Padie sata: From Beggar to Nepali Superstar: Kuttuma Kuttu Singer Ashok Darji’s Journey
Автор: PADIE SATA
Загружено: 2026-02-19
Просмотров: 241566
Описание:
#କୁଟୁମାକୁଟୁ_ସିଙ୍ଗର #ଥିଲେ_ଭିକାରି #ଏବେ_ନେପାଳି_ସୁପରଷ୍ଟାର !
ଭିକ୍ଷୁକରୁ ବନିଗଲେ ସଙ୍ଗୀତର ସୁପରଷ୍ଟାର l ସାରା ଦେଶରେ ହଇଚଇ କଲା କୁଟୁମାକୁଟୁ ଗୀତ l ଗୋଟିଏ ଗୀତରେ ଫେମସ୍ ହୋଇଗଲେ ଅଶୋକ l ବୟସ ଖୁବ୍ କମ୍, ଭିକ୍ଷାବୃତ୍ତି କଲେ ପରିବାର ଚଳୁଥିଲା l ରାସ୍ତା କଡ଼ରେ ନବସିଲେ ଚୁଲି ଜଳୁନଥିଲା l ହେଲେ ଆଜି ସେ ଘରେ ଘରେ ପରିଚିତ l ଆପଣ ତାଙ୍କ ନାଁ ଶୁଣି ନଥିବେ କି ତାଙ୍କ ଘର କେଉଁଠି ଜାଣିନଥିବେ l ହେଲେ ତାଙ୍କ ଏ ଗୀତକୁ ଆପଣ ନିଶ୍ଚୟ ଭଲପାଇବା ଦେଇଥିବେ l
Ashok Darji, the real voice behind the viral song “Kuttuma Kuttu,” has transformed his life from begging on the streets of Nepal to becoming a well-known Nepali singer. As a young boy from an extremely poor family, Ashok used to beg on roadsides to support his parents. Along with begging, he would sing songs in his melodious voice.
#HumanInterest_AshokDarji #ViralSinger_Nepal #MusicNews_KuttumaKuttu #SuccessStory_Nepal #RagsToRiches #ViralSong #StreetSinger #InspirationalJourney #KuttumaKuttu_ViralHit #AshokDarji_NepalSinger #StreetToSuperstar_Nepal #Odisha #SpecialStory #Padiesata
Повторяем попытку...
Доступные форматы для скачивания:
Скачать видео
-
Информация по загрузке: