Maka Muni Ka Atma Gyan Pravachan l Adhyatmik Satsang Sabha | Smruti Divas 2026 | Part 2
Автор: Kanki Muni Samaj
Загружено: 2026-03-14
Просмотров: 194
Описание:
Maka Muni Ka Atma Gyan Pravachan l Adhyatmik Satsang Sabha | Smruti Divas Palan 2026 | Part 2 #munisamaj
ପ୍ରୀୟ ଆତ୍ମନ, ସତ୍~ପ୍ରେମ ଜୟ ଜୀବ!🙏
ସାଂସାରିକ ବାତାବରଣ ରୁ ଅନୈତିକତା, ଅନ୍ଧବିଶ୍ବାସ ଏବଂ କୁସଂସ୍କାର କୁ ଦୂରିଭୂତ କରି ଭେଦଭାବ ଶୂନ୍ଯ ସମସ୍ତ ଜୀବମାନଙ୍କର ବୀଜୟ ର ଶୁଭ ଭାବନା ନେଇ ଏକ ମହାନ ପବିତ୍ର ଅମୃତମୟ ସୁସ୍ଥସବଳ ନିରୋଗ ଜୀବନ ଯାତ୍ରା ଶୈଳୀର ଆତ୍ମଜ୍ଞାନ ପ୍ରଚାର ନେଇ ଆଦି ମୁନିଶ୍ବର ପରମ ପୂଜ୍ଯ ଜଗେଶ୍ବର ଶିବକୁମାର ଶାସ୍ତ୍ରୀ 1922 ମସିହାରେ ବହଳଦା, ଓଡ଼ିଶା କୁ ଆସିଥିଲେ ।
ସେହି ପେରିପ୍ରେକ୍ଷୀରେ, କାଙ୍କି ସ୍ଥାନୀୟ ମୁନି ସମାଜର ସମସ୍ତ ମୁନି, ମୁନିମୋତୀ ଏବଂ ସମସ୍ତ ଜ୍ଞାନ ପିପାସୁ, ଘନିଷ୍ଠ ସମ୍ପର୍କୀୟ ଏବଂ ମୁନିବନ୍ଧୁଗଣ ମାନଙ୍କୁ ଆମନ୍ତ୍ରଣ କରି ସତ୍ ଗୁରୁ ଦେବଙ୍କର ଆଗମନର 104 ତମ ସ୍ମୃତି ଦିବସ ପାଳନ ଉପଲକ୍ଷେ ଯୋଗ, ସ୍ବାସ୍ଥ୍ୟ, ଆତ୍ମ ଜ୍ଞାନ ଏବଂ ସ୍ଵତନ୍ତ୍ର ବିଚାର କୁ ନେଇ ଏକ ବିରାଟ ସତ୍ ସଙ୍ଗ ସଭା ଆୟୋଜନ କରି ଥିଲେ । ତା: 08-03-2026(Sunday)
Your queries:
#KankiMuniSamaj
#munisamaj
#MakaMuniKaSatsang
#atmagyan
#satsang
If you like my videos
|| Please subscribe ||
And Don't Forget To
||LIKE||
||COMMENTS||
||SHARE||
Press the Bell Icon 👉 🔔
For Latest Videos Notification🌹🌹
🙏🙏 🙏JOHAR🙏🙏🙏
Повторяем попытку...
Доступные форматы для скачивания:
Скачать видео
-
Информация по загрузке: