ଛୋଟ ପାପ, ବଡ଼ ଧ୍ୱଂସ | ସାବଧାନ! | Small Sins, Big Destruction | Odia Christian Sermon
Автор: Pranita Roul
Загружено: 2026-02-10
Просмотров: 1213
Описание:
ଛୋଟ ପାପ, ବଡ଼ ଧ୍ୱଂସ , ସାବଧାନ! | Small Sins, Big Destruction | Odia Christian Sermon | Pranita Roul | Choto Papo Bodo dhangsha | Odia Bible Tutorial | REVIVAL CHRUCH ODISHA | କିଏ ସଦାପ୍ରଭୁଙ୍କ ପର୍ବତରେ ଆରୋହଣ କରିବ ? | Rev. sujit Bardhan | Amit Badanayak |
ପାପ କେବେ ବଡ଼ କାର୍ଯ୍ୟରୁ ଆରମ୍ଭ ହୁଏ ନାହିଁ। ଏହା ଛୋଟ ଛୋଟ ଭୁଲ, ଗର୍ବ, ଇର୍ଷ୍ୟା, ଅସହିଷ୍ଣୁତା ଓ ଅନୁଶାସନ ଭଙ୍ଗରୁ ଆରମ୍ଭ ହୁଏ। ଯେପରି ଟାଇଟାନିକ ଜାହାଜ ଏକ ଛୋଟ ହିମପିଣ୍ଡ ସହ ଧକ୍କା ଲାଗି ଧୀରେ ଧୀରେ ଡୁବିଗଲା, ସେପରି ପାପ ମଧ୍ୟ ଆମ ଜୀବନକୁ ଧୀରେ ଧୀରେ ଧ୍ୱଂସ କରେ।
ବାଇବେଲ କୁହେ –
“ପାପର ଦରମା ମୃତ୍ୟୁ, କିନ୍ତୁ ଈଶ୍ୱରଙ୍କ ଦାନ ହେଉଛି ଆମ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ମାଧ୍ୟମରେ ନିତ୍ୟଜୀବନ।” (ରୋମୀୟ 6:23)
ଆଦମ ଓ ହବାଙ୍କ ଅନାଜ୍ଞାରୁ ପାପ ଜଗତରେ ପ୍ରବେଶ କଲା। କିନ୍ତୁ ଭଲ ଖବର ହେଉଛି – ଯୀଶୁ ଖ୍ରୀଷ୍ଟ ଆମ ପାପ ପାଇଁ କ୍ରୁଶରେ ମୃତ୍ୟୁ ବରଣ କଲେ।
ତାଙ୍କ ରକ୍ତ ଆମକୁ ଶୁଦ୍ଧ କରେ ଓ ନୂତନ ଜୀବନ ଦେଇଥାଏ।
ଏହି ଭିଡିଓରେ ଆପଣ ଜାଣିବେ:
• ପାପ କେମିତି ଜୀବନକୁ ପ୍ରଭାବିତ କରେ
• ଟାଇଟାନିକ ଉଦାହରଣର ଆଧ୍ୟାତ୍ମିକ ଅର୍ଥ
• କିପରି ପବିତ୍ର ଆତ୍ମାର ଶକ୍ତିରେ ପାପକୁ ଜୟ କରିବେ
• ଯୀଶୁଙ୍କ ମାଧ୍ୟମରେ ମୋକ୍ଷର ନିଶ୍ଚୟତା
ଆଜି ଯୀଶୁଙ୍କୁ ଗ୍ରହଣ କରନ୍ତୁ ଓ ନିତ୍ୟଜୀବନର ଦାନ ପାଆନ୍ତୁ।
ଭିଡିଓଟି ଶେଷ ପର୍ଯ୍ୟନ୍ତ ଦେଖନ୍ତୁ, ଶେୟର କରନ୍ତୁ ଓ ଆଶୀର୍ବାଦ ପାଆନ୍ତୁ।
Sin does not begin with something big. It starts with small compromises — pride, jealousy, impatience, disobedience, and hidden thoughts. Just like the Titanic, which slowly sank after hitting an iceberg, sin slowly enters our lives and eventually destroys us.
The Bible says:
“For the wages of sin is death, but the gift of God is eternal life in Christ Jesus our Lord.” (Romans 6:23)
Through Adam and Eve, sin entered the world. But here is the Good News — Jesus Christ died on the cross for our sins. His blood washes us clean and gives us new life.
In this video, you will discover:
• How sin gradually destroys a life
• The powerful spiritual meaning behind the Titanic story
• How to overcome sin through the power of the Holy Spirit
• The assurance of salvation through Jesus Christ
Choose eternal life today.
Watch till the end, share this message, and be blessed.
Повторяем попытку...
Доступные форматы для скачивания:
Скачать видео
-
Информация по загрузке: