ଯାଜପୁର କଂଗ୍ରେସ ପକ୍ଷରୁ ମହମବତୀ ଶୋଭାଯାତ୍ରା
Автор: JAJPUR KHABAR JPK
Загружено: 2025-07-16
Просмотров: 5031
Описание:
ଯାଜପୁର ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ବାଲେଶ୍ଵର ଫକିର ମୋହନ ସ୍ଵୟଂଶାସିତ ମହାବିଦ୍ୟାଳୟ ର ଛାତ୍ରୀ ସୋମ୍ୟାଶ୍ରୀ ବିଶିଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ଉଦ୍ଧେଶ୍ୟରେ ଏକ ମହମବତୀ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା କଂଗ୍ରେସ ସଭାପତି ମନୋଜ ରାଉତଙ୍କ ନେତୃତ୍ୱରେ ବହୁ କଂଗ୍ରେସ ନେତା ଓ କର୍ମୀ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରୁ ମହମବତୀ ଜାଳି ଏକ ପ୍ରତିବାଦ ଶୋଭାଯାତ୍ରା କରି ସହର ପରିକ୍ରମା ପରେ ଗାନ୍ଧୀ ଛକରେ ପହଞ୍ଚି ଥିଲେ। ସେଠାରେ ସୋମ୍ୟଶ୍ରୀଙ୍କ ଅମର ଆତ୍ମାର ସଦଗତି କାମନା କରି ଦୁଇ ମିନିଟ ନିରବ ପ୍ରାର୍ଥନା କରିଥିଲେ। ଏଥିସହ ଏ ଡବଲ ଇଞ୍ଜିନ ନାରୀ ମାନଙ୍କୁ ସୁରକ୍ଷା ଦେଇ ପାରୁ ନଥିବା ଅଭିଯୋଗ କରିବା ସହ ସରକାର ବିରୋଧୀ ନାରାବାଜି କରିଥିଲେ। ଏହି ଅବସର ରେ ଶତାଧିକ ମହିଳା ସାମିଲ କଂଗ୍ରେସ ନେତ୍ରୀ କନକ ଲତା ମଲ୍ଲିକ, ପ୍ରତିମା କର, ଆରତୀ ଦେଓ, ଦିଗାମ୍ବର କର, ପଦ୍ମାକର ଗୁରୁଙ୍କ ସମେତ ବହୁ କଂଗ୍ରେସ ନେତା ଓ କର୍ମୀ ସାମିଲ ହୋଇ ଡବଲ ଇଞ୍ଜିନ ସରକାରଙ୍କ ତୀଵ୍ର ନିନ୍ଦା କରିବା ସହ ମୁଖ୍ୟମନ୍ତ୍ରୀ ଓ ଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଥିଲେ।
#jajpurtown
#odishajajpur
#jajpurkhabar
#jajpuria
#jajpur
#latestnews
#jajpurcongress
#congress
Повторяем попытку...
Доступные форматы для скачивания:
Скачать видео
-
Информация по загрузке: