ସେଦିନର ନବୀନ ପଟ୍ଟନାୟକ:ଏକ ପୁରୁଣା ସାକ୍ଷାତକାର A fascinating interview of Naveen Patnaik
Автор: Sankalp Tv
Загружено: 2024-06-05
Просмотров: 408564
Описание:
ପାଞ୍ଚ ପାଞ୍ଚ ଥର ଓଡ଼ିଶାର ମୁଖ୍ୟମନ୍ତ୍ରୀ ହୋଇଥିବା ନବୀନ ପଟ୍ଟନାୟକଙ୍କୁ ଅନେକ କିଛି ପାଇଁ ଶ୍ରଦ୍ଧାର ସହ ମନେ ରଖିବେ ରାଜ୍ୟବାସୀ l ପିତା ବିଜୁ ପଟ୍ଟନାୟକଙ୍କ ବିୟୋଗ ପରେ ଆକସ୍ମିକ ଭାବେ ରାଜନୀତିରେ ପାଦ ଥାପି ଆସିକା ଉପନିର୍ବାଚନ ଲଢ଼ି ସାଂସଦ ହେଲେ ଓ ପରବର୍ତ୍ତୀ ସମୟରେ ମୁଖ୍ୟମନ୍ତ୍ରୀ l ସମୟ ବଦଳିବା ସହ ଏବେ ଅନେକ କିଛି ବଦଳିଯାଇଛି ସିନା, ହେଲେ ନବୀନ ବାବୁଙ୍କ ରାଜନୈତିକ ଜୀବନର ପ୍ରାରମ୍ଭ ଏକ ଭିନ୍ନ ସ୍ମୃତି l
#NaveenPatnaik #sankalptv
Повторяем попытку...
Доступные форматы для скачивания:
Скачать видео
-
Информация по загрузке: