କଳସ ଯାତ୍ରା ଅନୁଷ୍ଠିତ / Kalas Yatra / Beheda Karia Mandhar nua Mandir pratishtha /
Автор: Video Bala Balman
Загружено: 2026-02-10
Просмотров: 185
Описание:
କଳସ ଯାତ୍ରା ଅନୁଷ୍ଠିତ / Kalas Yatra / Beheda Karia Mandhar nua Mandir pratishtha / @VideoBalaBalman
#videobalabalman #ଭିଡିଓBalaBalman
@VideoBalaBalman @ଭିଡିଓbalabalman
ସାନଖଡ଼କା ଗ୍ରାମ ଠାରେ ବେହେଡ଼ା କରିଆ ମନ୍ଧାର ନୂତନ ମନ୍ଦିର ପ୍ରତିଷ୍ଠା ଉପଲକ୍ଷେ ଅନୁଷ୍ଠିତ କଳସ ଯାତ୍ରା ପାଇଁ ବେହେଡ଼ା କରିଆ ମନ୍ଧାର ମାଆ ବାପା ଭାଇ ଓ ଭଉଣୀ ତା ସହିତ ବେହେଡା କରିଆ ମନ୍ଧାର ସମସ୍ତ ଝିଅ ଜ୍ଵାଇଁ ତା ସହିତ ସାନଖଡ଼କା ଗ୍ରାମର ମାଆ ବାପା ଭାଇ ଓ ଭଉଣୀମାନେ ସମସ୍ତେ ଏହି ଶୁଭ କାର୍ଯ୍ୟ ମା ଙ୍କ କଳସ ଯାତ୍ରା ଲାଗି ସକାଳ ୧୦.୦୦ ଘଣ୍ଟିକା ସମୟରେ ପଦଯାତ୍ରା ଆରମ୍ଭ କରିଥିଲେ l
ଭାଷ୍କେଲ ଡେମ (ନଦୀ ବନ୍ଧ) କୂଳରେ ପୂଜାର୍ଚ୍ଚନା ସରିବା ପରେ ଜଳ ପୂର୍ଣ୍ଣ କଳସ ଗୁଡ଼ିକୁ ମା ମାନେ ମୁଣ୍ଡରେ ମୁଣ୍ଡାଇ ଦୁଇ ଧାଡ଼ି ହୋଇ କଳସ ପଦଯାତ୍ରା ଆରମ୍ଭ ହେଇଥିଲା ତା ପରେ ନୂତନ ମନ୍ଦିର ପାଖେ କଳସ ଯାତ୍ରା ଆସି ପହଞ୍ଚିଲେ l ତା ପରେ ଚଉରା ପାଖରେ କଳସ ପୂଜା ଆରମ୍ଭ କରାଗଲା l
🙏🙏🙏 ଧନ୍ୟବାଦ 🙏🙏🙏
Повторяем попытку...
Доступные форматы для скачивания:
Скачать видео
-
Информация по загрузке: