ପିଙ୍ଗଳାର ଅଭିସାର (ରାଧାମୋହନ ଗଡ଼ନାୟକ) || +2 Second Year MIL || Pingala Ra Abhisara || Part 3
Автор: Education With Prasad
Загружено: 2025-10-01
Просмотров: 3824
Описание:
ପିଙ୍ଗଳାର ଅଭିସାର (ରାଧାମୋହନ ଗଡ଼ନାୟକ) || +2 Second Year MIL || Pingala Ra Abhisara || Part 3 #chse
____________________________________________________________________________
ଉକ୍ତ ପଦ୍ୟଂଶ ଟି +୨ ଦ୍ୱିତୀୟ ବର୍ଷ CHSE Odisha ର MIL ବହି ରୁ ଆସିଅଛି ।
ପିଙ୍ଗଳାର ଅଭିସାର କାବ୍ୟଟିକୁ କବି ରାଧାମୋହନ ଗଡ଼ନାୟକ ଅତ୍ୟନ୍ତ ସୁନ୍ଦର ଭାବରେ ପ୍ରତିପାଦନ କରିଛନ୍ତି । କବି ଭାଗବତ ର ଏକ ସ୍କନ୍ଦ ରୁ ଏହି କବିତା ର ସୃଷ୍ଟି ହୋଇଛି ।
ପିଙ୍ଗଳା ପରି ଜଣେ ବାର ବିଳାସିନୀ କିପରି ପରବର୍ତ୍ତୀ ସମୟ ରେ ନିଜ ଦେହ ବ୍ୟାପାର ପରିକା କୁ କାର୍ଯ୍ୟ କୁ ଛାଡି ପରମ ପୁରୁଷ ଙ୍କ ନିକଟରେ ନିଜର ବାକି ଜୀବନ କୁ ଉଛର୍ଗ କରି ପ୍ରେମ ର ସନ୍ୟାସିନି ହୋଇ ଯାଇଛି ତାହା ପ୍ରତି ପାଦିତ ହୋଇଛି ।
#ପିଙ୍ଗଳା_ର_ଅଭିସାର #hksir #chseodisha
#Chse #+2board #+2mil
#Niharranjansir #eduwithprasad
#mahaprasadpatra
ଯଦି କାହାର କିଛି doubt ଅଛି ତେବେ ମୋ ସହ ଯୋଗାଯୋଗ କରନ୍ତୁ ।
ଭିଡିଓ ଟି ଭଲ ଲାଗୁଥିଲେ ଦୟାପୂର୍ବକ ଗୋଟିଏ Subscribe ଓ like ଟିଏ ନିଶ୍ଚୟ କରିବେ ..... 🙏
Part 3
Повторяем попытку...
Доступные форматы для скачивания:
Скачать видео
-
Информация по загрузке: