ବାଦାମ ଚଟଣୀ 😋| Easy And Tasty Peanut Chutney Recipe in Odia | Quick And Healthy Recipe 😋|
Автор: Adheetrisa Delicious Cooking
Загружено: 2026-03-03
Просмотров: 93
Описание:
ଏହି ଭିଡ଼ିଓ ଟି ରେ ଆପଣ କେମିତି ସହଜ ଓ କମ ସମୟରେ ବାଦାମ ଚଟଣୀ ତିଆରି କରିବେ ଜାଣିପାରିବେ |
ଏହି ଚଟଣୀ Dosa, Idli, Bara ରେ ଆପଣ ଖାଇ ପାରିବେ ବହୁତ ଭଲ ଲାଗିଥାଏ |
👉ଆବଶ୍ୟକ ସାମଗ୍ରୀ :-ବାଦାମ, ଚଣା ଡାଲି, ଭୃସଙ୍ଗ ପତ୍ର, ସୋରିଷ, ଜିରା, ରସୁଣ, ଅଦା, ତାନ୍ତୁଳି, ଲଙ୍କା, ଚଟଣି ପତ୍ର |
👉ପ୍ରସ୍ତୁତ ପ୍ରଣାଳୀ :-ବାଦାମ କୁ ଭାଜନ୍ତୁ, ଡାଲି ସହ ଲଙ୍କା, ରସୁଣ, ଜିରା, ଅଦା, ଭୃସଙ୍ଗ ପତ୍ର କୁ ଦେଇ ଭାଜନ୍ତୁ | ତା ପରେ ବାଦାମ ରୁ ଚୋପା ଛଡାଇ ଦିଅନ୍ତୁ | ବାଦାମ ଓ ଡାଲି, ଲଙ୍କା, ଭୃସଙ୍ଗ ପତ୍ର, ଅଦା, ଜିରା, ରସୁଣ କୁ ଦେଇ ସେଥିରେ ଅଳ୍ପ ଟିକେ ତାନ୍ତୁଳି ଦିଅନ୍ତୁ ଓ ପିସାନିଅନ୍ତୁ | ଛୁଙ୍କ ଦେଇ ପରସି ଦିଅନ୍ତୁ ଦୋଷ, ଇଟିଲି ସହିତ ଏ ସ୍ୱାଦିଷ୍ଟ ଚଟଣି କୁ |
ଭିଡ଼ିଓ କେମିତି ଲାଗିଲା comment ରେ ଜଣାନ୍ତୁ 🙏|
plz 👍like and subscribe 🔔
#southindian food #chatani #badam chatani #testy chatany
Повторяем попытку...
Доступные форматы для скачивания:
Скачать видео
-
Информация по загрузке: