ଭେଜ୍ ମଞ୍ଚୁରିଆନ || Veg Manchurian Recipe in Odia || Hotel Style Veg Manchurian ||
Автор: Swad Odisha OD07
Загружено: 2025-11-18
Просмотров: 80
Описание:
#vegmanchurian #vegmanchuriangravy #vegmanchuriandry #machurian #manchurianrecipe #manchurianballs #chinese #chinesefood #cooking #odiafood #food #recipe #odiarecipe #odia #trending #swadodishaod07 #fastfood #eveningsnacks #snacks #snacksrecipe #tiffin #tiffinrecipe #starter #starterrecipe
ଘରେ ସହଜ ଭାବେ ବାଜାର ଷ୍ଟାଇଲ୍ ଭେଜ୍ ମଞ୍ଚୁରିଆନ ବନେଇବାକୁ ଚାହୁଁଛନ୍ତି କି? ତେବେ ଏହି ଭିଡିଓରେ ଆପଣ ଜାଣିପାରିବେ — କିପରି ସ୍ଵାଦିଷ୍ଟ ମଞ୍ଚୁରିଆନ ବଲ୍ ପ୍ରସ୍ତୁତ ହୁଏ ଏବଂ ପର୍ଫେକ୍ଟ ଗ୍ରେଭି ତିଆରି କରାଯାଏ। ଏହାକୁ ଆପଣ ସ୍ନାକ୍ସ, ପାର୍ଟି କିମ୍ବା ରାତିରେ ଫ୍ରାଇଡ୍ ରାଇସ୍ ସହିତ ଖାଇପାରିବେ।
ଘରୋଇ ଉପକରଣରେ ସହଜ ଓ ସ୍ବାଦିଷ୍ଟ ରେସିପି ।
ଭିଡିଓଟି ଭଲଲାଗିଲେ LIKE, SHARE, COMMENT ଆଉ ଆମ ଚ୍ୟାନେଲ କୁ subscribe କରନ୍ତୁ ।
Ingredients:-
ବନ୍ଧା କୋବି
ପିଆଜ ନାଡ
କର୍ନ ଫ୍ଲାଓର
ଗୋଲ ମରିଚ ଗୁଣ୍ଡ
ଲୁଣ
ତେଲ
ପିଆଜ
ରସୁଣ
ଅଦା
ସୋୟା ସସ୍
ଚିଲି ସସ୍
ଟମାଟୋ କେଚଅପ୍
କର୍ନଫ୍ଲାଓର ପାଣି
ଧନିଆ ପତ୍ର
ସିମଳା ମରିଚ
Your Query:-
Veg Manchurian Odia
Veg Manchurian recipe odia
Indo Chinese recipe odia
Street style manchurian
manchurian gravy
veg recipes odia
odia kitchen
easy odia recipe
veg starter recipe
Manchurian
recipe
Odia recipe
odia Veg Manchurian
khojapalli Manchurian
khallikote machurian
swadodishaod07
starter
hotel style veg Manchurian
Повторяем попытку...
Доступные форматы для скачивания:
Скачать видео
-
Информация по загрузке: