ଡିଜେ ଲଗାଇଲା ନିଆଁ ଛୋଟ ଜାତି ରହୁଥିବା ସାହିରେ ଷ୍ଟ୍ରିଟ୍ ଲାଇଟ୍ ଓ ପାଣି ମନା !| Odisha Reporter
Автор: Odisha Reporter
Загружено: 2026-02-16
Просмотров: 894
Описание:
#ଛୋଟ_ଜାତି_ରହୁଥିବା_ସାହିରେ_ଷ୍ଟ୍ରିଟ୍_ଲାଇଟ୍_ଓ_ପାଣି_ମନା !
ଆମେ ଛୋଟ ଜାତିର ଲୋକ ବୋଲି, ଆମ ପଡାକୁ ପାଣି ଆସୁନାହିଁ । ଏପରିକି ଷ୍ଟ୍ରିଟ ଲାଇଟ ବି ଜଳୁନାହିଁ । ଗାଁରେ ଥିବା ନଳକୂପରୁ ବି ପାଣି ଆଣିବା ମନା ...! ଆଧୁନିକ ବିଜ୍ଞାନ ଯୁଗରେ, ଏଭଳି ବି ଅଭିଯୋଗ ଆସିପାରେ, ଏହା ଅବିଶ୍ବସନୀୟ । କିନ୍ତୁ ସତ...! ଏଭଳି ଏକ ଘଟଣା ଘଟିଛି ବଲାଙ୍ଗିର ଜିଲ୍ଳା ତୁରେକେଲା ବ୍ଳକ ଡୁମେରଚୁଆଁ ଗାଁରେ ।
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: / odishareporter
Twitter: / odishareporter
Telegram: https://telegram.me/Odisha_Reporter_o...
Instagram: / odishareporter_official
#OdishaReporter #OdishaReporter #Bolangiir #Turekela #OdishaNews #DalitIssue #CasteDiscrimination #WaterCrisis #StreetLightIssue #VillageConflict #DJControversy #GroundReport #ExclusiveVideo #HumanRights #OdishaPolice
Повторяем попытку...
Доступные форматы для скачивания:
Скачать видео
-
Информация по загрузке: