଲି ତୋ ପାଇଁ
ଖାଲି ତୋ ପାଇଁ ...
ତ ହାତ ରେ ହାତ ଦେଲା ପରେ
କିଛି କିଛି ମତେ ଫିଲ୍ ହୁଏ
ତ ମନ କୁ ଛୁଇଁ ଦେଲା ପରେ
ମନ ରହୁ ନାହିଁ ମୋ ପାଖେ
କହି ଦେଲି ଆଜି ତତେ
I love you - I love you
I love you........
ଆସିଲୁ ଯେବେ ଜୀବନ ରେ
ମୁଁ ହେଇ ଗଲି ତୋର......
ମନ କହିଲା ଧିରେ ଧୀରେ
ହୃଦୟ କହିଲା ଆସ୍ତେ ଆସ୍ତେ
ତ ପାଇଁ ମୁଁ ମୋ ପାଇଁ ତୁ
ପ୍ରେମ ଖାଲି ତୋ.. ପାଇଁ
ଦେଖା ହେଲା ପରେ ତୋ ସାଥେ
ମନ ସାଥେ ମନ ମିଶିଲା ପରେ
ନୁଆ ନୁଆ ଲାଗେ ଦୁନିଆ
ନୁଆ ନୁଆ ଲାଗେ ଦୁନିଆ .........
Повторяем попытку...
Доступные форматы для скачивания:
Скачать видео
-
Информация по загрузке: