JAGARITA HUA,ଜାଗରିତ ହୁଅ,ODIA CHRISTIAN SONG, SRIKANTH KORAD & ASIMA PANDA,ENTRANCE SONG,SK Music
Автор: SK Music
Загружено: 2023-06-10
Просмотров: 185990
Описание:
JAGARITA HUA,ଜାଗରିତ ହୁଅ,ODIA CHRISTIAN SONG, SRIKANTH KORAD & ASIMA PANDA,ENTRANCE SONG,SK Music
Song Credits
Song - Jagarita Hua
Singer - Srikanth & Asima Panda
Lyrics - Late. Suresh chandra Nayak
Music - Sushil-Srikanth
Programmed & arranged - Subham Samal
Producer - Gupteswara Panda
Recorded at - Smruti studio, BBSR
Mix & Mastered - Smruti ranjan Samal
Camera & Edit - Chiku
Poster - Chiku
Special thanks - Bro. Digvijay (ilu), Saroj Nayak,
WhatsApp /Contact - 6372630655
Song Lyrics
ଜାଗରିତ ହୁଅ ହେ ଖ୍ରିଷ୍ଟ ସନ୍ତାନ
ଆହେ ପରିଶ୍ରାନ୍ତ ଭାର ଗ୍ରସ୍ତ ଗଣ
ଏ ଶୁଭ ବେଳାରେ ତାଙ୍କ ଶ୍ରୀ ଛାମୁରେ
ଆନନ୍ଦେ କର ଗାୟନ - 2
ଜାଗରିତ ହୁଅ.....
ଅନୁପମ ତୁମେ ଅନୁରାଗ ତୁମେ
ଆରାଧ୍ୟ ସତ୍ୟ ଇଶ୍ୱର
ଅଗତି ର ଗତି ଅନାଥ ର ନାଥ
ହେ ପିତା ପରମେଶ୍ୱର
ତାଙ୍କ ଠାରେ ନିଅ ଶରଣ
ଆନନ୍ଦେ କର ଗାୟନ -2
ଜାଗରିତ ହୁଅ.....
ତୁମେ ଆଲ୍ଫା ମେଗା ତୁମେ ଦୁଃଖୀ ସଖା
ରାଜା ମାନଙ୍କର ରାଜା
ଭରିଦିଅ ହୃଦେ ଆମ ଜୀବନରେ
ଦିବ୍ୟ ପୁଲକ ଧାରା
ତାଙ୍କ ଠାରେ ନିଅ ଶରଣ
ଆନନ୍ଦେ କର ଗାୟନ - 2
ଜାଗରିତ ହୁଅ....
#asimapandanewsong
#asimapanda
#newodiachristiansong2023
#aseemapanda
#odiachristiansong
#odiasong
#humansagarnewsong
#diptirekhapadhisong
#odiachristian
Повторяем попытку...
Доступные форматы для скачивания:
Скачать видео
-
Информация по загрузке: