ବାଇଗଣ ଫସଲର ଝାଉଁଳା ରୋଗ ପରିଚାଳନା Brinjal wilting disease Management
Автор: KRUSHI SAMPADA
Загружено: 2020-12-31
Просмотров: 81327
Описание:
Brinjal wilting disease Management
ବାଇଗଣ ଫସଲର ଝାଉଁଳା ରୋଗ ପରିଚାଳନା
Hi
Arabinda Sahoo Agriculturist
krushi sampada
ବାଇଗଣ ଫସଲରେ ବାଇଗଣ ରୋଇବାର 50-55ଦିନରେ ଝାଉଁଳା ରୋଗ ଦେଖା ଯାଇଥାଏ।ତେଣୁ ଜମି ପ୍ରସ୍ତୁତି ପୂର୍ବରୁ ଏକର ପ୍ରତି 5kg bleaching powder ଜମିରେ ପକାଇବ ଉଚିତ।ବିହନ ତଳି ପକାଇବା ପିର୍ବରୁ 1kg ବିହନ ପ୍ରତି 1gm plantomycine ରେ ବିଶୋଧନ କରାଯାଏ।ତଳି ଉପାଡି ଚେରକୁ lit ପ୍ରତି Blitox 50 3gm ଓ plantomycine 1gm ଦ୍ରବନରେ ବୁଡାଇ 30min ରଖି ମୁଖ୍ୟ ଜମିରେ ଲଗାନ୍ତୁ। ଜମିରେ ବାଇଗଣରେ ଝାଉଁଳା ରୋଗ ଲାଗିଥିଲେ ଗଛକୁ ଓପଡି ନଷ୍ଟ କରନ୍ତୁ
Copper oxychloride lit ପ୍ରତି 3gm
ଓ Plantomycine lit ପ୍ରତି 1gm ଦ୍ରଵନ ଗଛ ପ୍ରତି 100ml ହିସ।ବରେ ଗଛ ମୂଳରେ ଢାଳି ମାଟିକୁ ଉପଚାର କରନ୍ତୁ।7ଦିନ ଅନ୍ତରରେ 2ଥର ବ୍ୟବହାର କରନ୍ତୁ।
KRUSHI SAMPADA
THANK YOU
WATCH NEXT :
ବାଇଗଣ କାଣ୍ଡ ବିନ୍ଧା ଓ ଫଳ ବିନ୍ଧା
• FRUIT AND SHOOT BORER MANAGEMENT OF BRINJA...
Potato cultivation
• ଆଳୁ ଚାଷ ବୈଜ୍ଞାନିକ ପଦ୍ଧତିରେ POTATO CULTIVATION
ପୋଟଳ ମାଈ ଓ ଅଣ୍ଡିରା ଚେର ଚିହ୍ନଟ
• ପୋଟଳ ଚାଷ ମାଈ ଓ ଅଣ୍ଡିରା ଚେର ଚିହ୍ନିବେ କିପର...
#brinjal #brinjalwilting #wiltingmanagement #brinjalfungicide #krushisampada #odia
Повторяем попытку...
Доступные форматы для скачивания:
Скачать видео
-
Информация по загрузке: