ସାର୍ଥକଙ୍କୁ ଖୋଜିବାକୁ ଯିବେ ମା’ ଓ ମାମୁଁ | Odisha Reporter
Автор: Odisha Reporter
Загружено: 2026-02-12
Просмотров: 545
Описание:
#ସାର୍ଥକଙ୍କୁ_ଖୋଜିବାକୁ_ଯିବେ_ମା_ମାମୁ
ନିଖୋଜ ଓଡ଼ିଆ ନାବିକ ପୁଅକୁ ଖୋଜିବାକୁ ଯିବେ ମା’ ଓ ମାମୁ। ନିଖୋଜ ଓଡ଼ିଆ ନାବିକ ସାର୍ଥକ ମହାପାତ୍ରଙ୍କୁ ଖୋଜିବେ ମା’ ଓ ମାମୁ। ଆଖିରୁ ଲୁହ ଶୁଖୁନି, ସନ୍ଦେହ ହଟୁନି, ତେଣୁ ନିଜେ ଜାହାଜରେ ଖୋଜିବେ। କାଲି ସିଙ୍ଗାପୁର ଗସ୍ତ କରିବେ ମା ରଶ୍ମିତା ଓ ମାମୁ। ୧୫ ତାରିଖରେ ସିଙ୍ଗାପୁର କୂଳରେ ଲାଗିବ ସାର୍ଥକଙ୍କୁ ନେଇଥିବା ଜାହାଜ। କୂଳରେ ଲାଗିବା ପରେ ମା ଓ ମାମୁ ନିଜେ ଜାହାଜ ଭିତରକୁ ଯାଇ ଖୋଜିବେ। ଉଭୟଙ୍କ ସମସ୍ତ ଗସ୍ତ ଖର୍ଚ୍ଚ ବହନ କରିବ ଜାହାଜ କମ୍ପାନୀ। ଭିସା ଓ ଅନ୍ୟାନ୍ୟ ବ୍ୟବସ୍ଥା ସିଙ୍ଗାପୁର ଓ ଭାରତ ସରକାର କରିବେ।
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: / odishareporter
Twitter: / odishareporter
Telegram: https://telegram.me/Odisha_Reporter_o...
Instagram: / odishareporter_official
#OdishaReporter #Sarthak #OdiaSailor #Mother #Uncle #Singapore #Odisha #OdishaReporter
Повторяем попытку...
Доступные форматы для скачивания:
Скачать видео
-
Информация по загрузке: