ycliper

Популярное

Музыка Кино и Анимация Автомобили Животные Спорт Путешествия Игры Юмор

Интересные видео

2025 Сериалы Трейлеры Новости Как сделать Видеоуроки Diy своими руками

Топ запросов

смотреть а4 schoolboy runaway турецкий сериал смотреть мультфильмы эдисон
Скачать

Patakalagi Darshan(2-Jan)ଆଜି ନାଲି ରଙ୍ଗର ପତାକାଲାଗି | Puri Jagannath Temple Divine Flag Change

Автор: JAY JAGANNATH TV

Загружено: 2026-01-02

Просмотров: 5678

Описание: ✨ ଆଜିର ପବିତ୍ର ଘଟଣା – ନୀଳଚକ୍ର ଉପରେ ନାଲି ରଙ୍ଗର ପତାକାଲାଗି ✨

📅 02-Jan -2026– ପୁରୀ ଶ୍ରୀମନ୍ଦିରରେ ଶ୍ରୀଜଗନ୍ନାଥଙ୍କ ନୀଳଚକ୍ର ଉପରେ ପବିତ୍ର ନାଲି ରଙ୍ଗର ପତାକା ପରିବର୍ତ୍ତିତ ହେଲା।
🏛️ ଏହି ପତାକାଲାଗି ଭକ୍ତମାନଙ୍କୁ ଦେଇଥାଏ ଶାନ୍ତି ଓ ଆଶୀର୍ବାଦ

📺 ଘରେ ବସି LIVE ଦେଖନ୍ତୁ —
Jay Jagannath TV – ଆପଣଙ୍କ ଆଧ୍ୟାତ୍ମିକ ଯାତ୍ରାର ସାଥୀ
🙏 ଜୟ ଜଗନ୍ନାଥ

ନୀଳଚକ୍ର ଉପରେ ଉଡୁଥିବା ପତିତପାବନ ବାନା ବା ପତାକା ଗୋଟିଏ ଦିନରୁ ଅଧିକ ସମୟ ମନ୍ଦିରରେ ଉଡ଼େ ନାହିଁ । ବର୍ଷକ ବାର ମାସ ୩୬୫ ଦିନ ଖରା, ବର୍ଷା , ଶୀତ କୁ ଖାତିର ନ କରି ପ୍ରତିଦିନ ସନ୍ଧ୍ୟା ୫ ଟା ରେ ଚୁନରା ସେବକ ନୀଳଚକ୍ର ରେ ଧ୍ବଜା ବାନ୍ଧିବା ନିମନ୍ତେ ଶ୍ରୀମନ୍ଦିର ଚୁଡାକୁ ଆରୋହଣ କରିଥାନ୍ତି। ଏହି ସେବାକୁ ପତାକଲାଗି ସେବା କୁହାଯାଏ । ଶ୍ରୀମନ୍ଦିର ଭିତରେ ଏବଂ ସିଂହଦ୍ୱାର ସାମନାରେ ପ୍ରତ୍ୟେକ ଦିନ ହଜାର ହଜାର ଭକ୍ତଗଣ ଏହି ପତାକା ଲାଗି ଦର୍ଶନ କରି ଧନ୍ୟ ହୁଅନ୍ତି ।

ଚୁନରା ସେବକ ମାନେ ବେକରେ ନୂଆ ଧ୍ବଜା ବାନ୍ଧି ସେ ଶ୍ରୀମନ୍ଦିର ଆରୋହଣ କରିଥାନ୍ତି । ପ୍ରଥମେ ଅଁଳା ବେଢ଼ା ରେ ଥିବା ଧ୍ବଜା ମହାବୀର ଙ୍କୁ ଉପାସନା କରି ସେଠାରେ ଦୀପ ପ୍ରଜ୍ବଳନ କରି ସାରିବା ପରେ , ଅଁଳା ବେଢ଼ା ଉପରକୁ ଏକ ଲୁହା ସିକୁଳି ମାଧ୍ୟମରେ ଯାଇଥାନ୍ତି। ତତ୍ପରେ କଳସ ଉପରେ ଚଢ଼ି , ନୀଳଚକ୍ର ଶିଖରକୁ ଯାଇଥାନ୍ତି। । ସେଠାରେ ଥିବା ପୁରୁଣା ଧ୍ବଜା ପରିବର୍ତ୍ତନ କରି ନୂଆ ଧ୍ବଜା ଲାଗି କରିଥାନ୍ତି ଓ ଜଗତ ମଙ୍ଗଳ କାମନା କରିଥାନ୍ତି । ଏହି ବାନା ସାଧାରଣତଃ ଗାଢ଼ ନାଲି କିମ୍ବା ହଳଦିଆ ବର୍ଣ୍ଣ ଓ ବେଳେ ବେଳେ ଧଳା ରଙ୍ଗର ହୋଇଥାଏ । ଏହାର ମଧ୍ୟ ଭାଗରେ ଚନ୍ଦ୍ର ଓ ବିନ୍ଦୁ ଶ୍ୱେତ ରଙ୍ଗରେ ଅଙ୍କିତ ହୋଇଥାଏ ।

#patakalagidarshan #jayjagannathtv #SidharthTV #jayjagannathlive #jagannath #jagannatha #jagannathtemple #JagannathCulture #NamitaAgrawal #SitaramAgrawal #SidharthUtsav #SidharthGold #SidharthMusic #SidharthNetwork #TodayPatakalagi #dhwajaarohan #banabandha

"ଜୟ ଜଗନ୍ନାଥ ଟିଭି" ହେଉଛି ପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ସମର୍ପିତ ଓଡ଼ିଶାର ଏକମାତ୍ର ଶୁଦ୍ଧ ଆଧ୍ୟାତ୍ମିକ ୨୪ ଘଣ୍ଟିଆ ସାଟେଲାଇଟ୍ ଚାନେଲ୍, ଯେଉଁଠାରେ ଘରେ ବସି ପ୍ରତିଦିନ ସିଧା ପ୍ରସାରଣରେ ଦେଖିପାରିବେ ପୁରୀ ଶ୍ରୀମନ୍ଦିରର ସମସ୍ତ ବାହାର ଲୀଳା ଓ ଦିବ୍ୟ ନୀତିମାନ :

🔹 ଦ୍ୱାରଫିଟା ନୀତି
🔹 ପତିତପାବନ ମଙ୍ଗଳ ଆଳତୀ
🔹 ପତାକା ଲାଗି ଦର୍ଶନ
🔹 ସନ୍ଧ୍ୟା ଆଳତୀ
🔹 ଶ୍ରୀମନ୍ଦିର ପହୁଡ଼ ନୀତି
🔹 ବର୍ଷ ତମାମ ଅନୁଷ୍ଠିତ ହେଉଥିବା ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ବିଭିନ୍ନ ଯାତ୍ରା ଓ ଉତ୍ସବ I

ଏହି ଚ୍ୟାନେଲରେ କୌଣସି ବିଜ୍ଞାପନ ନାହିଁ, ତେଣୁ ଶୁଦ୍ଧ ଆଧ୍ୟାତ୍ମିକତାର ସହିତ
ଦର୍ଶନ କରନ୍ତୁ ଓ ଶ୍ରୀଜୀଉଙ୍କ ଦିବ୍ୟତାକୁ ଅନୁଭବ କରନ୍ତୁ🙏

📺 "ଜୟ ଜଗନ୍ନାଥ ଟିଭି" ସିଦ୍ଧାର୍ଥ ଟେଲିଭିଜନ୍ ନେଟୱର୍କର ଚତୁର୍ଥ ଚାନେଲ |
ଓଡ଼ିଆ ଲୋକଙ୍କ ପାଇଁ ଗର୍ବର ବିଷୟ!

#jayjagannathtv #jayjagannathpuri ##jayjagannathtvlive #jagannathtemple #jagannathdarshan

📡 Watch “JAY JAGANNATH TV” on DTH:
=========================================
Tata Play - 1799
Dish TV – Channel 1397
Airtel Digital – Channel 615
Videocon D2H – Channel 1397
Sun Direct – Channel 490
=========================================
Also available on all cable networks across Odisha.

📞 Contact : 6372804618 if could not watch our channel

🌐 Follow us on social media for daily LIVE updates :
=========================================
Facebook:   / jayjagannathtv  
Instagram:   / jayjagannathtv  
YouTube:    / @jayjagannathtvofficial  
Twitter: https://x.com/JayJagannathTV
=========================================
#JayJagannathTV #NamitaAgrawal #SidharthTV #SitaramAgrawal #JagannathLive #LiveFromPuri #shreemandir #srimandir #shreemandira #JagannathRathJatra #JagannathRathYatra #PuriRathYatra #jayjagannathswami #dwarafitaniti #mangalaalati #dhupaalati #patakalagidarshan #sandhyaalati #bhaktankaanubhuti #jagannathlivedarshan #পুরিজগন্নাথ #जगन्नाथ #पुरीजगन्नाथ #जगन्नाथधाम #జగన్నాథ్ #జగన్నాథపురి #ରଥଯାତ୍ରା #ଶ୍ରୀକ୍ଷେତ୍ରପୁରୀ #ପ୍ରଭୁଜଗନ୍ନାଥ #ଶ୍ରୀଜଗନ୍ନାଥ #যায়জগন্নাথ #জগন্নাথপুরি #जगन्नाथपुरी #जगन्नाथधाम

Не удается загрузить Youtube-плеер. Проверьте блокировку Youtube в вашей сети.
Повторяем попытку...
Patakalagi Darshan(2-Jan)ଆଜି ନାଲି ରଙ୍ଗର ପତାକାଲାଗି | Puri Jagannath Temple Divine Flag Change

Поделиться в:

Доступные форматы для скачивания:

Скачать видео

  • Информация по загрузке:

Скачать аудио

Похожие видео

Patakalagi Darshan(4-Jan)ଆଜି ଧଳା ରଙ୍ଗର ପତାକାଲାଗି | Puri Jagannath Temple Divine Flag Change

Patakalagi Darshan(4-Jan)ଆଜି ଧଳା ରଙ୍ଗର ପତାକାଲାଗି | Puri Jagannath Temple Divine Flag Change

ଆଜି(06-Jan)ଦକ୍ଷିଣଦ୍ୱାର ବଡେହନୁମାନଙ୍କ ଭୋଗ ଆଳତୀ | Jay JagannathTV

ଆଜି(06-Jan)ଦକ୍ଷିଣଦ୍ୱାର ବଡେହନୁମାନଙ୍କ ଭୋଗ ଆଳତୀ | Jay JagannathTV

ଆଜି ଭୋର୍ ସମୟର ଶ୍ରୀମନ୍ଦିର ଦୃଶ୍ୟ।puri jagannath temple।Real odisha time

ଆଜି ଭୋର୍ ସମୟର ଶ୍ରୀମନ୍ଦିର ଦୃଶ୍ୟ।puri jagannath temple।Real odisha time

Naba Gujjari | ନବଗୁଜ୍ଜରୀ | by Mahapurusha Achyutananda Das | Fakira Samanta Karma | ODISHA 365

Naba Gujjari | ନବଗୁଜ୍ଜରୀ | by Mahapurusha Achyutananda Das | Fakira Samanta Karma | ODISHA 365

ଏ ବର୍ଷର ପ୍ରଥମ ପଡକାଷ୍ଟ : ଶୁଣିଲେ ଶୁଣୁଥିବେ... | EP - 138 | Podcast With B K Sister Shivani

ଏ ବର୍ଷର ପ୍ରଥମ ପଡକାଷ୍ଟ : ଶୁଣିଲେ ଶୁଣୁଥିବେ... | EP - 138 | Podcast With B K Sister Shivani

Правду скрывают, чтобы не вызвать панику. Открытие Петра Гаряева

Правду скрывают, чтобы не вызвать панику. Открытие Петра Гаряева

Гороскоп Рыб на 2026 год | Мина Раши | Рыбы Раши 2026 | Астролог Бхабани Шанкар Мохапатра.

Гороскоп Рыб на 2026 год | Мина Раши | Рыбы Раши 2026 | Астролог Бхабани Шанкар Мохапатра.

ଭଗବାନକୁ ପାଇବେ କିପରି || WC BHAKTI || ସତ୍ୟାନନ୍ଦ ଦାସ

ଭଗବାନକୁ ପାଇବେ କିପରି || WC BHAKTI || ସତ୍ୟାନନ୍ଦ ଦାସ

🔴Jay Jagannath Tv Live 1 from Puri Dham | ପୁରୀରୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ସିଧାପ୍ରସାରଣ | Jay Jagannath Tv

🔴Jay Jagannath Tv Live 1 from Puri Dham | ପୁରୀରୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ସିଧାପ୍ରସାରଣ | Jay Jagannath Tv

SRI  JAGANNATHA SAHASRANAMA | ଶ୍ରୀ ଜଗନ୍ନାଥ ସହସ୍ରନାମ | 1000 names of Sri Jagannath | Sidharth Music

SRI JAGANNATHA SAHASRANAMA | ଶ୍ରୀ ଜଗନ୍ନାଥ ସହସ୍ରନାମ | 1000 names of Sri Jagannath | Sidharth Music

Лимфа стоит — болезни растут: главная ошибка после 50

Лимфа стоит — болезни растут: главная ошибка после 50

ନମିତା ଅଗ୍ରୱାଲଙ୍କ କଣ୍ଠରେ ଓଡ଼ିଆ ଭାଗବତ ଦ୍ବିତୀୟ ସ୍କନ୍ଧର ୬ଷ୍ଠ ଅଧ୍ୟାୟ | Jay Jagannath TV

ନମିତା ଅଗ୍ରୱାଲଙ୍କ କଣ୍ଠରେ ଓଡ଼ିଆ ଭାଗବତ ଦ୍ବିତୀୟ ସ୍କନ୍ଧର ୬ଷ୍ଠ ଅଧ୍ୟାୟ | Jay Jagannath TV

ଜଗନ୍ନାଥ ପଚାରିଲେ ମତେ ଚିହ୍ନିଛୁ ? Jagannath Mahima | Shakti Shankar Mishra | Odisha 365

ଜଗନ୍ନାଥ ପଚାରିଲେ ମତେ ଚିହ୍ନିଛୁ ? Jagannath Mahima | Shakti Shankar Mishra | Odisha 365

Ashta Gujjari | ଅଷ୍ଟଗୁଜ୍ଜରୀ | Fakira Samanta Karma | Achyutananda Das | Odisha 365

Ashta Gujjari | ଅଷ୍ଟଗୁଜ୍ଜରୀ | Fakira Samanta Karma | Achyutananda Das | Odisha 365

ବର୍ଷସାରା ସ୍ନାନ କରନ୍ତିନି କି ମହାପ୍ରଭୁ ? Shankarsan Mangaraj | Jagannath | Comedy | Nandighosha Diary

ବର୍ଷସାରା ସ୍ନାନ କରନ୍ତିନି କି ମହାପ୍ରଭୁ ? Shankarsan Mangaraj | Jagannath | Comedy | Nandighosha Diary

Взгляд Ученого . Татьяна Черниговская

Взгляд Ученого . Татьяна Черниговская

ସାଙ୍ଘାତିକ ତଥ୍ୟ ଉଜାଗର । ୨୦୨୬ ରେ ଏହି ଅଘଟଣ ଘଟିବ ? Malika l @odipiccreations

ସାଙ୍ଘାତିକ ତଥ୍ୟ ଉଜାଗର । ୨୦୨୬ ରେ ଏହି ଅଘଟଣ ଘଟିବ ? Malika l @odipiccreations

Today(6-Jan)Dwaraphita,Mangala Alati,Besa Sringara & Dhupa Alati

Today(6-Jan)Dwaraphita,Mangala Alati,Besa Sringara & Dhupa Alati

LIVE : Rath Yatra 2025 | ଶ୍ରୀଗୁଣ୍ଡିଚା ଯାତ୍ରାର ସିଧାପ୍ରସାରଣ | Rath Yatra Live From Puri|Prarthana Life

LIVE : Rath Yatra 2025 | ଶ୍ରୀଗୁଣ୍ଡିଚା ଯାତ୍ରାର ସିଧାପ୍ରସାରଣ | Rath Yatra Live From Puri|Prarthana Life

LIVE Jagannath Darshan Puri | Watch daily & you will forget your sorrow | Dr Ashutosh Prasad Mishra

LIVE Jagannath Darshan Puri | Watch daily & you will forget your sorrow | Dr Ashutosh Prasad Mishra

© 2025 ycliper. Все права защищены.



  • Контакты
  • О нас
  • Политика конфиденциальности



Контакты для правообладателей: [email protected]