TUME MO PRANARA THAKURA || SANTUNU NAYAK | MAHESWAR NAYAK | SATSANG BHAJAN |
Автор: Singer Maheswar official
Загружено: 2025-04-08
Просмотров: 4102
Описание:
SONG - TUME MO PRANARA THAKURA
LYRICS - SANTUNU NAYAK
COMPOSE -MAHESWAR NAYAK
SINGER -MAHESWAR NAYAK
ତୁମେ ମୋ ପ୍ରାଣର ଠାକୁର
ତୁମ ଆଗମନେ ମୋ ମନ କାନନେ
ଫୁଟିଛି ପ୍ରୀତିର କଦମ୍ବ ଫୁଲ
ହେ ମୋର ପରମ ଦୟାଲ
ତୁମେ ମୋ ପ୍ରାଣର .....(0)
ଅନ୍ଧକାରମୟ ବନ୍ଧୁର ପଥେ
ପ୍ରତିଟି ମୁହୂର୍ତ୍ତେ ରହି ମୋର ସାଥେ
ତୁମ ଆଲୋକରେ ଆଲୋକିତ ଆଜି
ଜୀବନ ଅଙ୍ଗନ ମୋର
ତୁମେ ଯେ ଜ୍ୟୋତିର୍ମୟ
ତୁମେ ମୋ ପ୍ରାଣର ......(1)
ପ୍ରବୃତ୍ତିର ଡାକେ ପଡ଼ିଛି ବିପଦେ
ନିନ୍ଦା ଅପବାଦେ ମ୍ରିୟମାଣ ଯେବେ
ଇନ୍ଦ୍ର ଧନୁର ସପ୍ତରଙ୍ଗରେ
ରଙ୍ଗାଇଛ ମୋ ଜୀବନ
ପୁଲକିତ ଭଙ୍ଗା ମନ
ତୁମେ ମୋ ପ୍ରାଣର......(2)
ଜଗିଛି ସଂଶୟ ବାରବାର ମନେ
ଛନ୍ଦି ମୋର ହାତ ତୁମ ଶ୍ରୀ କରେ
ପ୍ରାଣ ଯମୁନାରେ ଆନନ୍ଦ ଜୁଆର
ନାଚେ ମୋ ମନ ଚକୋର
ଲଭି ସେ ବରାଭୟ
ତୁମେ ମୋ ପ୍ରାଣର......(3)
+++++++
#singermaheswarofficial #song #devotionalsong #singer #odiabhajan #odiasong #thakuranukulchandrasong #odiabhajan #anukul #deogharashram #deoghardham #tumemopranarathakura#santunu nayak#maheswarnayakbhajan #odiahitsongs #odianewsong #odiahitbhajan #bhaktisong #bhaktibhajan #newbhajan #newsong #classicalmusic classical bhajan
Повторяем попытку...
Доступные форматы для скачивания:
Скачать видео
-
Информация по загрузке: