Baha Bonga 2026 Celebration | Kainpur Village | Jamda Block Full Vlog
Автор: JAMDA LOCAL BOY
Загружено: 2026-02-26
Просмотров: 67
Описание:
କଇଁପୁର ଏମିତି ଏକ ସୁନ୍ଦର ଗାଁ, ଯେଉଁଠାରେ ଶାନ୍ତି ଓ ଶୃଙ୍ଖଳାରେ ଜୀବନ ଗଢ଼ିଉଠିଛି। ଏଠାକାର ଲୋକମାନେ ଖୁବ୍ ସରଳ ଓ ଭଲ ମନର।
ଆଜିର ଏହି ଭିଡିଓର ମୁଖ୍ୟ କାରଣ — ମୁଁ JAMDA LOCAL BOY (Om)। ଗାଁର ଲୋକମାନେ ମୋତେ କହିଲେ ଯେ ଗାଁରେ “ବାହା ବଂଗା” ପର୍ବ ହେଉଛି, ତୁ ଏହାର ଭିଡିଓ କର। ମୁଁ କହିଲି ଠିକ୍ ଅଛି, ଏବଂ ତାପରେ ଯାହା ଘଟିଲା ସେସବୁ ଦୃଶ୍ୟ ଆପଣମାନେ ଏହି ଭିଡିଓରେ ଦେଖିପାରିବେ।
👉 JAMDA LOCAL BOY ଚ୍ୟାନେଲ୍ଟିକୁ Subscribe କରିବାକୁ ଭୁଲିବେ ନାହିଁ।
👍 ଭିଡିଓ ଭଲ ଲାଗିଥିଲେ Like କରନ୍ତୁ।
ଧନ୍ୟବାଦ 🙏
Related hastag 👇
#BahaBonga #BahaBonga2026 #VillageFestival #OdiaCulture #TribalFestival #VillageLife #Jamda #Kainpur #OdiaVlog #IndianVillage #LocalFestival #CultureVlog #Jamdablock #VillageVlog #FestivalVibes
Повторяем попытку...
Доступные форматы для скачивания:
Скачать видео
-
Информация по загрузке: