ପାକିସ୍ତାନକୁ ବଡ଼ ଝଟ୍କା ! US Map Shows PoK & Aksai Chin as Part of India | India Pakistan News | N18G
Автор: News18 Odia
Загружено: 2026-02-07
Просмотров: 607
Описание:
ପାକିସ୍ତାନକୁ ବଡ଼ ଝଟ୍କା ! US Map Shows PoK & Aksai Chin as Part of India | India Pakistan News | N18G
ଆମେରିକା ଜାରି କରିଥିବା ଭାରତ ମ୍ୟାପକୁ ଦେଖି ତାଜୁବ ପାକିସ୍ତାନ । PoKକୁ ଭାରତର ଦର୍ଶାଇ ମ୍ୟାପ ଜାରି କଲା ଟ୍ରମ୍ପ ପ୍ରଶାସନ । ପିଓକେକୁ ଭାରତର ଏକ ଅଂଶ ଭାବେ ମାନ୍ୟତା ଦେଲା ଆମେରିକା । ଭାରତ ସହିତ ବାଣିଜ୍ୟ ଚୁକ୍ତି ପରେ ଆମେରିକା ଏପରି ଏକ ପଦକ୍ଷେପ ନେଇଛି ଯାହା ପାକିସ୍ତାନକୁ ବଡ଼ ଝଟକା ଦେଇଛି। ଆମେରିକା ବାଣିଜ୍ୟ ପ୍ରତିନିଧିଙ୍କ କାର୍ଯ୍ୟାଳୟ ଭାରତର ଏକ ମାନଚିତ୍ର ପ୍ରକାଶ କରିଛି। ଯେଉଁଥିରେ ସମଗ୍ର ଜାମ୍ମୁ-କାଶ୍ମୀରକୁ ଭାରତର ଅଂଶ ଭାବରେ ଦର୍ଶାଯାଇଛି।
In a major diplomatic move, the Trump administration has released a new map of India that includes Jammu & Kashmir, PoK, and Aksai Chin as integral parts of India. This comes right after the India–US trade deal, delivering a strong message to Pakistan. The updated map by the US Trade Representative’s office has sparked global attention and is seen as a powerful signal of support for India’s sovereignty."
#USIndiaRelations #IndiaMap #PoK #AksaiChin #TrumpAdministration
#PakistanReaction #BreakingNews #DiplomaticMove #IndiaSovereignty
#GlobalPolitics
Welcome to News18 Odia, your go-to destination for the latest news and updates from across India and beyond. As one of Odisha's premier news channels, we strive to keep you informed with live coverage and breaking news as it happens.
News18 ଓଡ଼ିଆ ହେଉଛି ଓଡି଼ଶାର ଅଗ୍ରଣୀ ନ୍ୟୁଜ ଚ୍ୟାନେଲ ଭିତରୁ ଗୋଟିଏ । ଓଡି଼ଶାର ସବୁ ଗୁରୁତ୍ବପୂର୍ଣ୍ଣ ଖବର ଆପଣ ଏହି ଚ୍ୟାନେଲ ମାଧ୍ୟମରେ ପାଇପାରିବେ ।
Download our News18 Mobile App - https://onelink.to/desc-youtube
Please visit our website https://bit.ly/2YaikeJ for the latest opinions and detailed news coverage.
Follow us on
Facebook: / news18odia
Twitter: https://twitter.com/news18odia?lang=en
Website: https://bit.ly/2YaikeJ
Subscribe to our channel to get the latest news and updates https://tinyurl.com/y46bt2fm
ID_OD_SP
Повторяем попытку...
Доступные форматы для скачивания:
Скачать видео
-
Информация по загрузке: