ଭୋକ ଥିଲେ ପଖାଳ କଂସାଏ ବି...
Автор: Odia Motivation
Загружено: 2026-03-02
Просмотров: 5432
Описание:
ମଣିଷ ପାଖରେ ସବୁ ସୁଖ ସୁବିଧା ଥାଇପାରେ, କିନ୍ତୁ ମନର ଶାନ୍ତି ବିନା ସବୁକିଛି ବ୍ୟର୍ଥ, ନିଦ କେବଳ ସେଇମାନଙ୍କୁ ଆସେ, ଯାହାର ହୃଦୟରେ କାହାରି ପ୍ରତି ଘୃଣା ନଥାଏ
ଭୋକ ଥିଲେ ପଖାଳ କଂସାଏ ବି ଅମୃତ ଲାଗେ, କିନ୍ତୁ ଭୋକ ନଥିଲେ ରାଜକୀୟ ଭୋଜନରେ ବି ସ୍ୱାଦ ମିଳେନାହିଁ, ସେହିପରି ଧର୍ମ ଥିଲେ ହିଁ ଧନର ପ୍ରକୃତ ଆନନ୍ଦ ମିଳେ ।
#odiashorts #odianitibani #ytshorts #odiamotivation
Повторяем попытку...
Доступные форматы для скачивания:
Скачать видео
-
Информация по загрузке: