ସେଇ ଗୋଟିଏ ଭୁଲ୍ ପାଇଁ || FULL JATRA || ODIA VIRAL JATRA VIDEO || SUKAPOKHARI JATRA MAHOTSAV
Автор: ODIA HEART
Загружено: 2025-04-05
Просмотров: 9606
Описание:
ସତ୍ୟନାରାୟଣ ୟୁଥ କ୍ଳବ୍ ଦ୍ୱାରା ପ୍ରସ୍ତୁତ....
ସୁପର୍ ହିଟ୍ ଯାତ୍ରା
" ସେଇ ଗୋଟିଏ ଭୂଲ୍ ପାଇଁ"
JATRA : SEI GOTIE BHUL PAIN (FULL JATRA)
(ODIA HEART JATRA DUNIA )
YouTube Partner : ODIA HEART ( ଓଡ଼ିଆ ହାର୍ଟ )
ପ୍ରତ୍ୟେକ ବର୍ଷ ସତ୍ୟନାରାୟଣ ୟୁଥ କ୍ଲବ୍ର ବାର୍ଷିକ ଯାତ୍ରା ମହୋତ୍ସବ (Jatra Tournament) ଶୁକପୋଖରୀ ଠାରେ ଅନୁଷ୍ଠିତ ହୋଇ ଆସୁଅଛି। ଚଳିତ ବର୍ଷ ୩୬ତମ ବାର୍ଷିକୋତ୍ସବ ଉପଲକ୍ଷେ ୨୫ତମ ମୁକ୍ତମଞ୍ଚନାଟକ ପ୍ରତିଯୋଗିତା ଶୁକପୋଖରୀ, କାକଟପୁର ରେ ମହା ସମାରୋହରେ ପାଳନ ହୋଇଯାଇଅଛି।
ପ୍ରତ୍ୟେକ ବର୍ଷ ଯାତ୍ରା ମହୋତ୍ସବ (Jatra Tournament) ଅନୁଷ୍ଠିତ କରି ଆସୁଥିବା ଶୁକପୋଖରୀ ଗ୍ରାମର ଅନୁଷ୍ଠାନ ସତ୍ୟନାରାୟଣ ୟୁଥ କ୍ଳବ୍ କୁ ଓଡ଼ିଆ ହାର୍ଟ ଚ୍ୟାନେଲ ତରଫରୁ ଅଶେଷ ଅଶେଷ ଧନ୍ୟବାଦ |
ଏହିପରି ଭାବରେ ଓଡ଼ିଶାର କଳା ଓ ସଂସ୍କୃତିକୁ ବଞ୍ଚେଉ ରଖିଥିବାରୁ ସମସ୍ତ କଳାକାର ମାନଙ୍କୁ ଏବଂ ସମସ୍ତ ସହଯୋଗୀ ମାନଙ୍କୁ ଓଡ଼ିଆ ହାର୍ଟ ତରଫରୁ ଅଶେଷ ଅଶେଷ ଧନ୍ୟବାଦ 🙏🙏🙏🙏🙏
🔔 Get alerts when we release any new video. TURN ON THE BELL ICON on the channel! 🔔
SUBSCRIBE to ODIA HEART Youtube channel for Odia Latest Songs and videos
Connect with us on
E-Mail : [email protected]
whatsapp : 7008315929
ANTI-PIRACY WARNING *
This content is Copyright to ODIA HEART.
Any unauthorized reproduction, redistribution or re-upload is strictly prohibited of this material.
Legal action will be taken against those who violate the copyright of the following material presented!
Повторяем попытку...
Доступные форматы для скачивания:
Скачать видео
-
Информация по загрузке: