‘ମଝି ସମୁଦ୍ରରେ ଏଲପିଜି ଜାହାଜରେ ଫସିଛନ୍ତି ସ୍ୱାମୀ’ | Odisha Reporter
Автор: Odisha Reporter
Загружено: 2026-03-20
Просмотров: 126492
Описание:
#ମୋ_ସ୍ୱାମୀ_ମଝି_ସମୁଦ୍ରରେ_ଫସିଛନ୍ତି
କତରରେ ଫସିଛନ୍ତି ଓଡ଼ିଆ ଯୁବକ ଅଶୋକ କୁମାର ଦୀକ୍ଷିତ । ଏଲ୍ପିଜି ବୋଝେଇ ଜାହାଜର ଚିଫ୍ ଅଫିସର ଅଛନ୍ତି । 21 ଦିନ ହେଲା ମଝି ସମୁଦ୍ରରେ ଲଙ୍ଗର ପକାଇଛି ଜାହାଜ। କତରର ରାସ୍ ଲାଫନ୍ ନିକଟରେ ମଝି ସମୁଦ୍ରରେ ଫସି ରହିଛନ୍ତି ଏଲ୍ପିଜି ବୋଝେଇ ଜାହାଜର ଚିଫ୍ ଅଫିସର କଟକର ଅଶୋକ । ଉଦ୍ଧାର ପାଇଁ ସରକାରଙ୍କୁ ନିବେଦନ କଲେ ଅଶୋକଙ୍କ ପତ୍ନୀ ଓ ପରିବାର।
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: / odishareporter
Twitter: / odishareporter
Telegram: https://telegram.me/Odisha_Reporter_o...
Instagram: / odishareporter_official
#OdishaReporter #OdishaReporter #StraitOfHormuz #midsea #shipstuck #OdiaYouth #iranisraelwar
Повторяем попытку...
Доступные форматы для скачивания:
Скачать видео
-
Информация по загрузке: