Loka Ignore କରୁଛନ୍ତି କି? 5 Effective Ways to Handle It!
Автор: Deepankar Pradhan
Загружено: 2026-02-02
Просмотров: 40
Описание:
ଜୀବନରେ କେହି ଆପଣଙ୍କୁ ଅପମାନ କରୁଛନ୍ତି କିମ୍ବା ଇଗନୋର କରୁଛନ୍ତି କି? ଚିନ୍ତା କରନ୍ତୁ ନାହିଁ, ଆଜିର ଏହି ଭିଡିଓ ଆପଣଙ୍କ ଚିନ୍ତାଧାରା ବଦଳାଇ ଦେବ!
ଏହି ଭିଡିଓରେ ଆମେ ଭଗବାନ ବୁଦ୍ଧ ଏବଂ ମହାତ୍ମା ଗାନ୍ଧୀଙ୍କ ଜୀବନର କିଛି ଗୁରୁତ୍ୱପୂର୍ଣ୍ଣ ଘଟଣା ମାଧ୍ୟମରେ ଶିଖିବା କିପରି ଅଦରକାରୀ ଜିନିଷକୁ ଇଗନୋର କରି ନିଜ ଲକ୍ଷ୍ୟ ପଥରେ ଆଗେଇବାକୁ ହୁଏ। ଯଦି ଆପଣ ନିଜକୁ ଅବହେଳିତ ଅନୁଭବ କରୁଛନ୍ତି, ତେବେ ଏହି ୫ଟି ଟିପ୍ସ ଆପଣଙ୍କୁ ଏକ ଶକ୍ତିଶାଳୀ ବ୍ୟକ୍ତିତ୍ୱ ଗଢ଼ିବାରେ ସାହାଯ୍ୟ କରିବ।
What you will learn:
ଅପମାନର ସଠିକ୍ ଜବାବ କିପରି ଦେବେ?
ଚୁପ ରହିବା କାହିଁକି ଜରୁରୀ?
ନିଜକୁ କିପରି ଯୋଗ୍ୟ (Deserving) ବନାଇବେ?
ସଫଳତା ଦ୍ୱାରା କିପରି ପ୍ରତିଶୋଧ ନେବେ?
ଯଦି ଭିଡିଓଟି ଭଲ ଲାଗିଲା, ତେବେ Like କରନ୍ତୁ, Share କରନ୍ତୁ ଏବଂ ଆମ Channel କୁ Subscribe କରିବାକୁ ଭୁଲନ୍ତୁ ନାହିଁ।
#odiamotivation #successtips #ignorenegativity #lordbuddhaquotes #odiavideo #selfimprovement #LifeHacksOdia #motivationinodia #smartideas #successmindset
Повторяем попытку...
Доступные форматы для скачивания:
Скачать видео
-
Информация по загрузке: