Baunsarani | Galpa | Binapani Mohanty |(part -1) | +2 2nd year optional odia(Part-1)
Автор: Mo Bhasa Mo Sahitya:Banaja classes
Загружено: 2021-01-15
Просмотров: 67297
Описание:
Namaskar, jai Jagannath 🙏
Welcome to my channel mo bhasa o mo sahitya.
In this video we are discussion about odia story 'Baunsarani' by Binapani mohanty.
ଆଜି ଆମେ optional odia ର ଗୋଟିଏ ଗଳ୍ପ ର କିଛି ପୃଷ୍ଠା ଆଲୋଚନା କରିଲେ | ଗଳ୍ପଟିର ଶୀର୍ଷକ ' ବାଉଁଶରାଣୀ ' ଏବଂ
ଗାଳ୍ପିକା ହେଉଛନ୍ତି ବୀଣାପାଣି ମହାନ୍ତି |
ଏହି ଗଳ୍ପଟି ନାରୀ ମନସ୍ତତ୍ୱ ଉପରେ ଆଧାରିତ | ଗଳ୍ପ ନାୟିକା ମିସେସ ଚୌଧୁରୀ ପାରିବାରିକ ପରିସ୍ଥିତି ଓ ସ୍ୱାମୀଙ୍କର ମାନସିକତା ମଧ୍ୟରେ ଭାରସମ୍ୟ ରକ୍ଷା କରି ଆଗକୁ ଚାଲିଛନ୍ତି ତାହାହିଁ ଏହି ଗଳ୍ପ ର ବିଷୟବସ୍ତୁ |
ଆଶା କରୁଛି ଗଳ୍ପଟି ଆପଣ ମାନଙ୍କୁ ନିଶ୍ଚିତ ଭଲ ଲାଗିବ | ଆପଣମାନଙ୍କ ମତାମତ ମୋତେ କମେଣ୍ଟ ମାଧ୍ୟମରେ ଜଣେଇବେ | ଧନ୍ୟବାଦ |
Thank u so much. dont forget to like share and subscribe.
#baunsarani
#baunsaranigalpa
#baunsaraniodiagalpa
#baunsarani2ndyearoptionalodia
#baunsaraniodiastory
#mobhasaomosahitya
#+22ndyearoptionalodia
Повторяем попытку...
Доступные форматы для скачивания:
Скачать видео
-
Информация по загрузке: