ବଢ଼ିଲା ତୃତୀୟ ବିଶ୍ବଯୁଦ୍ଧ ଡର !World War 3 | US Plans to Send Third Aircraft Carrier| Iran America War
Автор: News18 Odia
Загружено: 2026-03-07
Просмотров: 5298
Описание:
ବଢ଼ିଲା ତୃତୀୟ ବିଶ୍ବଯୁଦ୍ଧ ଡର !World War 3 | US Plans to Send Third Aircraft Carrier| Iran America War
ଆହୁରି ଭୟଙ୍କର ହେବ ମଧ୍ୟପ୍ରାଚ୍ୟ ଯୁଦ୍ଧ | ତୃତୀୟ ବିମାନବାହୀ ଯୁଦ୍ଧ ଜାହାଜ ପଠାଉଛି ଆମେରିକା | ମଧ୍ୟପ୍ରାଚ୍ୟ ଅଭିମୁଖେ ତୃତୀୟ ବିମାନବାହୀ ଯୁଦ୍ଧ ଜାହାଜ | ପୂର୍ବରୁ ଆରବ ସାଗରରେ ମୁତୟନ ଅଛି ଆବ୍ରାହିମ୍ ଲିଙ୍କନ | ଇସ୍ରାଏଲ ସୁରକ୍ଷାରେ ଭୂମଧ୍ୟସାଗରରେ ଅଛି ଜେରାଲ୍ଡ ଫୋର୍ଡ | ଏବେ ଆଉ ଏକ ବିମାନବାହୀ ଯୁଦ୍ଧ ଜାହଜ ପଠାଇଛି US | ତେହେରାନ ଉପରେ ଭୟଙ୍କର ଆକ୍ରମଣ ହେବ ବୋଲି ଘୋଷଣା କରିଛି ଇସ୍ରାଏଲ | ନିଃସର୍ତ୍ତରେ ଆତ୍ମସମର୍ପଣ ଚେତାବନୀ ଦେଇଛି ଆମେରିକା |
The Middle East war will be even more terrible. The United States is sending a third aircraft carrier. A third aircraft carrier is heading towards the Middle East. Abraham Lincoln is already stationed in the Arabian Sea. Gerald Ford is in the Mediterranean for Israel's security. Now the US has sent another aircraft carrier. Israel has announced that there will be a terrible attack on Tehran. America has issued a warning for unconditional surrender.
#IranIsraelWar #TelAvivAttack #IranMissileAttack #IsraelUnderAttack #MiddleEastConflict #BreakingNews #AirRaidSirens #IsraelDefense #WorldNews #GlobalConflict #News18Odia #OdiaNews #OdishaNews #missileattack #3rdworldwar
News18 ଓଡ଼ିଆ ହେଉଛି ଓଡି଼ଶାର ଅଗ୍ରଣୀ ନ୍ୟୁଜ ଚ୍ୟାନେଲ ଭିତରୁ ଗୋଟିଏ । ଓଡି଼ଶାର ସବୁ ଗୁରୁତ୍ବପୂର୍ଣ୍ଣ ଖବର ଆପଣ ଏହି ଚ୍ୟାନେଲ ମାଧ୍ୟମରେ ପାଇପାରିବେ ।
Download our News18 Mobile App - https://onelink.to/desc-youtube
Please visit our website https://bit.ly/2YaikeJ for the latest opinions and detailed news coverage.
Follow us on
Facebook: / news18odia
Twitter: https://twitter.com/news18odia?lang=en
Website: https://bit.ly/2YaikeJ
Subscribe to our channel to get the latest news and updates https://tinyurl.com/y46bt2fm
ID_OD_BJ
Повторяем попытку...
Доступные форматы для скачивания:
Скачать видео
-
Информация по загрузке: