Title – 1:ପରୀ Odia Movie Trailer Review | Jyoti Ranjan Nayak | Pari Odia Movie 2026
Автор: Chalachitra Check Review
Загружено: 2026-01-23
Просмотров: 342
Описание:
Title – 1:
ପରୀ Odia Movie Trailer Review | Jyoti Ranjan Nayak | Pari Odia Movie 2026
ପରୀ (Pari) ଏକ ଆସନ୍ତା ନୂଆ ଓଡ଼ିଆ ମୁଭି ଯାହାର Trailer ଏବେ ରିଲିଜ୍ ହୋଇସାରିଛି ।
ଏହି Video ରେ ଆମେ ପରୀ ଓଡ଼ିଆ ମୁଭି Trailer ର Full Review କରିଛୁ ।
Main Cast ରେ ଅଛନ୍ତି –
Jyoti Ranjan Nayak
Dr. Anuradha Panigrahi
Sritam Das
Pradham Lenka
ଏହି ଫିଲ୍ମର Story ଓ Producer ହେଉଛନ୍ତି Sanjay Mohanty ।
Film ଟି Director କରିଛନ୍ତି Tripathi Kumar Sahu ।
Trailer ରେ Emotion, Reality ଓ Strong Message ଦେଖିବାକୁ ମିଳୁଛି ।
ପରୀ ଫିଲ୍ମଟି ଓଡ଼ିଆ ଦର୍ଶକଙ୍କୁ କେତେ ପସନ୍ଦ ଆସିବ, ତାହା Film Release ପରେ ଜଣାପଡିବ ।
#PariOdiaMovie
#ପରୀ
#PariMovie
#OdiaMovieTrailer
#OdiaMovieReview
#JyotiRanjanNayak
#SritamDas
#OdiaFilm2026
#NewOdiaMovie
#OdiaCinema
Disclaimer – Chalachitra Check Review
ଏହି ଭିଡିଓଟି କେବଳ Odia Movie Review, Trailer Analysis,
Film Updates ଓ Educational Purpose ପାଇଁ ତିଆରି ହୋଇଛି।
Chalachitra Check Review କୌଣସି ପ୍ରକାରର କପିରାଇଟ୍ ଉଲ୍ଲଂଘନ କରିବା ଉଦ୍ଦେଶ୍ୟ ରଖୁନି।
🎬 ବ୍ୟବହାରିତ ସମସ୍ତ Video Clips, Posters, Images, Songs
ତାହାର ମୂଳ Creator/Producer/Production House ଙ୍କ ଅଧିକାରରେ ରହେ।
ଏହାକୁ Review ଓ Fair Use ଅଧିନରେ ବ୍ୟବହାର କରାଯାଇଛି।
⚠️ ଯଦି ଆପଣଙ୍କ କୌଣସି Content ଭୁଲବଶତଃ ବ୍ୟବହାର ହୋଇଥାଏ,
ଦୟାକରି ଆମ ସହିତ ସମ୍ପର୍କ କରନ୍ତୁ—ଆମେ ସତେଜ ଅପସାରଣ କରିଦେବୁ Disclaimer – Chalachitra Check Review
ଏହି ଭିଡିଓଟି କେବଳ Odia Movie Review, Trailer Analysis,
Film Updates ଓ Educational Purpose ପାଇଁ ତିଆରି ହୋଇଛି।
Chalachitra Check Review କୌଣସି ପ୍ରକାରର କପିରାଇଟ୍ ଉଲ୍ଲଂଘନ କରିବା ଉଦ୍ଦେଶ୍ୟ ରଖୁନି।
🎬 ବ୍ୟବହାରିତ ସମସ୍ତ Video Clips, Posters, Images, Songs
ତାହାର ମୂଳ Creator/Producer/Production House ଙ୍କ ଅଧିକାରରେ ରହେ।
ଏହାକୁ Review ଓ Fair Use ଅଧିନରେ ବ୍ୟବହାର କରାଯାଇଛି।
⚠️ ଯଦି ଆପଣଙ୍କ କୌଣସି Content ଭୁଲବଶତଃ ବ୍ୟବହାର ହୋଇଥାଏ,
ଦୟାକରି ଆମ ସହିତ ସମ୍ପର୍କ କରନ୍ତୁ—ଆମେ ସତେଜ ଅପସାରଣ କରିଦେବୁ।
Повторяем попытку...
Доступные форматы для скачивания:
Скачать видео
-
Информация по загрузке: