ycliper

Популярное

Музыка Кино и Анимация Автомобили Животные Спорт Путешествия Игры Юмор

Интересные видео

2025 Сериалы Трейлеры Новости Как сделать Видеоуроки Diy своими руками

Топ запросов

смотреть а4 schoolboy runaway турецкий сериал смотреть мультфильмы эдисон
Скачать

ମୋ ଜୀବନର ଗୋଟିଏ ଲକ୍ଷ ପ୍ରଭୁ ମତେ ଆପଣେଇ ନିଅନ୍ତୁ,ଶୁଣନ୍ତୁ ନମିତା ମ୍ୟାଡ଼ାମଙ୍କ ଅନ୍ତରର କଥା

Автор: JAY JAGANNATH TV

Загружено: 2024-06-18

Просмотров: 250230

Описание: "ଜୟ ଜଗନ୍ନାଥ ଟିଭି ଚାନେଲ" ପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ସମ୍ପୂର୍ଣ୍ଣ ସମର୍ପିତ ଓଡ଼ିଶାର ଏକମାତ୍ର ଆଧ୍ୟାତ୍ମିକ ସାଟେଲାଇଟ ଚାନେଲ I ଏହି ଚ୍ୟାନେଲରେ ଘରେ ବସି ପ୍ରତ୍ୟେକ ଦିନ ଜଗନ୍ନାଥ ଧାମ ପୁରୀ ରୁ LIVE ଦେଖନ୍ତୁ ଶ୍ରୀମନ୍ଦିର ଦ୍ୱାରଫିଟା ନୀତି,ଶ୍ରୀପତିତପାବନଙ୍କ ମଙ୍ଗଳ ଆଳତୀ, ପତାକାଲାଗି ଦର୍ଶନ,ସନ୍ଧ୍ୟା ଆଳତୀ ,ଶ୍ରୀମନ୍ଦିର ପହୁଡ଼ ନୀତି ଏବଂ ବର୍ଷ ତମାମ ଅନୁଷ୍ଠିତ ହେଉଥିବା ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ବିଭିନ୍ନ ଯାତ୍ରା ଓ ଉତ୍ସବର ର ସିଧା ପ୍ରସାରଣ I ଏହି ଚାନେଲ ରେ କୌଣସି ବିଜ୍ଞାପନ ଚାଲୁନାହିଁ, ତେଣୁ ଆପଣମାନେ ଶ୍ରୀଜୀଉଙ୍କ ଦର୍ଶନ ଏବଂ ସମସ୍ତ ଲୀଳାର ନିରବିଛିନ୍ନ ସିଧା ପ୍ରସାରଣ ଦେଖି ପାରିବେ I

"ଜୟ ଜଗନ୍ନାଥ ଟିଭି" ହେଉଛି ସିଦ୍ଧାର୍ଥ ଟେଲେଭିଜନ ନେଟୱର୍କ ର ଚତୁର୍ଥ ଚାନେଲ I ସୀତାରାମ ଅଗ୍ରୱାଲ ଓ ନମିତା ଅଗ୍ରୱାଲଙ୍କ ଶ୍ରୀଜଗନ୍ନାଥ ଙ୍କ ପ୍ରତି ଥିଵା ଅହେତୁକ ଭକ୍ତି ଭାବ ତଥା ଓଡ଼ିଶା ଏବଂ ଓଡିଶା ବାହାରେ ଥିବା ଜଗନ୍ନାଥ ପ୍ରେମୀ ଜନସାଧାରଣଙ୍କ ପାଇଁ ଏହି ଟେଲେଭିଜନ ଚାନେଲର ସୃଷ୍ଟି...ଆସନ୍ତୁ ଆମେ ସମସ୍ତେ ମିଶି ଜଗନ୍ନାଥ ଚେତନା କୁ ବିଶ୍ୱ ଦରବାର ରେ ପ୍ରତିଷ୍ଠିତ କରିବା I
ଜୟ ଜଗନ୍ନାଥ🙏🙏🙏

Watch "JAY JAGANNATH TV" on DTH:
TATA PLAY -1799, Dish TV -1397, Airtel -615, Sun Direct-490, Videocon D2H -1397

Also available on all cable networks.
For More Info please contact - 6372804618

Also, visit our other social media pages :
Facebook: https://bit.ly/3kxvE7A
Instagram: https://bit.ly/3KEpYDF
YouTube: https://bit.ly/3KAQeyD
Twitter: https://bit.ly/38JpX3U

#jayjagannathtv #namitaagrawal #sidharthtv #ଜୟଜଗନ୍ନାଥଟିଭି #sitaramagrawal #patitapaban_arati #patakalagidarshan #rathayatralive #purilive #JagannathPuriLIVE #rathayatra2022 #রথযাত্রা #পুরিজগন্নাথ #जगन्नाथ #पुरीजगन्नाथ #जगन्नाथधाम #रथयात्रा #उल्टारथ #జగన్నాథ్ #జగన్నాథపురి #ରଥଯାତ୍ରା #ଶ୍ରୀକ୍ଷେତ୍ରପୁରୀ #ପ୍ରଭୁଜଗନ୍ନାଥ #ଶ୍ରୀଜଗନ୍ନାଥ #যায়জগন্নাথ #জগন্নাথপুরি #जगन्नाथपुरी #जगन्नाथधाम #ஜேஜெகன்னாத் #jayjagannath #patitapaban_mangal_arati #rathajatra2023 #rathyatra2023 #rathayatralive #ghoshayathra

Не удается загрузить Youtube-плеер. Проверьте блокировку Youtube в вашей сети.
Повторяем попытку...
ମୋ ଜୀବନର ଗୋଟିଏ ଲକ୍ଷ ପ୍ରଭୁ ମତେ ଆପଣେଇ ନିଅନ୍ତୁ,ଶୁଣନ୍ତୁ ନମିତା ମ୍ୟାଡ଼ାମଙ୍କ ଅନ୍ତରର କଥା

Поделиться в:

Доступные форматы для скачивания:

Скачать видео

  • Информация по загрузке:

Скачать аудио

Похожие видео

ଅଭିଳାଷ ପୂରଣ କଲେ କାଳିଆ: ଯାହା ମନରେ ଚାହିଁଥିଲି, ସାକ୍ଷାତ୍ ସେହି ଦୃଶ୍ୟ ଦେଖାଇଲେ ପ୍ରଭୁ Jay Jagannath TV

ଅଭିଳାଷ ପୂରଣ କଲେ କାଳିଆ: ଯାହା ମନରେ ଚାହିଁଥିଲି, ସାକ୍ଷାତ୍ ସେହି ଦୃଶ୍ୟ ଦେଖାଇଲେ ପ୍ରଭୁ Jay Jagannath TV

ମହାପ୍ରଭୁଙ୍କୁକଥାଦେଇଥିଲି,ପୁଅ ବୋହୁଙ୍କୁନେଇଆଜିଆସିଲି,ପ୍ରଭୁଙ୍କ କୃପା ଭିକ୍ଷା କଲି,ନମିତା ମ୍ୟାଡମଙ୍କ ହୃଦୟରକଥା..

ମହାପ୍ରଭୁଙ୍କୁକଥାଦେଇଥିଲି,ପୁଅ ବୋହୁଙ୍କୁନେଇଆଜିଆସିଲି,ପ୍ରଭୁଙ୍କ କୃପା ଭିକ୍ଷା କଲି,ନମିତା ମ୍ୟାଡମଙ୍କ ହୃଦୟରକଥା..

ଆଜିରଶ୍ରବଣକୁମାର, ବାପା ମାଆଙ୍କ ସେବା, ମହାପ୍ରଭୁଙ୍କ ଦର୍ଶନ ସହିତ ସମାନ,ଶୁଣନ୍ତୁ କୋହଭରା ଅନୁଭୂତି JayJagannath TV

ଆଜିରଶ୍ରବଣକୁମାର, ବାପା ମାଆଙ୍କ ସେବା, ମହାପ୍ରଭୁଙ୍କ ଦର୍ଶନ ସହିତ ସମାନ,ଶୁଣନ୍ତୁ କୋହଭରା ଅନୁଭୂତି JayJagannath TV

ମୋଦିଙ୍କୁ ନିମନ୍ତ୍ରଣ କଲେ ଟ୍ରମ୍ପ | Trump Invites PM Modi to Join Gaza Board of Peace | Odia News| N18G

ମୋଦିଙ୍କୁ ନିମନ୍ତ୍ରଣ କଲେ ଟ୍ରମ୍ପ | Trump Invites PM Modi to Join Gaza Board of Peace | Odia News| N18G

🔴LIVE| ଶ୍ରୀକ୍ଷେତ୍ର ପୁରୀରୁ ସିଧାପ୍ରସାରଣ | Bana Paribartan | Sandhya Alati | 19-01-2026 | Bhakti Odisha

🔴LIVE| ଶ୍ରୀକ୍ଷେତ୍ର ପୁରୀରୁ ସିଧାପ୍ରସାରଣ | Bana Paribartan | Sandhya Alati | 19-01-2026 | Bhakti Odisha

BEST 25 Jagannath Bhajans of Namita Agrawal ଶ୍ରୀ ଜଗନ୍ନାଥଙ୍କ ଷୋହଳ ନାମ ସହ ୨୫ଟି HITଭଜନ | Sidharth Music

BEST 25 Jagannath Bhajans of Namita Agrawal ଶ୍ରୀ ଜଗନ୍ନାଥଙ୍କ ଷୋହଳ ନାମ ସହ ୨୫ଟି HITଭଜନ | Sidharth Music

MISSED - Watch HERE - Snana Yatra (ସ୍ନାନଯାତ୍ରା) of Lord Jagannath at Puri

MISSED - Watch HERE - Snana Yatra (ସ୍ନାନଯାତ୍ରା) of Lord Jagannath at Puri

ଶ୍ରୀଜଗନ୍ନାଥଙ୍କ ଦିବ୍ୟ ପଦ୍ମବେଶ ସାଜ ପ୍ରସ୍ତୁତିର ରହସ୍ୟ ଏବଂ ମାହାତ୍ମ୍ୟ । Jay Jagannath Tv

ଶ୍ରୀଜଗନ୍ନାଥଙ୍କ ଦିବ୍ୟ ପଦ୍ମବେଶ ସାଜ ପ୍ରସ୍ତୁତିର ରହସ୍ୟ ଏବଂ ମାହାତ୍ମ୍ୟ । Jay Jagannath Tv

ଦେଶ ଦୁନିଆର ବଡ଼ ଖବର | Speed News | Khabar Fatafat | BJD News | Bijoy Mohapatra News | Trump News

ଦେଶ ଦୁନିଆର ବଡ଼ ଖବର | Speed News | Khabar Fatafat | BJD News | Bijoy Mohapatra News | Trump News

ODIA BHAGABATA - 1st Skandha (Adhyaya-1) | Namita Agrawal | ଓଡ଼ିଆ ଭାଗବତ - ପ୍ରଥମ ସ୍କନ୍ଧ (ଅଧ୍ୟାୟ-୧)

ODIA BHAGABATA - 1st Skandha (Adhyaya-1) | Namita Agrawal | ଓଡ଼ିଆ ଭାଗବତ - ପ୍ରଥମ ସ୍କନ୍ଧ (ଅଧ୍ୟାୟ-୧)

ଶାଶୂଙ୍କ ବିଷୟରେ ଏମିତି କିଛି ଖୋଲି କହିଦେଲେ ତମନ୍ନା ? TAMANNA VYAS | SG TV ODIA |

ଶାଶୂଙ୍କ ବିଷୟରେ ଏମିତି କିଛି ଖୋଲି କହିଦେଲେ ତମନ୍ନା ? TAMANNA VYAS | SG TV ODIA |

ଜଣେ ବୃନ୍ଦାବନ ଭକ୍ତର କାହାଣୀ || ସତ୍ୟାନନ୍ଦ ଦାସ || WC BHAKTI

ଜଣେ ବୃନ୍ଦାବନ ଭକ୍ତର କାହାଣୀ || ସତ୍ୟାନନ୍ଦ ଦାସ || WC BHAKTI

ମୃତ୍ୟୁ ପରେ ବି ପ୍ରେତାତ୍ମା ର ସହବାସ (237) ଡକ୍ଟର ବିବୁଧରଞ୍ଜନ

ମୃତ୍ୟୁ ପରେ ବି ପ୍ରେତାତ୍ମା ର ସହବାସ (237) ଡକ୍ଟର ବିବୁଧରଞ୍ଜନ

ସୁନାଧନୁ ଶ୍ରୀମନ୍ଦିର ପରିକ୍ରମା | Jay Jagannath TV

ସୁନାଧନୁ ଶ୍ରୀମନ୍ଦିର ପରିକ୍ରମା | Jay Jagannath TV

ସମ୍ପୂର୍ଣ୍ଣଲକ୍ଷ୍ମୀର ବିଚାରକ ଶ୍ରୀକାନ୍ତ ଗୌତମଙ୍କ ସହିତ ଶ୍ରେଷ୍ଠ 12ଜଣ ପ୍ରତିଯୋଗୀ ମହାପ୍ରଭୁଙ୍କୁ ଦର୍ଶନ କଲେ

ସମ୍ପୂର୍ଣ୍ଣଲକ୍ଷ୍ମୀର ବିଚାରକ ଶ୍ରୀକାନ୍ତ ଗୌତମଙ୍କ ସହିତ ଶ୍ରେଷ୍ଠ 12ଜଣ ପ୍ରତିଯୋଗୀ ମହାପ୍ରଭୁଙ୍କୁ ଦର୍ଶନ କଲେ

🔵Exclusive Interview With Jagannath Swain Mohapatra, Chief Badagrahi Of Lord Jagannath

🔵Exclusive Interview With Jagannath Swain Mohapatra, Chief Badagrahi Of Lord Jagannath

Bhakti Priya's Kirtan | Day 2 | Kirtan Rasa 2023 | 4K | Dubai Kirtan Mela

Bhakti Priya's Kirtan | Day 2 | Kirtan Rasa 2023 | 4K | Dubai Kirtan Mela

ମହାପ୍ରଭୁଙ୍କୁ ଛାଡିଦେଲେ ଜୀବନରେ ଆଉ କିଛି ନାହିଁ ଶୁଣନ୍ତୁ ନମିତା ମ୍ୟାଡ଼ାମଙ୍କ ଅନ୍ତରର କଥା | Jay Jagannath TV

ମହାପ୍ରଭୁଙ୍କୁ ଛାଡିଦେଲେ ଜୀବନରେ ଆଉ କିଛି ନାହିଁ ଶୁଣନ୍ତୁ ନମିତା ମ୍ୟାଡ଼ାମଙ୍କ ଅନ୍ତରର କଥା | Jay Jagannath TV

ଶ୍ରୀ ଜଗନ୍ନାଥ କଥାମୃତ/ରୁସୋ,ସୋର,ବାଲେଶ୍ଵର/ଶ୍ରୀ ମନୋଜ ପ୍ରଧାନ ଓ ଦୀପ୍ତି ରଞ୍ଜନ ପ୍ରଧାନ/  LIVE-ପାର୍ଟ-୫

ଶ୍ରୀ ଜଗନ୍ନାଥ କଥାମୃତ/ରୁସୋ,ସୋର,ବାଲେଶ୍ଵର/ଶ୍ରୀ ମନୋଜ ପ୍ରଧାନ ଓ ଦୀପ୍ତି ରଞ୍ଜନ ପ୍ରଧାନ/ LIVE-ପାର୍ଟ-୫

Bhaktanka Anubhuti | ଭକ୍ତଙ୍କ ଅନୁଭୂତି-ଭକ୍ତ ମାନଙ୍କର ଭିନ୍ନ ଭିନ୍ନ ମତ|Jay Jagannath TV

Bhaktanka Anubhuti | ଭକ୍ତଙ୍କ ଅନୁଭୂତି-ଭକ୍ତ ମାନଙ୍କର ଭିନ୍ନ ଭିନ୍ନ ମତ|Jay Jagannath TV

© 2025 ycliper. Все права защищены.



  • Контакты
  • О нас
  • Политика конфиденциальности



Контакты для правообладателей: [email protected]