ପୁରୀ କାଳିଆ | Puri Kalia | Odia New Bhajan | Bhakti Bhaba song | Kalia Thakura
Автор: Devine chant Studio
Загружено: 2026-02-16
Просмотров: 510
Описание:
ପୁରୀ କାଳିଆ | Puri Kalia | Odia New Bhajan | Bhakti Bhaba song | Kalia Thakura
Devine Chant Studio ହେଉଛି ଏକ ଆଧୁନିକ ଭକ୍ତିମୟ ସଙ୍ଗୀତ Platform
ଯେଉଁଠି ଭକ୍ତି ଓ ai dwara ପ୍ରଯୁକ୍ତି ଏକାଠି ହୋଇ ଆତ୍ମିକ ଅନୁଭବ ସୃଷ୍ଟି କରେ।
ଏହି channel ପ୍ରସ୍ତୁତ ସମସ୍ତ Bhajan ଗୀତ ଭିଡିଓ Visual ଓ ଅଡିଓ କଣ୍ଟେଣ୍ଟ
AI (Artificial Intelligence) ର ସହଯୋଗରେ ସୃଜନାତ୍ମକ ଭାବେ ତିଆରି କରାଯାଇଛି।
Apannanku Anurodha 🙏
🌸 ଆମ ପ୍ରୟାସ —
ଭକ୍ତି ମାଧ୍ୟମରେ ମନ ଓ ଆତ୍ମାକୁ ଶାନ୍ତି ଦେବା
ଆତ୍ମିକ ଚେତନାକୁ ଜାଗ୍ରତ କରିବା
ସରଳ ଓ ଆଧୁନିକ ଶୈଳୀରେ ଭଗବାନଙ୍କ ନାମକୁ ପହଞ୍ଚାଇବା
Bhul Thile khyama Kari Debe -
ଏହି ଚ୍ୟାନେଲ୍ରେ ଥିବା କୌଣସି ଶବ୍ଦ, ଭିଜୁଆଲ୍, ଗୀତ ବା ଉଚ୍ଚାରଣରେ
ଯଦି କୌଣସି ତ୍ରୁଟି ହୋଇଥାଏ |
ତେବେ ଆମେ ଭଗବାନ ଓ ସମସ୍ତ ଭକ୍ତଙ୍କୁ ହୃଦୟରୁ ଖ୍ୟମା ପ୍ରାର୍ଥନା କରୁଛୁ
ଭକ୍ତିକୁ ଭଲ ପାଉଥିଲେ Subscribe କରନ୍ତ
ଭିଡିଓ ଭଲ ଲାଗିଲେ Like • Share • Support କରନ୍ତୁ
Devine Chant Studio –
ଯେଉଁଠି ପ୍ରଯୁକ୍ତି ମାଧ୍ୟମରେ ଭକ୍ତି ଜୀବନ୍ତ ହୁଏ
JAY JAGANNATH ⭕❗⭕
#kalia #puri #jagannath
#Jaga #Kalathakura
Повторяем попытку...
Доступные форматы для скачивания:
Скачать видео
-
Информация по загрузке: