Swagatam Su Swagatam | Odia Song | Welcome Song | Patrotic song |Swikruti sahoo
Автор: Swikruti Sahoo Official
Загружено: 2024-09-25
Просмотров: 42510
Описание:
#swagatamsuswagatam#swikrutisahoo #welcomesong#odiasong #patroticsongs#patroticsong #schoolsongs#swikrutisahooofficial
Jay maa kantheswari🙏🙏
Thanks you for watching this song . If u like it then plz do like, share, comment nd subscribe🙏 need ur blessings nd support
Song credit ...
..
Song :: Swagatam Su Swagatam
Singer :: Swikruti sahoo (9692744635)
Lyrics :: Dr Sahadev swain
Music :: Srinibash biswa
l
Mix mastering:: Subhajit
Edit :: Nyaya Ranjan
Studio :: Crunchy Bbsr
Producer :: Sahadev swain
Banner : Swikruti sahoo official
Copy right :: Swikruti sahoo official
................................
Full song Available
Spotify
Jiosavan
Gaana
Hungama
Wynkmusic
Please🙏🙏 Subscribe**Like**comment❤❤
#swikrutisahoo #swagatamsuswagatam #devotionalsong #music #odiatrending_songs
#welcomesong #maakantheswari #jagannathbhajan #trendingshorts#viralvideo #song
Lyrics....
ସ୍ଵାଗତମ୍ ସୁ ସ୍ଵାଗତମ୍
ସ୍ଵାଗତମ୍ ସୁ ସ୍ଵାଗତମ୍...
ସ୍ଵାଗତମ୍ ସୁ ସ୍ଵାଗତମ୍
ହେ ମହାନୁଭବ ନମସ୍କାରମ୍...
ଶହେ ବର୍ଷର ପବିତ୍ର ବାର୍ତ୍ତା
କରିବୁ ଆମେ ପରିବେଷଣ..
ସବୁ ଗୁରୁ ମାନଙ୍କୁ
ସବୁ ଛାତ୍ରଛାତ୍ରୀଙ୍କୁ
କରିବୁରେ ଆମେ ସ୍ମରଣ....
ଶାଳିଅଞ୍ଚ ଆମରି ଗ୍ରାମ
କଣ୍ଠେଶ୍ଵରୀଙ୍କୁ କରିବା ପ୍ରଣାମ...
ବନ୍ଦେ ମାଆ ତରମ୍.....
ସ୍ଵାଗତମ୍ ସୁ ସ୍ଵାଗତମ୍...!!୦!!
ସଦାନନ୍ଦ ଜଗନ୍ନାଥ
ଆଉ ଗୋପିନାଥ
ସେଠାରୁ ଆରମ୍ଭ କର...
ପ୍ରଭଞ୍ଜନଙ୍କ ପର୍ଯ୍ୟନ୍ତ
ସମସ୍ତ ଗୁରୁଙ୍କୁ
ଶତ ଶତ ପ୍ରଣାମ କର...
ଗୁରୁ ହିଁ ତ ଜ୍ଞାନର
ସାକ୍ଷାତ ପ୍ରମାଣ
ଏକଥା ଆମେ ଜାଣିଛୁ...
ସା ବିଦ୍ୟା ଯା ବିମୁକ୍ତୟେ
ଏ କଥା ଆମେ ପଢିଛୁ...
ଜୟ ଜୟ ମାଆ କଣ୍ଠେଶ୍ଵରୀ
ସୁଖେ ଦୁଃଖେ ସାହା ସେ ଆମରି
ବନ୍ଦେ ମାଆ ତରମ୍......!!୧!!
କେଶବା ନନ୍ଦଙ୍କ ଠାରୁ
ବର୍ତ୍ତମାନ ଛାତ୍ରଛାତ୍ରୀ
ବିଦ୍ୟାଳୟର ଗରବ.......
ଗ୍ରାମବାସୀଙ୍କ ଉଦ୍ୟମ
ଯୋଗୁଁ ଶତ ବାର୍ଷିକ
ପାଳନ ହୋଇଛି ଆଜି ସମ୍ଭବ....
ମାଆ କଣ୍ଠେଶ୍ଵରୀ
ଆଉ ଶୈଳେଶ୍ଵର
ଅଛନ୍ତି ପ୍ରଭୁ ହନୁମାନ...
ମାଆ ଶାରଳାଙ୍କ
ଶୁଭ ଆଶୀର୍ବାଦ
ଅଛି ସଦା ବିଦ୍ୟମାନ...
ସଭିଁଙ୍କ ଆକ୍ଳାନ୍ତ ପରିଶ୍ରମ
ଆମ ଗ୍ରାମ ଆଦର୍ଶ ଗ୍ରାମ....
ବନ୍ଦେ ମାଆ ତରମ୍........
ସ୍ଵାଗତମ୍ ସୁ ସ୍ଵାଗତମ୍...!!୨!!
Повторяем попытку...
Доступные форматы для скачивания:
Скачать видео
-
Информация по загрузке: